ନମସ୍କାର ବନ୍ଧୁଗଣ, ସମସ୍ତେ ନିଜ ସାଥିଙ୍କ ହୃଦୟରେ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ପାଇବାର ଆଶା ରଖିଥାନ୍ତି । କିନ୍ତୁ ଜାଣିପାରନ୍ତିନୀ ତାଙ୍କ ସାଥି ତାଙ୍କୁ ହୃଦୟରେ କେଉଁ ଜାଗାରେ ରଖିଛନ୍ତି । ଏବଂ ଏହି କଥାକୁ ଜାଣିବା ପାଇଁ ସବୁବେଳେ ନିଜ ମନରେ ଉତକଣ୍ଠା ଲାଗିରହିଥାଏ । ତେବେ ଆପଣ ମାନଙ୍କ ପାଇଁ ଆଜି ସେହି ସୁଯୋଗ ନେଇ ଆସିଛୁ ଯାହା ଫଳରେ ଆପଣ ଏକ ନମ୍ବର ବାଛି ଜାଣିପାରିବେ ନିଜ ସାଥିଙ୍କ ହୃଦୟରେ ଆପଣ ସ୍ପେଶିଆଲ ଜାଗାରେ ଅଛନ୍ତି କି ନାହିଁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଉପରେ ଥିବା ନମ୍ବର ମଧ୍ୟରୁ ଆପଣଙ୍କୁ ଆକର୍ଷିତ କରୁଥିବା ଗୋଟିଏ ନମ୍ବର ବାଛନ୍ତୁ । 1: ଯେଉଁମାନେ ଏହି ନମ୍ବରଟି ବାଛିଥିଲା ଜାଣିରଖନ୍ତୁ କି ଆପଣଙ୍କ ସାଥି ଆପଣଙ୍କୁ ନେଇ ସବୁବେଳେ ଦ୍ଵନ୍ଦରେ ରହୁଛନ୍ତି । ବେଳେବେଳେ ଆପଣଙ୍କ କଥା ଭଲ ଲାଗୁଛି ତ ବେଳେବେଳେ ଚିଡା ଲାଗୁଛି । ସେ ଜାଣିପାରୁନାହାନ୍ତି ଆପଣଙ୍କ ସହ କିଭଳି ରହିବେ । ଆପଣଙ୍କ ସହ ରହିବା ଉଚିତ କି ଅନୁଚିତ ଏହି ଚିନ୍ତାରେ ସର୍ବଦା ରହୁଛନ୍ତି ଆପଣଙ୍କ ସାଥି ।
2: ଏହି ନମ୍ବରଟି ବାଛିଥିବା ବ୍ୟକ୍ତି ଜାଣିରଖନ୍ତୁ କି ଆପଣଙ୍କ ସାଥି ଭାବୁଛନ୍ତି କି ଯେଉଁ କାରଣ ପାଇଁ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ତାହାକୁ ଦୂର କରି ସିଏ ପ୍ରଥମେ ନୂଆ ଆରମ୍ଭ କରିବା ଠିକ ହେବ ଭାବୁଛନ୍ତି । ତାଙ୍କ ହୃଦୟରେ ଆପଣଙ୍କ ପାଇଁ ବହୁତ ଭଲ ପାଇବା ଏବଂ ସମ୍ମାନ ରହିଛି । ସିଏ ଭାବୁଛନ୍ତି ସମସ୍ତ କାମ ଆପଣ ନିଜ ଫାଇଦା ପାଇଁ ହିଁ କରୁଛନ୍ତି ।
3: ଏହି ନମ୍ବରଟି ଭାବିଥିବା ବ୍ୟକ୍ତି ଜାଣିରଖନ୍ତୁ କି ଆପଣଙ୍କ ସାଥି ଭାବୁଛନ୍ତି କି ଆପଣ ଯାହା କରିବାକୁ ଚାହାନ୍ତି ତାହା କରିକି ହିଁ ରୁହନ୍ତି । ନିଜ ହିସାବରେ ହିଁ ସମସ୍ତ କାର୍ଯ୍ୟ କରିବାକୁ ସବୁବେଳେ ଭାବନ୍ତି । ତାଙ୍କୁ ଲାଗୁଛି କି ଆପଣ ସବୁବେଳେ ନିଜକୁ ଆଗରେ ରଖିବାର ପ୍ରୟାସ କରୁଛନ୍ତି । ସମ୍ପର୍କକୁ ଠିକ ରୂପେ ରଖିବା କଥା ଆପଣ ବିଲକୁଲ ମଧ୍ୟ ଚିନ୍ତା କରୁନାହାନ୍ତି ଏହା ତାଙ୍କ ମନରେ ଚାଲିଛି ଆପଣଙ୍କ ପାଇଁ ।
4: ଯାହା ପାଇଁ ଆପଣ ଏହି ନମ୍ବରଟି ବାଛିଛନ୍ତି ଜାଣିନିଅନ୍ତୁ କି ସେ ଭାବୁଛନ୍ତି ଆପଣ ନିଜ ଜୀବନରେ ବହୁତ ଦୁଖ ଦେଖିଛନ୍ତି । ଆପଣଙ୍କ ଜୀବନରେ ବହୁତ ସମସ୍ୟା ରହିଛି । ସେ ଚହୁଁଛନ୍ତି ଆପଣଙ୍କ ଦୁଖର ସାଥି ହେବା ପାଇଁ କିନ୍ତୁ ଆପଣ କାହାକୁ ନିଜ ବ୍ୟକ୍ତିଗତ ଜୀବନରେ ପଶିବାକୁ ହିଁ ଦେଉନାହାନ୍ତି ଏହା ସିଏ ଭାବୁଛନ୍ତି ।
5: ଏହି ନମ୍ବର ବାଛିଥିବା ବ୍ୟକ୍ତିଙ୍କ ସାଥି ଭାବୁଛନ୍ତି କି ଆପଣଙ୍କ ଘର ପରିବାର ସମସ୍ତଙ୍କୁ ସାଙ୍ଗରେ ନେଇ ହିଁ ଜୀବନରେ ଆଗକୁ ଚାଲନ୍ତି । ସମସ୍ତଙ୍କର ଯତ୍ନ ନିଅନ୍ତି । ପରିବାରରେ ସମସ୍ତଙ୍କୁ ବହୁତ ସମ୍ମାନ ମଧ୍ୟ ଆପଣ ଦିଅନ୍ତି । ଆପଣଙ୍କ ଉପରେ ଆଖି ବନ୍ଦ କରି ବିଶ୍ଵାସ କରାଯାଇପାରିବ । ଆପଣଙ୍କ ସହ ସମ୍ପର୍କ ମଧ୍ୟ ଠିକ ଭାବରେ ଚାଲିବ ଏହା ଆପଣଙ୍କ ସାଥି ଭାବନ୍ତି ଆପଣଙ୍କୁ ନେଇ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଧନ୍ୟବାଦ ।