କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Love Quiz

ହେଲୋ ସାଙ୍ଗ ମାନେ । କେମିତି ଅଛନ୍ତି  ଆପଣ ମାନେ । ଆପଣ ମାନେ ଜୀବନରେ ନିଶ୍ଚୟ କାହାକୁ ଭଲ ପାଇଥିବେ । କିନ୍ତୁ ଭଲ ପାଇବାରେ ଆପଣଙ୍କ ପାର୍ଟନର ଆପଣଙ୍କ ପ୍ରତି କେଉଁ ଭାବନା ରଖୁଛନ୍ତି ବା କିଭଳି ଚିନ୍ତାଧାରା ରହିଛି ତାଙ୍କ ମନରେ ଆପଣ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି କି । ଯଦି ନାହି ତେବେ ଆପଣଙ୍କ ଆଗରେ ରହିଛି 4ଟି ସେଓ ର ଚିତ୍ର ।

ଏହି 4ଟି ନମ୍ବର ମଧ୍ୟରୁ ଆପଣଙ୍କୁ ଯେ କୌଣସି ଗୋଟିଏ ନମ୍ବର ବାଛିବାକୁ ପଡିବ। ଏହା ପରେ ଆମେ ଆପଣଙ୍କୁ କହିବୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି କିମ୍ବା କେମିତି ଚିନ୍ତାଧାରା ରହିଛି । ଆସନ୍ତୁ ଆରମ୍ଭ କରିବା । 1- ପ୍ରଥମ ନମ୍ବର : ଆପଣ ଯାହା ପାଇଁ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ହୋଇପାରେ ଆପଣଙ୍କ ପର୍ଶନ ଆପଣଙ୍କୁ ଏବେ ବ୍ଲକ କରିଛନ୍ତି ।

ଆପଣ ରାଗ ଦେଖାଉଛନ୍ତି ଆଉ କଥା ଲୁଚାଉଛନ୍ତି ଏମିତି ସେ ଭାବୁଛନ୍ତି । ସେଥିପାଇଁ ଆପଣଙ୍କ ପର୍ଶନ ଆପଣଙ୍କ ଉପରେ ରାଗିଛନ୍ତି । ତାଙ୍କ ମନରେ ଆପଣଙ୍କ ପାଇଁ ବହୁତ ପଜେଟିଭ କି ନେଗେଟିଭ ଚିନ୍ତାଧାରା ନାହି ।

2- ଦ୍ଵିତୀୟ ନମ୍ବର : ଯଦି ଆପଣ ପ୍ରଥମ ନମ୍ବର ଚୁଜ କରିଛନ୍ତି ତେବେ ତାଙ୍କୁ ଲାଗୁଛି ଆପଣ ବହୁତ ବୋକା କିନ୍ତୁ ଇନୋସେଣ୍ଟ ଅଟନ୍ତି । ତାଙ୍କୁ ଲାଗୁଛି ଆପଣଙ୍କୁ ଜୀବନରେ କଣ ସଠିକ କଣ ଭୁଲ ଜାଣି ନାହାନ୍ତି । ଅପାନ ସମସ୍ତଙ୍କ ଉପରେ ଭରସା ବହୁତ ଜଲ୍ଦି କରି ନିଅନ୍ତୁ । ଆପଣଙ୍କର ସବୁଠାରୁ ବଡ ଭୁଲ ଏହା ଅଟେ । ଆପଣ କେବେ କାହାରି ମନ ଦୁଖ କରନ୍ତି ନାହି । ସେ ଆପଣଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ।

3- ତୃତୀୟ ନମ୍ବର : ଆପଣ ତୃତୀୟ ନମ୍ବର ଚୟନ କରିଥିଲେ ଆପଣଙ୍କ ପର୍ଶନ ଆପଣଙ୍କୁ ଦୁଖୀ ଭାବୁଛନ୍ତି । ସେ ଆପଣଙ୍କୁ ବୁଝାଉଛନ୍ତି ଭଗବାନ ଯାହା ଦେଇଛନ୍ତି ବହୁତ ଦେଇଛନ୍ତି । ଇଶ୍ଵର ଆପଣଙ୍କୁ ସୁସ୍ଥ ଶରୀର ଦେଇଛନ୍ତି ବହୁତ ବଡ କଥା । ସବୁବେଳେ ସବୁ କଥା ସତ ହେବ ସେମିତି କିଛି ଗ୍ୟାରେଣ୍ଟି ନାହି । ଇଶ୍ଵର ଆପଣଙ୍କୁ ଏତେ ଦେଇଛନ୍ତି ତଥାପି ଆପଣ ନିରାଶ ରହୁଛନ୍ତି ।

ଆପଣ ଅତୀତରେ ବଞ୍ଚୁଛନ୍ତି କାହିଁକି ଏମିତି ସେ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ସବୁବେଳେ ଚିନ୍ତାରେ ରହୁଛନ୍ତି ଆଉ ଅନ୍ୟଙ୍କ କଥା ଶୁଣି ଚିନ୍ତାରେ ରହୁଛନ୍ତି ।

4- ଚତୁର୍ଥ ନମ୍ବର : ଯଦି ଆପଣ ଚତୁର୍ଥ ନମ୍ବର ଚୁଜ କରିଛନ୍ତି ଆପଣଙ୍କ ପର୍ଶନ ଆପଣଙ୍କୁ ରାଜା ଭଳି ଦେଖୁଛନ୍ତି । ବହୁତ ପଜେଟିଭ ଏନର୍ଜି ରହିଛି ତାଙ୍କ ମନରେ ଆପଣଙ୍କ ପାଇଁ । ଆପଣଙ୍କ ଠାରେ ଏତେ ଶକ୍ତି ଅଛି ଯାହା ବଳରେ ଜୀବନରେ ସବୁ କିଛି ହାସଲ କରିପାରିବେ । ଆପଣଙ୍କୁ ସେ ପାୱାରା ଫୁଲ ଏନର୍ଜି ରେ ଦେଖୁଛନ୍ତି । ଆପଣ ବହୁତ କିଛି କରିଛନ୍ତି ଆଉ ଆଗକୁ ବି କରିବେ ।

କିନ୍ତୁ ତାଙ୍କୁ ଲାଗୁଛି ଆପଣ ଟିକେ ଗର୍ବୀ ଅଟନ୍ତି । ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *