ପଇସା ଗଣି ଗଣି ଥକିଯିବେ 100 ବର୍ଷ ପରେ ମାର୍ଚ୍ଚ ରେ ମହାଲକ୍ଷ୍ମୀ ଯୋଗ 6ଟି ରାଶିରେ ଲାଗିବ ଲଟେରୀ

ବନ୍ଧୁଗଣ ପ୍ରତେକ ମାସର ଆରମ୍ଭରେ ଲୋକଙ୍କର ଆଶା ଯୋଡି ହୋଇ ରହିଥାଏ । ପ୍ରତେକ ମାସ ସହ ଲୋକେ ନୂଆ ଲକ୍ଷ୍ୟ ଓ ସଫଳତାର ଶିକ୍ଷାର ରେ ପହଞ୍ଚିବାକୁ ଜୋସ ର ସଂଚାର ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ମାର୍ଚ୍ଚ ମାସଟି ମାସର ତୃତୀୟ ମାସ ଅଟେ । ମାର୍ଚ୍ଚ 2023 ବର୍ଷ ରେ ଗ୍ରହ ମାନଙ୍କର ପ୍ରଭାବ ବହୁତ ଅଧିକ ରହିବାକୁ ଯାଉଛି । ଏହି ମାର୍ଚ୍ଚ ମାସରେ ବନିବାକୁ ଯାଉଛି ଅଦଭୁତ ମହାଲକ୍ଷ୍ମୀ ଯୋଗ ।

ଯାହା କାରଣରୁ କିଛି ରାଶିର ଭାଗ୍ୟ ବଦଳିବାକାଉକୁ ଯାଉଛି । ତେବେ ଆସନ୍ତୁ ଜାଣିବା ବିସ୍ତାର ଭାବେ । କନ୍ୟା ରାଶି : ଆପଣଙ୍କର ଭାଗ୍ୟ ମାର୍ଚ୍ଚ ମାସରେ ଚମକିବାକୁ ଯାଉଛି । ଏହି ସମୟରେ ଧନ ମାମଲାରେ ବହୁତ ଲାଭଦାୟକ ରହିବ । ଆପଣଙ୍କୁ ବ୍ୟବସାୟରେ ଉନ୍ନତି ମିଳିବ । ଚାକିରିରେ ପଦୋନ୍ନତି, ବେତନରେ ବୃଢ଼ି ହୋଇପାରେ । ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇସାରିଛନ୍ତି । ଯାହା ବି ବଦାହ ଥିଲା ଚମତ୍କାରୀ ରୂପରେ ବଦଳିଯିବ । ଆପଣଙ୍କୁ ବିଶେଷ ଉପଲବ୍ଧ ପ୍ରାପ୍ତ ହେବ ।

ତୁଳା ରାଶି : ଆପଣଙ୍କ ପାଇଁ ମାର୍ଚ୍ଚ 2023 ବର୍ଷଟି ଅନେକ ଖୁସି ନେଇକି ଆସିବ । ଧନ ଲାଭର ଅନେକ ଅବସର ପ୍ରାପ୍ତ ହେବ । ବିଦେଶ ଯାତ୍ରା କରିବାକୁ ପଡିପାରେ । ସଫଳତାର ନୂଆ ରାସ୍ତା ପାଇବେ । ଯେଉଁ ମାନେ ଚାକିରି ଖୋଜୁଛନ୍ତି ସେମାନେ ସଫଳ ହେବେ । ବିବାହର ଯୋଗ ଅଛି ।

ମକର ରାଶି : ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ବର୍ଷା ହେବ । ଅଟକିଥିବା କାମରେ ଗତିଆ ଆସିବ । ଏମିତି କାର୍ଯ୍ୟ ପୁରା ହେବ । କୌଣସି ସାମରୋହରେ ଆନନ୍ଦ ପାଇବେ । ସଫଳତାର ନୂଆ ଆଶା ପାଇବେ । ଶିକ୍ଷା ଦୃଷ୍ଟିରୁ ମାର୍ଚ୍ଚ ମାସଟି ଅନୁକୂଳ ଅଟେ । ସୁଶୀଳ ସନ୍ତାନ ପ୍ରାପ୍ତ ହେବ । ନୂଆ ପରିଯୋଜନାର ଆରମ୍ଭ କରିପାରିବେ ।

ମୀନ ରାଶି : ମୀନ ରାଶିର ଜାତକଙ୍କ ପାଇଁ ମାର୍ଚ୍ଚ ମାସଟି ଅନେକ ରୂପରେ ଲାଭଦାୟକ ରହିବ । ବଡ ବ୍ୟବସାୟର ଆରମ୍ଭ କରିବେ । ବ୍ୟାପାରରେ ଦୁଇ ଗୁଣା ଉନ୍ନତି ହେବ । ଅନେକ କ୍ଷେତ୍ରରୁ ଫାଇଦା ମିଳିବ । ଅଟକିଥିବା ଧନ ଫେରି ପାଇବେ । ଆର୍ଥିକ ସ୍ଥିତି ମଜବୁତ ହେବ ।

ମେଷ ରାଶି : ଆପଣଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ମାର୍ଚ୍ଚ ମାସରେ ଶୁଭ ସମୟ ରହିବ । ନିବେଶ କରିବା ପାଇଁ ସମୟ ଅନୁକୂଳ ହେବ । ଯୋଜନାରେ ବାଧା ଆସିବ ନାହି । ଜମିବାଡି ମାମଲାରେ ସଫଳତା ମିଳିବ । ଧନର ଆଗମନ ନିରନ୍ତର ରହିବ । ରୋଜଗାରର ସ୍ଥିତି ମଜବୁତ କରିବା ପାଇଁ ଅବସର ମିଳିବ ।

ମିଥୁନ ରାଶି : ଆପଣଙ୍କର ଭାଗ୍ୟ ମାର୍ଚ୍ଚ ମାସରେ ବଢିଯିବ । ବନ୍ଧୁ, ପରିବାର ଠାରୁ ସହଯୋଗ ପାଇବେ । ନୂଆ ବ୍ୟାପାର ବଢାଇବାର ଯୋଗ ଅଛି । ଅଚାନକ ଧନ ଲାଭ ହେବ । ଆପଣଙ୍କୁ ବେହତର ସାବ୍ୟସ୍ତ ହେବାକୁ ପଡିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ପରିବାରରେ ସଦଭାବର ଆନନ୍ଦ ନେବେ । ବନ୍ଧୁଗଣ ଆପଣ ମାନଙ୍କୁ ସତିଶ କୌଶିକ କେମିତି ଲାଗନ୍ତି ଅମାକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *