କଳିଯୁଗ ଶେଷରେ କେଉଁ ମାନେ ବଞ୍ଚି ରହିବେ? ପ୍ରଥମଥର ମିଳିଲା ପ୍ରମାଣ, ଦେଖନ୍ତୁ କଣ କହୁଛନ୍ତି ବାବା ଦିବାକର ଦାସ

ଭକ୍ତ ବନ୍ଧୁ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଉଠୁଥିବ କି କଳିଯୁଗ ଶେଷରେ କୁଳକୁ କେଉଁ ମାନେ ହେବେ ବିହନ । ତେବେ ମହାପୁରୁଷ ଲେଖିଛନ୍ତି କଳିଯୁଗରେ କେହି କାହାକୁ ଉତ୍ତର ନ ଦେଇ ରହିପାରିବେ ନାହି । ବାପା ମୁହଁରେ ପୁଅ ଉତ୍ତର ଦେବ, ସ୍ଵାମୀ ମୁହଁରେ ସ୍ତ୍ରୀ ଉତ୍ତର ଦେବ, ଗୁରୁଜନଙ୍କ ମୁହଁରେ ଲଘୁଜନ ଉତ୍ତର ଦେବେ । ଆଉ ପିଲାମାନେ ଏମିତି ଉତ୍ତର ଦେବେ କି ବଡ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବିନା ଦକ୍ଷିଣାରେ କିଛି କାମ ହେବ ନାହି କଳିଯୁଗରେ । ଜୋରଦାର ଲାଞ୍ଚ କାରୋବାର ହେବ ।

ମଣିଷ ଦରମା ପାଇବ କାମ ନ କରି ଆଉ ଲାଞ୍ଚ ନେଇ କାମ କରିବ ।  ଭଗବତ ଗୀତା, ପୋଥି, ଟୁଙ୍ଗି ଆଉ କଳିଯୁଗ ଶେଷରେ ରହିବ ନାହି । ପୂର୍ବ ର ନାରୀ, ପତିବ୍ରତା ନାରୀ କୁଆଡେ ପଳାଇବେ । ଏ ସଂସାର ଏତେ ମୋହ ଗ୍ରସ୍ତ ହୋଇଯିବେ । କଳିଯୁଗରେ ହକତା ଭାବ ରହିବେ, ଦିଅଁ ଦେବତା ଆସ୍ଥା ଛାଡିବେ । ଯେଉଁ ମାନେ ଜ୍ଞାନ, ଭକ୍ତି ରେ ରହିବେ ସେମାନେ କଳିଯୁଗରେ କୁଳକୁ ବିହନ ହେବେ । ମହାପୁରୁଷ ଆଗକୁ ଲେଖିଛନ୍ତି କଳ୍କି ଭଗବାନ ଦୁଷ୍ଟ ଲୋକଙ୍କୁ ଦମନ କରିବେ ।

ଯେଉଁ ବ୍ୟକ୍ତି ଧର୍ମ କୁ ସଞ୍ଚୟ  କରି ରଖିଥିବ ସେ କଳିଯୁଗ ଶେଷରେ କୁଳକୁ ବିହନ ହେବ । ଏହି ଠିକଣା ଯିଏ ବ୍ରହ୍ମ କୁ ଜାଣିବ ଅର୍ଥାତ ସାଧନା, ତତ୍ତ୍ଵ ଯାହା ଆମେ ଏଠାରେ ଆଲୋଚନା କରିଲୁ ଏହାକୁ ଚେତା ଭକ୍ତ ଜାଣି ସେହି ମନ୍ତ୍ର କୁ ଜପ କରିବ । ଆଉ ଯେଉଁ ମନ୍ତ୍ର କୁ ଗୁରୁ ପ୍ରଦତ୍ତା ଆଉ ଯେଉଁ ମନ୍ତ୍ର ଶୂନ୍ୟ ରୁ ମିଳିବ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ କହିଛନ୍ତି ମାଳିକା ରେ । ସେମାନେ ହେଉଛନ୍ତି ପ୍ରକୃତ କୁଳ କୁ ବିହନ । ଆଉ ସେହି ମାନେ ହିଁ କଳିଯୁଗରେ ରହିବେ ।

ଆଉ ଅନେକ ଭକ୍ତ ନିଜକୁ କଳିଯୁଗରେ ଗୁପ୍ତ ଭାବରେ ରଖିବେ । କାରଣ କଳିଯୁଗରେ ଭକ୍ତ ମାନେ ଆଗକୁ ଆସିବେ ନାହି । ଏହି ପରି ଭାବେ ମହାପୁରୁଷ କୁଳ ବିହନ କଥା ଲେଖିଛନ୍ତି । ଆଉ ଯେଉଁ ମାନେ ଆବାର ଜ୍ଯୋତି ର ସାଧନା ରେ ପରି ପୂର୍ଣ୍ଣ ହୋଇ ରମହ କୁ ଚିନ୍ତା କରିଥିବେ ଆଉ ତା ସହ କଳିଯୁଗ ଭକ୍ତ ଅତି ସରଳ, ନିରୀହ ଓ ପରୋପକାର ରେ ବ୍ୟସ୍ତ ଥିବେ । କାହିଁକି ନା ଏହି ସମୟ ଏମିତି ହୋଇ ଗଲାଣି ଜଣଙ୍କ ଛାତ ପଡିଲେ ଆଉ ଜଣେ ଈର୍ଷା କରୁଛି ।

ତେଣୁ ଭକ୍ତ ବନ୍ଧୁ ସାବଧାନ ହୋଇ ଯାଆନ୍ତୁ କଳିଯୁଗରେ ଆପଣ ସମୟର ପରିବର୍ତ୍ତନ ହୋଇଥାଏ । ତେଣୁ ଭକ୍ତ ମାନଙ୍କୁ କେବେ ବି କଷ୍ଟ ଦିଅନ୍ତୁ ନାହି । ଯେଉଁ ଭଳି ଭାବେ ଅନ୍ୟାୟ ଅତ୍ୟାଚାର ବଢି ଚାଲିଛି ଭକ୍ତ ମାନଙ୍କୁ ସତ ମାର୍ଗ ରେ ଚାଲିବାକୁ ପ୍ରୋଶ୍ଚାହନ ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *