କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ତାଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ଅଛି-Tarto Card Reading

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ଆପଣ ଯାହାଙ୍କୁ ପ୍ରେମ କରୁଛନ୍ତି ତାଙ୍କ ପାଇଁ ଆପଣଙ୍କ ମନରେ କଣ ଅଛି । ଯଦି ନାଁ ତେବେ ଏଥିପାଇଁ 4ଟି ନମ୍ବର ମଧ୍ୟରୁ କୌଣସି ଗୋଟେ ବାଛି ନିଅନ୍ତୁ । ଏହା ପରେ ଆପଣ ନିଜ ସାଥିଙ୍କ ମନର ସ୍ଥିତି କଣ ଅଛି କିମ୍ବା ଆପଣଙ୍କୁ ନେଇ କଣ ବିଚାର ଅଛି ତାହା ଜାଣି ପାରିବେ । ତେବେ ଆପଣ ବାଛି ନେଲେ କି 1ରୁ 4ଟି ନମ୍ବର ମଧ୍ୟରୁ କୌଣସି ଗୋଟେ । ଏବେ ଆସନ୍ତୁ ଜାଣିବା ଜବାବ ।

1- ଯଦି ଆପଣ ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ଆପଣ ନିଜ ପର୍ଶନଙ୍କ ଅପେକ୍ଷାରେ ଅଛନ୍ତି । ଆପଣଙ୍କ ପାଖରେ ବହୁତ ବୁଦ୍ଧି ଅଛି କିନ୍ତୁ ସେତିକି ବୟସ ଆପଣଙ୍କର ହୋଇ ନାହିଁ । ଆପଣ ନିଜ ଜୀବନରେ ଅନେକ କଥା ଅନୁଭବ କରିଛନ୍ତି । ଆପଣ ବହୁତ ଭଲ ମଣିଷ ଅଟନ୍ତି । ସେ ଆପଣନା ପ୍ରତି ଆକର୍ଷିତ ହେଉଛନ୍ତି । ଆପଣଙ୍କ ଠାରେ କିଛି ଅଭାବ ଥିଲେ ମଧ୍ୟ ତାଙ୍କୁ ବହୁତ ପସନ୍ଦ ଆସିଥାଏ ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ବାଛିଛନ୍ତି ଆପଣ ଏମିତି ଏକ ବ୍ୟକ୍ତି ଯିଏ କି ଧ୍ୟାନ ରଖିଥାନ୍ତି କେହି ଆପଣଙ୍କର କ୍ଷତି ନ କରୁ । ଆପଣ ଲୋକଙ୍କ ଉପରେ ସନ୍ଦେହ କରନ୍ତି । ଆପଣଙ୍କ ଠାରେ ଏମିତି ଏନର୍ଜି ରହିଛି ଯାହା ପାଇଁ ଆପଣଙ୍କ ମନରେ ଭୟ ନାହିଁ । ଆପଣ ଲାଇଫରେ ସଫଳ ଅଛନ୍ତି । ଯଦି ଆପଣଙ୍କ ସହ କେହି ଭଲରେ କଥା ହେଉଛି ଆପଣ ତାଙ୍କୁ ସନ୍ଦେହ କରିବେ । ଏହି ଜିନିଷର ଅଭାବ ଆପଣଙ୍କ ଠାରେ ଅଛି ।

3- ଆପଣ ଯଦି ତୃତୀୟ ନମ୍ବର ଟି ଚୟନ କଇଛନ୍ତି ଆପଣଙ୍କ ପରସନ ଭାବୁଛନ୍ତି କି ଆପଣ ପୁରା ପରଫେକ୍ଟ ଅଟନ୍ତି । ଆପଣଙ୍କ ଠାରୁ କେହି ହାରିବେ ନାହିଁ । ଆପଣଙ୍କ କଥାରେ ସମସ୍ତେ ଏକମତ ହୁଅନ୍ତି । ଆପଣଙ୍କ ବ୍ୟକ୍ତିତ୍ବ ଏତେ ଆକର୍ଷିତ ଯାହା ସମସ୍ତଙ୍କୁ ଅଧିକ ପ୍ରଭାବିତ କରୁଛି । ଆପଣଙ୍କ ଠାରେ ଏମିତି ପାୱାର ରହିଛି ଯେଉଁଥି ପାଇଁ ଆପଣ ସବୁ କିଛି କରିପାରନ୍ତି ।

4- ଆପଣ ଯାହାଙ୍କ ପାଇଁ ଚତୁର୍ଥ ନମ୍ବର ବାଛିଛନ୍ତି ଆପଣ ବହୁତ ବୁଦ୍ଧି ଖର୍ଚ୍ଚ କରୁଛନ୍ତି । ଆପଣ ବହୁତ ଚିନ୍ତାରେ ଅଛନ୍ତି । ଆପଣଙ୍କ ବୁଦ୍ଧି ତୀବ୍ର ରହିଛି । ସେ ଆପଣଙ୍କ ଦ୍ଵାରା ଅଧିକ ପ୍ରଭାବିତ ହେଉଛନ୍ତି । ସେ ଆପଣଙ୍କୁ ପାୱାର ଫୁଲ ଏନର୍ଜି ରେ ଦେଖୁଛନ୍ତି । ଆପଣଙ୍କ ପାଖରେ ଏମିତି ଶକ୍ତି ଅଛି ଆପଣ ଯାହା ଭାବିଥିବେ ତାହା ନିଶ୍ଚୟ ପୁରା କରିଥାନ୍ତି । ଆପଣ ଲାଇଫରେ ପଜେଟିଭ ଜିନିଷକୁ ଗ୍ରହଣ କରୁଛନ୍ତି ଓ ନେଗେଟିଭ କୁ ଦୂରେଇ ଦେଉଛନ୍ତି । ଆପଣ ଲାଇଫରେ ଖରାପ କାମ କରିବା ବା ଦେଖିବାକୁ ପସନ୍ଦ କରୁ ନାହାନ୍ତି । ଆପଣ ସଫଳ ମଧ୍ୟ ହେଉଛନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *