କଳିଯୁଗର ଶେଷରେ କଣ ହବ! ଦେଖନ୍ତୁ କଣ ଲେଖା ଅଛି Malikaରେ… ମୁଣ୍ଡ ଖରାପ ହୋଇଯିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କଳିଯୁଗର ଶେଷରେ କଣ ହେବ । ବେଦ ପୂରଣ ଅନୁଯାୟୀ ଆମେ ଯେଉଁ ଯୁଗରେ ବଞ୍ଚୁଛୁ ତାହାର ନାମ ହେଉଛି କଳିଯୁଗ । ଆହୁରି ମଧ୍ୟ ବେଦ ପୁରାଣରେ କୁହାଯାଇଛି କି ଯେବେ ଅଧର୍ମ ବଢିବ ସେତେବେଳେ ଏହି ଯୁଗର ଅନ୍ତ ହେବ । ଖ୍ରୀଷ୍ଟ ପୂର୍ବରୁ କଳିଯୁଗ ଆରମ୍ଭ ହୋଇ ସାରିଛି । ଯଦି ଆମେ ବେଦ ଦେଖିବା ତେବେ କଳିଯୁଗ ସବୁଠାତୁ ଅତ୍ୟାଚାରୀ ଯୁଗ ବୋଲି କୁହାଯାଏ ।

ବେଦ ଅନୁଯାୟୀ ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରୁ ହୋଇଥିଲା ଓ ଅନ୍ତ କଳିଯୁଗରେ ହେବ । କଳିଯୁଗରେ ନାନା ପ୍ରକାରର କୁକର୍ମ ହେବ । ଚୋରୀ, ଡକାୟତି, ଲୋଭ, କାମନା ଆଦି ମନୁଷ୍ୟକୁ ଆକର୍ଷିତ କରିବ । ମଣିଷ ବୁଦ୍ଧି ବିବେକ ହରାଇ କୁକର୍ମରେ ଲିପ୍ତ ରହିବ । ଯେତେ ସବୁ ଖରାପ ପ୍ରକୃତି ଅଛି ସେହି ସବୁ ଲୋକଙ୍କ ମୋକ୍ଷ ପ୍ରାପ୍ତି ହୋଇଯିବ । ଏହି ଯୁଗର ଶେଷରେ ପରିସ୍ଥିତି ଏମିତି ହେବ ଯେ ମନୁଷ୍ୟର ଆୟୁଷ କମିଯିବ ।

ଏହି କଥା ଭଗବାନ ବିଶୁଣୁ ନାରଦ ଙ୍କୁ କହିଥିଲେ । ସେହି ସମୟରେ ମଣିଷର ଆୟୁଷ ମାତ୍ର 20 ବର୍ଷ ହୋଇଯିବ । ପୁରୁଷ ଓ ନାରୀ କିଛି ନ ମାନି ସବୁବେଳେ ଭୋଗ ବିଳାସରେ ଲିପ୍ତ ରହିବେ । ଲୋକେ ଶାସ୍ତ୍ରରୁ ଦୂରେଇ ଯିବେ । ପାପ ମନୁଷ୍ୟ ମନରେ ଅଧିକ ବଢିବ । ଏହି ସମୟରେ ଲୋକେ ଭଗବନାଙ୍କୁ ବିଶ୍ଵାସ କରିବେ ନାହି । ମନୁଷ୍ୟ ଓ ପରମାତ୍ମା ଙ୍କ ମଧ୍ୟରେ ଏକ ଅବିଶ୍ବାସୀୟ ଦୂର ହେବ ।

ଅନେକ ଛୋଟ କାରଣରୁ ଜଣେ ଅନ୍ୟ ଜଣଙ୍କୁ ହତ୍ୟା କରିବ । ମା, ବାପା ଭାଇ ଭଉଣୀ ସମ୍ପର୍କରେ ସ୍ନେହ ଶ୍ରଦ୍ଧା ରହିବ ନାହି । ଶାସ୍ତ୍ର ଅନୁଯାୟୀ କଳିଯୁଗର ଶେଷରେ ମଦ, ଜୁଆ, ବ୍ୟଭିଚାର ଆଦି ଲୋକଙ୍କ ପାଇଁ ସାଧାରଣ କମା ହେବ । କଳିଯୁଗର ଅନ୍ତରେ ଲୋକ ରୋଗାଗ୍ରସ୍ତ ଓ ଅସ୍ଵସ୍ଥ ହେବେ । 100ରୁ 80% ଲୋକ ରୋଗାଗ୍ରସ୍ତ ହୋଇ ମୃତ୍ୟୁବରଣ କରିବେ । ଭୋଜନ, ପାଣି, ଅନ୍ଯାନ୍ଯ ପ୍ରାକୃତିକ ସୁବିଧା ଧରିତ୍ରିରୁ କମିଯିବ ।

ନଦୀ ଶୁଖିଯିବ ଓ ଆକାଶ ପ୍ରଦ୍ଯୁସଣରେ କଳା ଦେଖାଯିବ । ଦାରିଦ୍ରତା ସବୁଆଡେ ଦେଖାଯିବ । ସବୁ ଲୋକ ସବୁବେଳେ ଧନ ପଛରେ ଗିଡାଇବେ । ସେହି ସମୟରେ ଗୋଟେ ସ୍ତ୍ରୀ 15 ବର୍ଷ ପୂର୍ବରୁ ମା ହୋଇଯିବ । କଳିଯୁଗରେ ଅନ୍ତରେ ଗଛରେ ଫୁଲ ଫଳ ଦେଖାଯିବ ନାହି ଗୋରୁଗାଈ କ୍ଷୀର ଦେବେ ନାହି । ନୈତିକତା ଲୋକଙ୍କ ଜୀବନରୁ ନଷ୍ଟ ହେବ । ନିଜ ଭାଇଙ୍କୁ ହତ୍ୟା କରିବେ ।

ଅପରାଧୀଙ୍କ ସଂଖ୍ୟା ଏତେ ବଢିବ ଯେ କି ଭଲ ଲୋକଙ୍କୁ ସମାଜରେ ବଞ୍ଚିବାକୁ କଷ୍ଟକର ହେବ । ଏହି ସମୟରେ ପଶୁ ଓ ମଣିଷ ମଧ୍ୟରେ କିଛି ଫରକ ରହିବ ନାହି । ପୃଥିବୀ ପୃଷ୍ଠରେ ତାପମାତ୍ରା ବଢିବ । ଯାହା କାରଣରୁ ଗୋଟେ ପରେ ଗୋଟେ ଲୋକ ମୃତ୍ୟୁବରଣ କରିବେ । ପୃଥିବୀ ପାପର ବୋଝରେ ଦବିଗଲେ ଭଗବାନ ବିଶୁଣୁ କଳ୍କି ଅବତାର ନେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *