କନ୍ୟା ରାଶିରେ ଆରମ୍ଭ ହେବ ସୁବର୍ଣ୍ଣ ସମୟ, ଏଭଳି ସମୟ ଆଗରୁ କେବେ ଆସିନି…. ମିଳିବ ସଂସାରର ସବୁଠୁ ବଡ ଖୁସି

ଶନି ଓ ଶୁକ୍ର ଦୁଇମିତ୍ର ଅଟନ୍ତି, ଏହି ଦୁଇଜୋଡି ଯାହା ଆପଣଙ୍କ ପାଇଁ ବହୁତ ଭଲ ଫଳ ନେଇକି ଆସିବ । ଶନି ଓ ଶୁକ୍ର ଏମିତି ଯୋଡି ହୋଇଥାନ୍ତି ଯେବେ ସାମ୍ନା ସାମ୍ନୀ ହୋଇଥାନ୍ତି ସେ ତାଙ୍କ ପ୍ରଭାବକୁ ଆଠ ଗୁଣା ବଢାଇ ଦେଇଥାନ୍ତି । ଶନି ଓ ଶୁକ୍ରଙ୍କର ଡବଲ ଲାଭ ଦେବେ । ଶନି ମକର ରାସୀ ତୁଳା ରାଶିର ପଞ୍ଚମ ଭାବରେ ରହୁଛନ୍ତି । ଶୁକ୍ର କର୍କଟ ରାଶିରେ ଲାଭ ସ୍ଥାନରେ ଆସିଯିବ । ଆଉ ପଞ୍ଚମ ଭାବରେ ଶନୀଙ୍କର ବସିବା ଏମିତି ପରିସ୍ଥିତି ନେଇକି ଆସିବ । ମା ଲକ୍ଷ୍ମୀଙ୍କର ବିଶେଷ କୃପା ଶନୀଙ୍କ ବିଶେଷ କୃପା ସହିତ ବର୍ଷିବ । କର୍ମ କମ ଓ ଫଳ ଅଧିକ ମିଳିବାର ଯୋଗ ବନୁଛି ।


ଏହି ଗୋଲ୍ଡେନ ପିରିଅଡ ଆପଣଙ୍କ ରାଶି ପାଇଁ ବହୁତ ଭଲ ଅଟେ । ପ୍ରତେକ ରାଶି ପାଇଁ କୌଣସି ନା କୌଣସି ଉପହାର ନେଇକି ଆସିଛି କିନ୍ତୁ କନ୍ୟା ରାଶି ପାଇଁ ବହୁତ ଖାସ ଅଟେ । ଶୁକ୍ର କର୍କ ରାଶିରେ ଆପଣଙ୍କ ଲାଭ ସ୍ଥାନରେ ଏହାର ମାନେ ବିଦେଶରୁ ଧନ କମାଇବାର ସୁଯୋଗ ମିଳିବ । ଆପଣଙ୍କ ଧନ ଭାବର ସ୍ଵାମୀ ଶୁକ୍ର ଅଟେ । ଯିଏ ଯେତେ ଡେଌ କମଉଥିବାର ଆଠଗୁଣ ପଇସା ତାଙ୍କୁ ମିଳିବ । ଗୁପ୍ତ ଧନର ପ୍ରାପ୍ତି ହେବ ।

ଆପଣ ଶୁକ୍ର ସମ୍ବନ୍ଧିତ କାମରେ ଅଧିକ ଧନ କମାଇବେ । ହୋଟେଲ ଲାଇନ ବା ଟୁରିଷ୍ଟ, କପଡା ବ୍ୟାପାର , ଗହଣା ବ୍ୟବସାୟ, କଳା ସମ୍ବନ୍ଧିତ କାମ ଆପଣଙ୍କ ପାଇଁ ଆଠ ଗୁଣ ଲାଭ ନେଇକି ଆସିବ । ଯେତେ ଖରାପ ଦିନ ଆପଣ ପଛ ଦିନ ମାନଙ୍କରେ ଦେଖିଛନ୍ତି ତାର ଭରପାଇ ଏହି ବିଶେଷ ଦିନ ମାନଙ୍କରେ ଆପଣ କରିପାରିବେ । ବସି ବସି ମହା କରୋଡପଟୀର ଯୋଗ ବନିବାକୁ ଯାଉଛି ।

ଲଟ୍ରି ଲାଗିବା ଆପଣଙ୍କ ରାସୀ ପାଇଁ ବହୁତ ସମ୍ଭବ ଅଟେ । ଏହି ସମୟରେ ବାପାଙ୍କ ସପୋର୍ଟ ମିଳିବ ଓ ବାପାଙ୍କ ଠାରୁ ମଧ୍ୟ ସମ୍ପତି ପ୍ରାପ୍ତ ହୋଇବ । ପୂର୍ବଜଙ୍କ ଧନ ସମ୍ପତି ମିଳିପାରେ । ଜମି ବିକିବା ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ବହୁତ ଦିନରୁ କୌଣସି ଜମିକୁ କିନା ବିକା କରିବାକୁ ଚାହୁଁ ଥିଲେ ସେଇ କାମ ମଧ୍ୟ ହେବ । ବାହାନର ସୁଖ ମଧ୍ୟ ଆପଣଙ୍କ ରାଶିକୁ ମିଳିବ । ଆପଣଙ୍କୁ ସନ୍ତାନ ସୁଖର ପ୍ରାପ୍ତି ହେବ ।

Leave a Reply

Your email address will not be published. Required fields are marked *