Jyotish Shastra- ଖରାପ ଦିନର ହେଲା ଅନ୍ତ, ଭୋଳାନାଥ ଙ୍କ କୃପାରୁ ଆଜି ରାତିରୁ ଏହି 4 ଟି ରାଶିରେ ଲାଗିବ ଲଟେରୀ

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କର ସ୍ଵଭାବ ବହୁତ ସରଳ ଅଛି ବୋଲି କୁହାଯାଇଛି । ବନ୍ଧୁଗଣ ଶିବଙ୍କର ଅନ୍ୟ ନାମ ହେଉଛି ଭୋଳାନାଥ । ଭୋଳାନାଥ ସଂପୂର୍ଣ୍ଣ ଭୋଳା ଥାନ୍ତି । ଭଗବାନ ଶିବଙ୍କର କୃପା ଯେଉଁ ବ୍ୟକ୍ତି ଉପରେ ଥାଏ ସେହି ବ୍ୟକ୍ତିକୁ କେବେହେଲେ କୌଣସି ସମସ୍ଯାର ସମ୍ମୁଖୀନ ହେବାକୁ ପଡିନଥାଏ ।

ଭଗବାନ ଶିବଙ୍କୁ ଏକ ଢାଳ ଜଳ ଅର୍ପଣ କରିଲେ ସେ ପ୍ରସନ୍ନ ହୋଇଯାଇଥାନ୍ତି । ଭଗବାନ ଶିବଙ୍କୁ ସତ ମନରେ ପୂଜା କରିଲେ ବ୍ୟକ୍ତି ସମସ୍ତ ଅସୁବିଧାରୁ ମୁକ୍ତି ପାଇଥାଏ । ବନ୍ଧୁଗଣ ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ୧୦୦୦ ବର୍ଷରେ ଗୋଟିଏ ଥର ହୋଇଥାଏ ରାଜଯୋଗ । ଏହି ରାଜଯୋଗ ହେତୁ ୪ଟି ରାଶିଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏମାନଙ୍କ ଉପରେ ଭଗବାନ ଶିବଙ୍କର ବିଶେଷ କୃପା ରହିବାକୁ ଯାଉଛି, ଯାହାଫଳରେ ଏମାନେ ଆଗାମୀ ନୂଆ ବର୍ଷ ୨୦୨୧ରୁ ବହୁତ ଅଧିକ ଧନଲାଭ କରିବେ ଏବଂ ସୁଖ ଓ ସମୃଦ୍ଧିର ଜୀବନ ଅତିବାହିତ କରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ରାଶି ମାନଙ୍କ ବିଷୟରେ ।

କର୍କଟ ରାଶି- ଏହି ରାଶିର ଲୋକମାନେ ଯଦି ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ତା ହେଲେ ଏମାନଙ୍କୁ ବହୁତ ଶୀଘ୍ର ସରକାରୀ ଚାକିରି ମିଳିଯିବ । ଏହି ଲୋକମାନଙ୍କ ପାରିବାରିକ ଜୀବନ ଆନନ୍ଦମୟ ହେବ । ଯଦି ଆପଣ ଯାନବାହାନ କିଣିବା ପାଇଁ ଚାହୁଁଛନ୍ତି ତା ହେଲେ ଏହି ସମୟ ଆପଣ ମାନଙ୍କ ପାଇଁ ଶୁଭ ରହିବ । ଆପଣଙ୍କ ଆର୍ଥିକ ସ୍ଥିତି ଭଲ ରହିବ ଓ ଆପଣଙ୍କ ମାନ ସମ୍ମାନରେ ବୃଦ୍ଧି ହେବ ଆପଣଙ୍କୁ ନିଜ ଲଭ ପାର୍ଟନରଙ୍କ ଠାରୁ ମିଳିବ ଖୁସି ଖବର ଅର୍ଥାତ ଆପଣଙ୍କ ଲଭ ଲାଇଫ ରୋମାଣ୍ଟିକ ହେବ ।

ମକର ରାଶି- ଏହି ରାଶିର ବ୍ୟକ୍ତି ମାନଙ୍କୁ ରାଜନୀତିରେ ନୂଆ ପଦବୀ ପ୍ରାପ୍ତ ହେବ । ଆପଣ କୌଣସି ପୁରୁଣା ମିତ୍ର ସହ ସାକ୍ଷାତ କରିବେ । ଏହି ରାଶିର ବ୍ୟକ୍ତି ମାନଙ୍କୁ ବର୍ତ୍ତମାନ ଠାରୁ ବହୁତ ଧନଲାଭ ହେବ । ଆପଣ ମାନଙ୍କୁ ନିଜ ପ୍ରେମକୁ ପାଇବାର ବହୁତ ସମ୍ଭାବନା ରହିଛି । ଆପଣଙ୍କ ପ୍ରେମ ସମ୍ପର୍କ ମଝବୁତ ହେବ ଓ ଘର ପରିବାରରେ ଖୁସିର ବତାବରଣ ରହିବ ।

ମୀନ ରାଶି- ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ଯାର ଅନ୍ତ ହେବାକୁ ଯାଉଛି । ହେଲେ ଆପଣ ଭଲ ଭାବରେ ଚିନ୍ତା କରି ସମସ୍ତ ନିଷ୍ପତ୍ତି ନେବା ଆବଶ୍ୟକ । ଆପଣ ନିଜ ପରିବାର ସହ କିଛି ମୂଲ୍ଯବାନ ସମୟ ଅତିବାହିତ କରିବେ । ଆପଣ ବ୍ୟାପାର ଓ ଚାକିରି କ୍ଷେତ୍ରରେ ଉନ୍ନତି କରିବେ ଓ ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ବହୁତ ଭଲ ରହିବ ।

ଧନୁ ରାଶି- ବନ୍ଧୁଗଣ ଆପଣ ମାନଙ୍କ ଆସୁଥିବା ସମୟ ବହୁତ ଭଲ ରହିବ । ଆପଣ ମାନଙ୍କ ଜୀବନରେ ସୁଖ ଓ ସମୃଦ୍ଧିର ଆଗମନ ହେବାକୁ ଯାଉଛି । ପ୍ରେମୀ ଓ ପ୍ରେମିକାଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ମଧୁର ରହିବ ଯାହାଫଳରେ ଏମାନେ ବହୁତ ଖୁସି ଅନୁଭବ କରିବେ ଆପଣଙ୍କ ବୈବାହିକ ଜୀବନରେ ସୁଖ ଶାନ୍ତି ଲାଗି ରହିବ ଏବଂ ଆପଣ ସମାଜରେ ମାନ ସମ୍ମାନ ପାଇବେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *