ଘୋର କଳି ଯୁଗରେ ମହାଦେବଙ୍କ କୃପାରୁ ପ୍ରଥମଥର କୋଟିପତି ହେବେ ଏହି 2ଟି ରାଶି…

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ପ୍ରଭୁ ଶିବଙ୍କୁ ପ୍ରସନ୍ନ କରିବା ବହୁତ ସହଜ ହୋଇଥାଏ । ତାଙ୍କର କୃପା ଦ୍ରୁଷ୍ଟି ହେଲେ ବ୍ୟକ୍ତି ଜୀବନରେ ଯାହା ବି ସମସ୍ୟା ବା ଦୁଖ ରହିଥ୍ଯାଏ ତାହା ଦୂର ହୋଇଯାଏ । ପ୍ରଭୁ ଶିବଙ୍କର ସ୍ଵଭାବ ଭୋଳା ହୋଇ ଥିବାରୁ ତାଙ୍କୁ ଭୋଳାନାଥ ମଧ୍ୟ କୁହାଯାଏ । ତେବେ ମାତ୍ର ବେଲପତ୍ର ଓ ଜଳଭିଷେକ ଦ୍ଵାରା ହିଁ ମହାଦେବ ପ୍ରସନ୍ନ ହୋଇଥାନ୍ତି । ଦୀର୍ଘ ୫୦୦ ବର୍ଷ ପରେ ଖୋଲିବାକୁ ଯାଉଛି ସୌଭାଗ୍ୟ ଓ ମହାଦେବଙ୍କ ଅଶେଷ କୃପା ଏହି ୨ଟି ରାଶି ଉପରେ ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ଏହି ରାଶି ମାନଙ୍କ ଉପରେ ଭଗବାନ ଶିବଙ୍କର ଅଶେଷ କୃପା ପ୍ରାପ୍ତ ହେବ । ମାନସିକ ରୂପରେ ଧାର୍ମିକ ଭାବନାର ଉଦୟ ହେବ । ଏହି ରାଜଯୋଗ ଆପଣଙ୍କ ପାଇଁ ବହୁତ ଭାଲ ଓ ଶୁଭ ଫଳଦାୟକ ସାବ୍ଯସ୍ତ ହେବ । ଆପଣଙ୍କର ଜୀବନ ସାଥିଙ୍କ ସହ ସମ୍ପର୍କ ଭଲ ରହିବ । ଆରାମ କରିବାର ସମୟ ବହୁତ ସାନଦାର ରହିବ । ସ୍ଵାମୀ ସ୍ତ୍ରୀ ବାହାରକୁ ବୁଲିବା ପାଇଁ ଯାଇ ପାରନ୍ତି ।

ଏହି ସମୟ ଲଭ ଲାଇଫ ପାଇଁ ବହୁତ ଉଚିତ ଓ ଶୁଭ ସାବ୍ୟସ୍ତ ହେବ । ବିବାହିତା ଲୋକଙ୍କ ପାଇଁ ଅଧିକ ଶୁଭ ସାବ୍ୟସ୍ତ ହେବ ଯାହାକୁ ଶୁଣିବା ପରେ ଆପଣ ବହୁତ ଖୁସି ହେବେ । ଏହି ଖୁସି ଖବର ଆପଣଙ୍କର ପ୍ରେମ ମାମଲାରେ ବହୁତ ଲାଭଦାୟକ ହେବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । କଳାତ୍ମକ ଓ ରଚନାତ୍ମକ କାର୍ଯ୍ୟରେ ବୃଦ୍ଧି ହେବ । ବ୍ୟର୍ଥ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ ।

ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଆର୍ଥିକ ସାମସ୍ୟା ଦୂର ହେବ । ବହତ ଜଲ୍ଦି ଚାକିରି ମିଳିବାର ସମ୍ଭାବନା ରହିଛି । ଜୀବନ ସାଥିଙ୍କ ସହ କୌଣସି ଦର୍ଶନୀୟ ସ୍ଥାନକୁ ଯାତ୍ରା କରିବେ । ଅବିବାହିତ ଜାତକ ଙ୍କ ପାଇଁ ବିବାହ ପ୍ରସ୍ତାବ ଆସିପାରେ । ଆପଣଙ୍କୁ ଏକ ବଡ ଖୁସି ଖବର ମିଳିବାକୁ ଯାଉଛି । ନିଜ ଉପରେ ଭରସା ରଖନ୍ତୁ ।

ବିଗିଡି ଯାଇଥିବା କାମ ସୁରୁଖୁରୁରେ ପୁରା ହେବ । ଆତ୍ମବିଶ୍ଵାସ କମ ହେବାକୁ ଦିଅନ୍ତୁ ନାହି । ପ୍ରେମ ପ୍ରସ୍ତାବ ମିଳିପାରେ । ଯଦି ଆପଣ କାହାକୁ ନିଜ ମନ ଖୋଲି କହି ଚାହିନବାକୁ ତେବେ କହିପାରିବେ । ନିଜର ସାଥିଙ୍କ ପ୍ରତି ଧ୍ୟାନ ଦିଅନ୍ତୁ । କାର୍ଯ୍ୟ କ୍ଷେତ୍ରରେ ବଡ ମୌକା ମିଳିବ । କ୍ଯାରିୟରରେ ବଡ ପ୍ରଗତି ଅଚାନକ କରିବେ । ଆପଣଙ୍କ ଦ୍ଵାରା ଭାବିଥିବା କଥା ପୂରଣ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

ଚାକିରି ଅପେକ୍ଷାରେ ଥିବା ଜାତକଙ୍କୁ ଖୁସି ଖବର ମିଳିବାକୁ ଯାଉଛି । ସମାଜରେ ମାନ ସମାନ ବଢିବ । ଆପଣଙ୍କର କୁଣ୍ଡଳୀରେ ଅଚାନକ ଧନ ଲାଭର ଯୋଗ ରହିଛି । ସେହି ୨ଟି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛି ସିଂହ ରାଶି ଓ କୁମ୍ଭ ରାଶି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *