କକର୍ଟ ରାଶିର ନୂଆବର୍ଷ 2023 ରେ ଆପଣଙ୍କ ସହ ଘଟିବାକୁ ଯାଉଛି 6ଟି ବଡ ଘଟଣା! ସବୁ କାମ ଛାଡି ଶୀଘ୍ର ଦେଖନ୍ତୁ

ଦର୍ଶକ ବନ୍ଧୁ ଜୟ ଜଗନ୍ନାଥ । ଆପଣ ମାନଙ୍କୁ ନୂଆବର୍ଷ ଉପଲକ୍ଷେ ଅନେକ ଅନେକ ଅଭିନନ୍ଦନ । ଆପଣଙ୍କର ସବୁ ଇଚ୍ଛା ଏହି ବର୍ଷ ପୂରଣ ହେଉ ଏହା ଆମର କାମନା । ଆପଣ ନିରୋଗ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଓ ପ୍ରତେକ ଟି କ୍ଷେତ୍ରରେ ବିଜୟ ହୁଅନ୍ତୁ । ଆଜି ଆମେ ଜାଣିବା ୨୦୨୩ ନୂଆବର୍ଷରେ କର୍କଟ ରାଶିରେ କେଉଁ ୬ଟି ମହତ୍ବପୂର୍ଣ୍ଣ ଘଟଣା ଘଟିବାକୁ ଯାଉଛି । ଯାହା ୨୦୨୩ ବର୍ଷରେ ସମ୍ପୂର୍ଣ୍ଣ ଘଟିବ ଯାହା ସତ୍ୟ ଅଟେ । ସେହି ଘଟଣା ନେଗେଟିଭ ନା ପଜେଟିଭ ତାହା ଆସନ୍ତୁ ଜାଣିବା ।

ପ୍ରଥମ ଘଟଣାଟି ହେଉଛି ଶନିଦେବ କୁମ୍ଭ ରାଶିରେ ପ୍ରବେଶ କରି ଆପଣଙ୍କ ଅଷ୍ଟମ ଘରେ ଗୋଚର କରିବେ । ଜମିବାଡିକୁ ନେଇ ଯେଉଁ ସମସ୍ଯା ଚାଲୁଥିଲା ବା କୋର୍ଟ କଚେରୀ ରେ କୌଣସି କେସ ଚାଲୁଥିଲା ଯେଉଁଥିରୁ ଆପଣ ମୁକ୍ତ ହୋଇପାରୁ ନ ଥିଲେ କିଛି କର୍କଟ ରାଶିର ବ୍ୟକ୍ତିଙ୍କ ଜୀବନରେ ଏହି ସବୁ ଚାଲୁଥିଲା ଶନିଦେବ ଆପଣଙ୍କୁ ଏ ସବୁଉ ମୁକ୍ତି ପାଇବେ । ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହା ନିଶ୍ଚୟ ହୋଇକି ରହିବ ।

ଦ୍ଵିତୀୟ ଘଟଣାଟି ହେଉଛି ୧୬ ଫେବ୍ରୁଆରି ଠାରୁ ମାର୍ଚ୍ଚ ୧୫ ଯାଏଁ ସୂର୍ଯ୍ୟଦେବ ଆପଣଙ୍କ ଅଷ୍ଟମ ଘରେ ଟ୍ରାଞ୍ଜେଡ କରିବେ । ସୂର୍ଯ୍ୟଙ୍କ ଦ୍ଵିତୀୟ ଘରର ମାଲିକ ଅଟନ୍ତି । ଏହି ସମୟରେ ନିବେଶ କରନ୍ତୁ ନାହି । କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହି ଷ୍ଟକ ବଜାରରେ ଟଙ୍କା ଲଗାନ୍ତୁ ନାହି । କୌଣସି ପ୍ରକାରର ଲଟେରୀ ଖେଳନ୍ତୁ ନାହି । ତୃତୀୟ ଘଟଣାଟି ହେଉଛି ଶନିଙ୍କ ଦ୍ରୁଷ୍ଟି ୧୭ ଜାନୁଆରି ପରେ ଆପଣଙ୍କ ଦ୍ଵିତୀୟ ଓ ପଞ୍ଚମ ଘରେ ପଡିବ । ଯାହା ଦ୍ଵାରା ପରିବାରରେ ସୁଖ ପ୍ରାପ୍ତ ହେବ ।

ବିଶେଷ କରି ସନ୍ତାନ ସୁଖ ଆପଣଙ୍କୁ ପ୍ରାପ୍ତ ହେବ । ଚତୁର୍ଥ ଘଟଣାଟି ହେଉଛି ଦେବଗୁରୁ ବୃହସ୍ପତି ମେଶ ରାଶିରେ ଟ୍ରାଞ୍ଜେଡ କରିବେ ଆପଣଙ୍କ ଦଶମ ଘରେ । ଯେବେ ଭାଗ୍ଯର ମାଲିକ ଆପଣଙ୍କ ଦଶମ ଘରେ ଟ୍ରାଞ୍ଜେଡ କରିବେ ତେବେ ଆପଣଙ୍କ କ୍ଯାରିୟର ପାଇଁ ବହୁତ ଶୁଭ ରହିବ । ଯାହାକି ଏପ୍ରିଲ ୨୧ ପରେ ଚାକିରିରେ ପରିବର୍ତ୍ତନ ହେବ ସହ ନୂଆ ଚାକିରି ମିଳିପାରେ । ପଞ୍ଚମ ଘଟଣାଟି ହେଉଛି ରାହୁଦେବ ଆପଣଙ୍କ ନବମ ଘରେ ଗୋଚର କରିବେ ୩୦ ଅକ୍ଟୋବର ଠାରୁ । ଏହା ପରେ ବାପାଙ୍କ ସହ ଯୁକ୍ତିତର୍କ କରନ୍ତୁ ନାହି ।

ବିଶେଷ ସତର୍କ ରୁହନ୍ତୁ । ବାପାଙ୍କ ସ୍ଵାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ । ଷଷ୍ଠ ଘଟଣାଟି ହେଉଛି ରାହୁଦେବ ନବମ, ଶନିଦେବ ଅଷ୍ଟମ ଓ ଦେବଗୁରୁ ବୃହସ୍ପତି ଦଶମ ଘରେ ରହିବେ । ଏହି କାରଣରୁ ପ୍ରେମ କ୍ଷେତ୍ରରେ କିଛି ସମସ୍ଯା ଉପୁଜିପାରେ । ପରସ୍ପର ମଧ୍ୟରେ ବାଦ ବିବାଦ ହୋଇପାରେ । ବିଶେଷ ନେଗେଟିଭ ହୁଅନ୍ତୁ ନାହି ।

ରାହୁମହାଗ୍ରହ ଦଶମ ଘରକୁ ଆସିଲେ ୨୧ ଏପ୍ରିଲ ପରେ ଆପଣଙ୍କ ସମ୍ପତି ସେଲ ହୋଇପାରେ ବା ନୂତନ ଘର କ୍ରୟ କରିପାରନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *