ସ୍ବାମୀଙ୍କ ହୃଦୟ ରେ ରାଜ କରିଥାନ୍ତି ଏହି 6ଟି ନାମର ଝିଅମାନେ-Jyotisha Shastra

ବନ୍ଧୁଗଣ ପ୍ରତେକ ଝିଅର ମ୍ୟାରେଜ ପୂର୍ବରୁ ତା ମନରେ ନିଶ୍ଚୟ ପ୍ରଶ୍ନ ଆସିଥାଏ କି ତାର ଜୀବନସାଥି କଣ ସେତିକି ଭଲ ପାଇବା ଦେଇପାରିବ ଯେତିକି ସେ ଆଶା ରଖିଛି । ସେ ନିଜର ସାଥି ଓ ପରିବାରରେ ନିଜର ସ୍ଵତନ୍ତ୍ର ସ୍ଥାନ ବନାଇବାରେ କଣ ସଫଳ ହୋଇ ପାରିବ । ଏଭଳି ନାନା ପ୍ରଶ୍ନ ଗୋଟେ ଝିଅ ମନରେ ବିବାହ ପୂର୍ବରୁ ଆସିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି 6ଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ସ୍ଵାମୀ ଙ୍କ ହୃଦୟରେ ରାଜ କରିଥାନ୍ତି ।

1- B ନାମର ଝିଅମାନେ : ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ସୁନ୍ଦର ବ୍ୟକ୍ତିତ୍ବର ଅଧିକାରିଣୀ ହୋଇଥାନ୍ତି । ଏମାନେ ଯେଉଁଠିକି ଯାଇଥାନ୍ତି ନିଜର ଅଲଗା ପରିଚୟ ବନାଇଥାନ୍ତି । ସମାଜରେ ଏମାନଙ୍କର ଅଲଗା ପରିଚୟ ଥାଏ । B ଅକ୍ଷୟର ଝିଅମାନେ ଅଫିସ ଓ ଘର କାମକୁ ବେଶ ଭଲ ଭାବେ ସମ୍ଭାଳିଥାନ୍ତି । ଏମାନେ ସ୍ବାମୀଙ୍କ ହୃଦୟରେ ସବୁବେଳେ ରାଜ କରିଥାନ୍ତି ।

2- D ନାମର ଝିଅମାନେ : ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଏହି ନାମର ଝିଅମାନେ କୋମଳ ହୃଦୟର ହୋଇଥାନ୍ତି । ନିଜ ସାଥିଙ୍କ ସହ ଶାଶୁଘର ଲୋକଙ୍କ ଖାସ କେୟାର ନେବା ସହ ଇଜ୍ଜତ କରିଥାନ୍ତି । ଏମାନେ ପ୍ରତେକ କାମରେ ଦକ୍ଷ ହୋଇଥାନ୍ତି । ଏମାନେ ସ୍ଵାମୀ ଓ ପରିବାର ଲୋକଙ୍କର ଭଲ ପାଇବା ପାଇଥାନ୍ତି ।

3- L ନାମର ଝିଅମାନେ : ଏହି ନାମାରୁ ଆରମ୍ଭ ହେଉଥିବା ଝିଅମାନେ ବହୁତ ଖୁସି ମିଜାଜ ଓ ହୃଦୟରୁ କୋମଳ ହୋଇଥାନ୍ତି । ନିଜ ପାର୍ଟନରଙ୍କ ଉପରେ ଅଧିକ ଭରସା କରୁଥିବା ଏହି ନାମର ଝିଅମାନେ କେବେ ବି ନିଜ ପାର୍ଟନର ଓ ପରିବାର ଲୋକଙ୍କର ଭରସା ଭାଙ୍ଗନ୍ତି ନାହିଁ । ଏମାନେ ନିଜ ଜୀବନକୁ ସ୍ବାମୀଙ୍କ ପାଇଁ ଉଶ୍ଚର୍ଗ କରି ଦେଇଛନ୍ତି । ସେଥିପାଇଁ ତ ଏମାନେ ନିଜ ସ୍ବାମୀଙ୍କ ମନରେ ରାଜ କରିଥାନ୍ତି ।

4- N ନାମର ଝିଅମାନେ : ଏହି ନାମର ଝିଅମାନେ ବହୁତ ଖୁସି ମିଜାଜ ଓ ମେଳାପୀ ହୋଇଥାନ୍ତି । ଏମାନେ ଶାନ୍ତ ସ୍ଵଭାବ ହୋଇଥିବାରୁ ନିଜ ପାର୍ଟନରଙ୍କୁ ଇଜ୍ଜତ ଓ ଖୁସି ଦେଇଥାନ୍ତି । ଏମାନେ ନିଜ ପରିବାରକୁ ଖୁବ ଭଲରେ ସମ୍ଭାଳିଥାନ୍ତି । ଏହି କାରଣରୁ ଏମାନେ ସ୍ବାମୀଙ୍କ ମନରେ ରାଜ କରିଥାନ୍ତି ।

5- R ନାମର ଝିଅମାନେ : ଏହି ନାମରୁ ଆରମ୍ଭ ହେଉଥିବା ଝିଅମାନେ ସମାଜରେ ଅଲଗା ପରିଚୟ ବନାଇଥାନ୍ତି । ଏମାନେ ନିଜ ପାର୍ଟନରଙ୍କୁ ପ୍ରତେକ କ୍ଷେତ୍ରରେ ସାଥ ଦେଇଥାନ୍ତି । ବିବାହ ପରେ ଏମାନେ ନିଜ ସ୍ଵାମୀ ଓ ଶାଶୁଘରର ସଦସ୍ୟ ମନରେ ରାଜ କରିବା ସହ ମାନ ସମାନ ପାଇଥାନ୍ତି ।

6- S ନାମର ଝିଅମାନେ : ଏହି ନାମର ଝିଅମାନେ ବାପଘର ଓ ଶାଶୁଘରର ମାହୋଲକୁ ଖୁଶିମୟ ରଖିଥାନ୍ତି । ଏମାନେ ନିଜ ସାଥିଙ୍କର କେୟାର ନେବା ସହ ମନ ଜିନିଠାନ୍ତି । ରୋମାଣ୍ଟିକ ସ୍ଵଭାବର ଏହି ଝିଅମାନେ ସ୍ବାମୀଙ୍କୁ ବେଶ ଖୁସିରେ ରଖିଥାନ୍ତି । ଏହି କାରଣରୁ ଏମାନେ ନିଜ ସ୍ବାମୀଙ୍କ ମନରେ ରାଜ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *