ସାବିତ୍ରୀ ବ୍ରତରେ ଭୁଲରେ ବି କରନ୍ତୁ ନାହିଁ ଏହି 6ଟି କାମ, ସ୍ଵାମୀଙ୍କର ଆସିଯିବ ମୃତ୍ୟୁ- Jyotisha Shastra

ସାବିତ୍ରୀ ଅମାବାଶ୍ୟା ରେ ସ୍ତ୍ରୀ ଲୋକମାନେ ନିଜର ସ୍ବାମୀଙ୍କ ଦୀର୍ଘ ଆୟୁର କାମନା କରି ସାବିତ୍ରୀ ଉପବାସ ରଖୀ ଥାନ୍ତି । ଏହି ଦିନ ମା ସାବିତ୍ରୀ ଙ୍କୁ ପୂଜା କରାଯାଏ । ଆପଣ ମାନେ ଜାଣିଥିବେ କି ହିନ୍ଦୁ ଶାସ୍ତ୍ର ଅନୁସାରେ କୁହା ଯାଇଛି କି ଯଦି ଗୋଟେ ସ୍ତ୍ରୀ ତା ସ୍ଵାମୀ ର ମଙ୍ଗଳ କାମନା କରୁଛି ତେବେ ତାହାକୁ କିଛି ଭି ଶକ୍ତି ହରାଇ ପାରିବ ନି ।

ହିନ୍ଦୁ ଶାସ୍ତ୍ର ଅନୁସାରେ କେବଳ ଲୋକ ମାନଙ୍କୁ ଦେଖାଇବା ପାଇଁ ଏହା କୁହା ଯାଇନି କି ମହିଳା ମାନେ ସ୍ବାମୀଙ୍କ ସାହାଶ ଓ ଶକ୍ତି ଅଟନ୍ତି । ପ୍ରକୃତରେ ନାରୀ ମାନେ ନିଜ ପରିବାର ପାଇଁ ସବୁ କିଛି ଅଟନ୍ତି । ପିଲା ଦିନୁ ଏକ ପିଲା ତା ପାଖରେ ଅଧିକ ସମୟ ବିତାଇ ଥାଏ । ଯଦି ସେହି ପିଲା ଭଲ ଶିକ୍ଷା ପାଇ ନ ଥାଏ ତା ପାଇଁ ତା ମାକୁ ଦାୟୀ କରା ଯାଇ ଥାଏ । ତେବେ ନାରୀ ଯଦି କିଛି କରିବା ପାଇଁ ଥରେ ମନରେ ଚିନ୍ତା କରିନେବ ।

ତାହେଲେ କେବେ ହେଲେ ଭି ସେ ପଛକୁ ଯାଇ ନାହିଁ । ଜେନ ନାରୀ ଯଦି ପତି ବ୍ରତା ହୋଇ ଥାଏ । ତେବେ ସେ ଯାହା ଭି କାମ କରିବ ତା ସ୍ଵାମୀ ଓ ତା ପରିବାର ପାଇଁ ଖୁବ ଭଲ କରି କରିବ । ଆଜି ଆମେ ସେହି ଭଳି କିଛି କଥା ଆପଣଙ୍କୁ କହିବା ପାଇଁ ଯାଉଛୁ । ସାବିତ୍ରୀ ଥିଲେ ଜଣେ ରାଜ କନ୍ୟା ସେ ନିଜ ସ୍ବାମୀଙ୍କୁ ବିବାହ କରିବା ପରେ ତାଙ୍କ ସହ ନିଜ ଜୀବନ ବିତାଇବା ପାଇଁ ଲାଗିଲେ । ଯେତେବେଳେ କି ସେ ଜାଣିଥିଲେ କି ତାଙ୍କ ସ୍ଵାମୀ ଙ୍କ ଆୟୁ ଖୁବ କମ ଦିନ ପାଇଁ ।

ତେବେ ବି ସେ ନିଜ ସ୍ବାମୀଙ୍କୁ ବଞ୍ଚାଇ ପାରିବେ ବୋଲି ଜାଣି ଥିଲେ । ତେଣୁ କରି ସେ ବିବାହ କରିଥିଲେ ସତ୍ୟବାନ ଙ୍କୁ । ଶାତ୍ୟବାନ ଗଛ କାଟିବା ପାଇଁ ଯାଇଥିଲେ ମାତ୍ର ସେଠାରେ ତାଙ୍କୁ ଏକ ସାପ କାମୁଡି ଦେଇଥିଲେ । ମାତ୍ର ସାବିତ୍ରୀ ନିଜ ସ୍ବାମୀଙ୍କ ପାଖେ ରହିଥିଲେ । ଯେତେବେଳେ ଯମ ତାଙ୍କୁ ନେବା ପାଇଁ ଆସିଥିଲେ । ସେତେବେଳେ ସାବିତ୍ରୀ ଯମ ଙ୍କୁ ଏକ ବାର ମାଗିଥିଲେ କହିଥିଲେ ଆପଣ ମୋ ସ୍ଵାମୀ ଙ୍କୁ ନେଇ ଯିବେ ନେଇ ଯାଅନ୍ତୁ ମାତ୍ର ମତେ ୧୦୦ ତି ପୁତ୍ର ବାର ଦାନ ରେ ଦେଇ ଯାନ୍ତୁ ।

ଏହା ସୂନୀ ଯମ କହିଲେ କି ହଁ ମୁ ଏହି ସାମନ୍ୟ ବାର ଦେଇ ପାରେ । ଏହା ପରେ ସାବିତ୍ରୀ କହିଥିଲେ କି ଆପଣ ଯଦି ମୋ ସ୍ବାମୀଙ୍କୁ ନେଇ ଯିବେ ତାହେଲେ ମୁ କିପରି ୧୦୦ ଟି ପୁତ୍ର ପ୍ରାପ୍ତି କରିଭି । ଏହା ପରେ ଯମ ଦେବଙ୍କୁ ବାଧ୍ୟ ହୋଇ ସତ୍ୟବାନ ଙ୍କ ଜୀବନ ଦେବାକୁ ପଡିଥିଲା । ସେହି ଦିନ ଠାରୁ ଏହି ବ୍ରତ ସବୁ ନାରୀ ମାନେ କରୁଛନ୍ତି ଜେଭଳି ନିଜ ସ୍ଵାମୀ ମାନଙ୍କ ଆୟୁଷ ବୃଦ୍ଧି କରିବା ପାଇଁ ଏହି ଉପାଶ କରି ଥାନ୍ତି ।

ତେବେ ଏହି ଦିନ କିଛି ଏଭଳି କାମ କରିବା ଅନୁଚ୍ଚିତ ଯାହା ପାଇଁ ଆମକୁ ଓଲଟା ଫଳ ମିଳିବ । ଏହି ଦିନ ଆମେ କଳା ବସ୍ତ୍ର ପିନ୍ଧିବା କଥା ନୁହେଁ । ଏହି ଦିନ ଆମେ ଶାରୀରିକ ସମ୍ପର୍କ ସ୍ଥାପନା କରିବା ଠିକ ନୁହେଁ । ଏହା ସହ ଆମେ ଏହି ଦିନ କିଛି ଗୋଟା ଫଳ କାଟିବା କଥା ନୁହେଁ । ଯଦି କାହା ଘରେ ଯଦି ପିଲା ଜନ୍ମ ହୋଇ ଥାନ୍ତି କିମ୍ବା କେହି ଚାଲି ଯାଇ ଥାନ୍ତି ତେବେ ସେମାନେ ଏହି ବ୍ରତ କରିବା ଅନୁଚିତ । ଏହା ସହ ଆପଣ ଏହି ଦିନ ମାଟି ହାଣିବା କିମ୍ବା ସିଲେଇ କରିବା ଭଳି କାମ ନ କରିବା ଉଚ୍ଚିତ ନୁହେଁ । ଏହି ଦିନ ବାହାରେ ଲୁଗା ସୁଖେଇବା ମଧ୍ୟ ଅନୁଚିତ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *