କଣ କଲେ ସନ୍ତାନ ପ୍ରାପ୍ତି ହେବ ଜାଣନ୍ତୁ ? Ajira Anuchinta

ନମସ୍କାର ବନ୍ଧୁଗଣ, ସନ୍ତାନଟିଏ ଗୋଟିଏ ନାରୀର ଜୀବନକୁ ସାର୍ଥକ କରାଇଥାଏ ମାଆ ର ପରିଚୟ ଦେଇଥାଏ । ଯେଉଁ ମହିଳାମାନେ ବୀନା ସନ୍ତାନର ଦୁଃଖ ଭୋଗ କରୁଛନ୍ତି ତାଙ୍କ ଦୁଃଖ ସବୁଠାରୁ ବଡ ହୋଇଥାଏ । କାରଣ ଗୋଟିଏ ନାରୀର ନାରୀତ୍ଵ ପୁରା ହୋଇଥାଏ ମା ହେଲେ । ଯଦି ଏହା ସମ୍ଭବ ହୋଇନଥାଏ ତେବେ ନାରୀ ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କି ସନ୍ତାନ ସୁଖରୁ ବଞ୍ଚିତ ଥିବା ନାରୀମାନେ କଣ କରିବାଦ୍ଵାରା ସନ୍ତାନ ପ୍ରାପ୍ତି ହେବ ? ଆଉ ଡେରି ନକରି ଆସନ୍ତୁ ଜାଣିବା ।

ବିବାହର ଅନେକ ଦିନ ପରେ ମଧ୍ୟ କିଛି ଲୋକଙ୍କୁ ସନ୍ତାନ ପ୍ରାପ୍ତି ହୋଇପାରିନଥାଏ । ସବୁବେଳେ ମନେ ରଖିବେ ସଂସାରରେ ଗୋଟିଏ ପ୍ରାଣିର ଜୀବନ ସଂଚାର ହେବା ପଛରେ ସ୍ଵୟଂ ଭଗବାନ ଥାନ୍ତି । ତେଣୁ ସବୁବେଳେ ପ୍ରଥମେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ଜରୁରୀ ହୋଇଥାଏ । ଜାଣନ୍ତୁ ଏବେ ସେହି ଉପାୟଟି ବିଷୟରେ ଯାହା ଆପଣଙ୍କୁ ସନ୍ତାନ ପ୍ରାପ୍ତିର ସୁଖ ପ୍ରଦାନ କରିବ ।

ଆପଣଙ୍କୁ ଏକ ମନ୍ତ୍ର ଜପ କରିବାକୁ ପଡିବ ଏଥି ନିମନ୍ତେ । ଆପଣ ଏହି ମନ୍ତ୍ରଟିକୁ ଜପ କରିବା ପାଇଁ ଆବଶ୍ୟକ ପଡିବ ଏକ ତାରା ଦେବୀ ଯନ୍ତ୍ର, ରୁଦ୍ରାକ୍ଷ ମାଳା ୧୦୮ ଦାନା ବିଶିଷ୍ଟ । ଏହାର ଜପ ସମୟ ହେଉଛି ସୂର୍ଯ୍ୟ ଉଦୟ ସମୟରେ । ଏବେ ଜାଣନ୍ତୁ କେଉଁ ମନ୍ତ୍ରଟି ଆପଣଙ୍କୁ ଜପ କରିବାର ଅଛି: ମନ୍ତ୍ରଟି ହେଉଛି ସଦବି ନିତ୍ୟ ପରିତପ୍ୟମାନ, ତ୍ୟାମେବ ସୀତତତ୍ୟଭି ଭାଷମାଃ । ଦୃମବ୍ରତୌ ରାଜସ୍ଵତୌ ମହାତ୍ମା, ତବୌ ଲାଭୟ କୃତ ପ୍ରଯନ୍ତଃ । ।

ଆପଣ ଏହି ମନ୍ତ୍ର କିଭଳି ବିଧି ବିଧାନ ସହ ଜପ କରିବେ ତାହା ଜାଣନ୍ତୁ: ଆପଣ ତାରିଣୀଙ୍କ ଫଟୋରେ ଫୁଲ ପ୍ରଥମେ ଚଢାନ୍ତୁ । ଧୂପ, ଦୀପ ଲଗାଇ ଭୋଗ ଦେଇ ବିଧିବଦ୍ଧ ଭାବରେ ପୂଜା କରନ୍ତୁ । ସବୁଦିନ ପୂଜା କରି ଉପରେ ଥିବା ମନ୍ତ୍ରଟିକୁ ଜପ କରିବେ । ଏହି ପୂଜା ଓ ମନ୍ତ୍ର ପାଠ ଆପଣଙ୍କୁ ୪୫ ଦିନ ପର୍ଯ୍ୟନ୍ତ କରିବାକୁ ପଡିବ ।

ଏହା କରିବାପରେ ଆପଣଙ୍କ ମନରେ ରହିଥିବା ମନସ୍କାମନା ନିଶ୍ଚୟ ଭାବରେ ପୁରା ହେବ । ନିଜ ମନରେ ଥିବା ସନ୍ତାନ କଷ୍ଟକୁ ଦୂର କରିବା ପାଇଁ ଏହା ହେଉଛି ସବୁଠାରୁ ଉପକାରୀ ଉପାୟ । ଆପଣ ନିଶ୍ଚୟ ଅନେକ ଉପାୟ କରି ହାରିଯାଇଥିବେ । କିନ୍ତୁ ଯଦି ଆପଣ ଅନେକ ଉପାୟ କରିଥାନ୍ତି ତେବେ ଏହାକୁ ଥରେ ଚେଷ୍ଟା କରି ଦେଖନ୍ତୁ ।

ଯଦି ଆପଣଙ୍କ ଭାଗ୍ୟ ବଦଳିବାର ଏକ ନୂଆ ସ୍ରୋତ ଆପଣ ଅନୁଭବ କରୁଛନ୍ତି ତେବେ ନିହାତି ଆପଣ ଏହାକୁ କରନ୍ତୁ । କାରଣ ଏହା ଏକମାତ୍ର ଫଳ ସିଦ୍ଧକାରୀ ଉପାୟ । ନିଶ୍ଚୟ ଆପଣ ନିଜ କୋଳରେ ସନ୍ତାନଟିଏ ଖେଳିବାର ଦେଖିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *