ବିଷ ଖାଇଥିଲେ କେମିତି କରିବେ ପ୍ରାଥମିକ ଚିକିତ୍ସା । Dr Prashanta Behera

ଆମ ଘରେ ସାଧାରଣ ଭାବେ ଝ-ଗ-ଡା ହୋଇ ଥାଏ ଦେଖିବା ପାଇଁ ଗଲେ ଆମେ ଜଣାଇ ପାରିବ ଆକି ଅନେକ ଲୋକ ସାଙ୍ଗେ ସାଙ୍ଗେ ମରିବା ପାଇଁ ଚେଷ୍ଟା କରି ଥାନ୍ତି । ସେମାନେ ମାରିବା ପାଇ ଅନେକ ଚେଷ୍ଟା କରି ଥାନ୍ତି । କିନ୍ତୁ ଦେଖିବା ପାଇଁ ଗଲେ ଯାହା ଗବେଷଣା ରୁ ଜଣା ପଡିଛି କି ଅଧିକ ଲୋକମାନେ ବି-ଷ ଖାଇ ଦେଇ ଥାନ୍ତି । ଦେଖନ୍ତୁ ବି-ଷ ଖାଇବା ର ଭି ବିଭିନ ପ୍ରକାର ବି-ଷ ଅଛି ଯେମିତିକି ଯେଉଁ ମାନେ ଚାଷୀ ଥାନ୍ତି ସେମାନେ ପୋକ ମର ଔଷଧ ଖାଇ ନେଇ ଥାନ୍ତି ।

ଘରେ ଥିବା ମହିଳା ମାନେ ସିନ୍ଦୁର କୁ ଖାଇ ନେଇ ଥାନ୍ତି । କିଛି ଜଣ ଯେଉଁ ମାନେ ନିଦ ଔଷଧ ଖାଉଛନ୍ତି ସେମାନେ ମଧ୍ୟ ତାକୁ ଖାଇ ନେଇ ଥାନ୍ତି । ଏହା ବ୍ୟତିତି କିଛି ଏଭଳି ଲୋକ ମାନେ ଅଛନ୍ତି ଯେଉଁ ମାନେ ଫିନାଇଲ ମଧ୍ୟ ଖାଇ ଦେଇ ଥାନ୍ତି ।

ତେବେ କହିବା ପାଇଁ ଗଲେ ଜାଣିବା କି ଏହି ସବୁ କରିବା ଦ୍ଵାରା କରୁଥିବା ବ୍ୟକ୍ତି ଅପେକ୍ଷା ତାର ପରିବାର ଲୋକ ମାନେ ଅଧିକ କ-ଷ୍ଟ ଭୋଗ କରି ଥାନ୍ତି । ତେଣୁ କରି ଯଦି ଦେଖିବା ପାଇଁ ଜୀ-ବ-ତ କିଛି ଲୋକ ମାନେ ଏହାକୁ ଖାଇବା ପରେ ବେ-ହୋ-ସ ହୋଇ ଯାଇଥାନ୍ତି । କିନ୍ତୁ କିଛି ଲୋକ ଏହାକୁ ଖାଇବା ପରେ ହୋ-ସ ରେ ଥାନ୍ତି ।

ଯେଉଁ ମାନେ ଏହାକୁ ଖାଇବା ପରେ ହୋ-ସ ରେ ଥାନ୍ତି ସେମାନଙ୍କୁ ଚିକିସ୍ଛା କ୍କାରିବା ପାଇଁ ଅଧିକ ସୁବିଧା ହୁଏ । ଏହା ସହ ଆପଣ ଜାଣି ନିଅନ୍ତୁ କି ସେମାନେ ଖୁବ ଜଲ୍ଦି ସୁସ୍ଥ ହୋଇ ଯିବେ କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଯେଉଁ ମାନେ ବେ-ହୋ-ସ ହୋଇ ଯାଇ ଥାନ୍ତି ସେମାନେ କିଛି ଜଣ ଖୁବ ଶୀଘ୍ର ଭଲ ହୋଇ ଯାଇ ଥାନ୍ତି ଓ କିଛି ଜଣଙ୍କ ଜୀବନ ଚାଲି ଯାଇ ଥାଏ ।

ଆପଣ ଯଦି ଦେଖିବେ କି କେହି ଏଭଳି କିଛି କରିଛି ତେବେ ଆପଣ ତାକୁ ତୁରନ୍ତ ପାଖ ନର୍ସିଙ୍ଗ ହୋମ କିମ୍ବା ଚିକିସ୍ଛା କେନ୍ଦ୍ର କୁ ନେଇ ଜାନ୍ତୁ । ତେବେ ସେମାନେ ନାକ ନାଲି ଦେଇକି ଏହାକୁ କାଢି ଦେଇ ପାରିବେ । ଏହା ଛଡା ସାଲାଇନ ପାଣି ଦେଇକି ତାକୁ ବାନ୍ତି ମଧ୍ୟ କରାଇ ପାରିବା । ହସ୍ପିଟାଲ ପହଞ୍ଚିଲେ ଡାକ୍ତର ମାନେ ଆଗ ଦେଖନ୍ତି କି ଲୋକର ନିଶ୍ଵାସ ଚାଲୁଛି କି ନାଇ ଯଦି ଚାଲୁଛି ଆମେ ତାକୁ ଆଗ ନିଶ୍ଵାସ ନେବା ପାଇ ସାହାଜ୍ଯ କରୁ ।

ଏହା ପରେ ବ୍ଲ-ଡ଼ ପ୍ରେସର ଦେଖୁ ଏହା ନରମାଲ ଥିଲେ ହିଁ ଆମେ ତାକୁ ଚିକିସ୍ଛା କରିବା ଆରମ୍ଭ କରି ଥାଉ । କିନ୍ତୁ ରୋ-ଗୀ-କୁ ଯଦି ୪ ଘଣ୍ଟା ଭିତରେ ଆମେ ହସ୍ପିଟାଲ ରେ ପହଞ୍ଚେଇ ଦେଇ ଥାଉ ତେବେ ସେମାନେ ଚାରକୋଲ ଆକ୍ଟିଭୀଟି କରି ଥାନ୍ତି । କିନ୍ତୁ ଏହା ପରେ ଆଣିଲେ ଏହା ଟିକେ ଅସୁବିଧା ହୋଇ ପାରେ ବଞ୍ଚେଇବା ପାଇଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *