କର୍ପୁର ର ଏମିତି କିଛି ଉପାୟ, କିଛି ଦିନ ମଧ୍ୟରେ ହେବ ଚମତ୍କାର ଯାହା ଆପଣଙ୍କୁ କରିଦେବ ମାଲାମାଲ

ବନ୍ଧୁଗଣ ନମସ୍କାର । ଆସନ୍ତୁ ଜାଣିବା କର୍ପୁର ଦ୍ଵାରା ଆପଣ କିପରି ଧନବାନ ବ୍ୟକ୍ତି ହୋଇଯିବେ । ବନ୍ଧୁଗଣ ଯେମିତି ଆପଣଙ୍କ ଘରେ କର୍ପୁରକୁ ପୂଜା କରୁଥିବା ସମୟରେ ବ୍ୟବହାର କରାଯାଏ । ଓ ଘରେ କିଛି ନାକାରାତ୍ମକ ଶକ୍ତି  ହ୍ରାସ କରିବାକୁ ବ୍ୟବହାର କରାଯାଏ । କର୍ପୂରକୁ ଘରେ ପୂଜା ସମୟରେ ବ୍ୟବହାର କରା ଯାଇଥାଏ ଓ ଅଧିକ  ଭଗବାନଙ୍କ ଆରତୀ ସମୟରେ ବ୍ୟବହାର କରା ଯାଇଥାଏ । ଏହାକୁ ବ୍ୟବହାର କରିବା ଦ୍ଵାରା ଭଗବାନ ପ୍ରସନ୍ନ ହୋଇଥାନ୍ତି । କର୍ପୁର ଆପଣଙ୍କର ଶରୀର ପାଇଁ ବହୁତ ଭଲ ହୋଇଥାୟ ।

ବନ୍ଧୁଗଣ କର୍ପୁର ଦ୍ଵାରା ଆପଣଙ୍କର ହେଉ ନ ଥିବା କାର୍ଯ୍ୟ , ପଇସାର କମି ଓ ଆପଣଙ୍କର ଘରର ବାସ୍ତୁ ଦୋଷ ସବୁ ଠିକ କରିଥାଏ । ଆସନ୍ତୁ ଜାଣିବା କିପରି ଆପଣ କର୍ପୁର ଦ୍ଵାରା ଧନୀ ହୋଇପାରିବେ । ଯଦି ଆପଣଙ୍କର ପଇସାର କମି ଅଛି ଆପଣଙ୍କର ବ୍ୟାପାରରେ ଲାଭବାନ ହେଇପାରୁ ନାହାନ୍ତି ତାହେଲେ ଆପଣ ରାତିରେ ଏକ ଚାନ୍ଦି ପାତ୍ରରେ କର୍ପୁର ଓ ଲବଙ୍ଗକୁ ମିଶେଇକି ଜଳାଇବେ ଏହି କାର୍ଯ୍ୟ ଆପଣ କିଛି ଦିନ କରିବେ ଏହା କରିବା ଦ୍ଵାରା ଦେଖିବେ ଆପଣଙ୍କର ଧନ ବୃଦ୍ଧି ହେବ ।ଆପଣ ବ୍ୟାପାରରେ ଲାଭ ବାନ ହେବେ।

ଆପଣଙ୍କର କେବେବି ଧନର ଅଭାବ ହେବ ନାହିଁହି । ଯଦି ଆପଣ ଶନିବାର ଦିନ କର୍ପୁର ତେଲକୁ ପାଣିରେ ମିଶାଇ ଗାଧୋଇବେ ଦେଖିବେ ଏହା କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ଯା ଦୂର ହୋଇଯିବ ଆପଣଙ୍କର ଲାଗି ରହିଥିବା ଶାରୀରିକ ସମସ୍ଯା ଦୂର ହୋଇଯିବ । ଯଦି ଆପଣ ଦୁର୍ଘଟଣାରୁ ବଞ୍ଚିବାକୁ ଚାହୁଛନ୍ତି ତାହାଲେ ଆପଣ ପ୍ରତି ଦିନ ରାତିରେ ଶୋଇଲା ବେଳେ କର୍ପୁର ଜଳାଇ ତାହାରି ସାମ୍ନାରେ ହନୁମାନ ଚାଳିଶା ପାଠ କରିବେ ଏହା କରିବା ଦ୍ଵାରା ଆପଣ ଦୁର୍ଘଟଣାରୁ ବଞ୍ଚିବେ । କେବେ ବି ଆପଣଙ୍କର ଦୁର୍ଘଟଣା ହେବ ନାହିଁ । ଯଦି ଆପଣଙ୍କର ଘରର ବାସ୍ତୁ ଦୋଷ ଅଛି ତା ହେଲେ ଆପଣ ଘରର କୋଣରେ 2ଟି କର୍ପୁର ରଖନ୍ତୁ ଏହା ମିଳି ଯିବା ପରେ ଆଉ 2ଟି ରଖନ୍ତୁ ଦେଖିବେ ଆପଣଙ୍କର ବାସ୍ତୁ ଦୋଷ ଖଣ୍ଡନ ହେବ।

ଯଦି ଆପଣଙ୍କ ଘରେ ସୁଖ ଶାନ୍ତି ଦେଖିବାକୁ ଚାହୁଁଛନ୍ତି ତା ହେଲେ ଆପଣ ଘରେ ସକାଳେ ଓ ସନ୍ଧ୍ୟାରେ ଘିଅରେ କର୍ପୁର ପକାଇ ଜଳାନ୍ତୁ ଏହାର ଶିକ୍ଷାରେ ଆପଣଙ୍କର ଘରେ ସାକାରାତ୍ମକ ଶକ୍ତି ବଢିବ । ଘରେ ଲାଗି ରହିଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଯଦି ଆପଣଙ୍କର ବିବାହ ହେବାର କିଛି ସମସ୍ଯା ଦେଖା ଯାଉଛି ତା ହେଲେ ଆପଣ 6ଟି କର୍ପୁର 36 ଟି ଲବଙ୍ଗ ତା ସହିତ କିଛି ଚାଉଳ ଓ ହଳଦୀ ମିଶାଇ ଆପଣ ମାତା ଦୂର୍ଗାଙ୍କ ପାଖରେ ଆହୁତି ଦେବେ ଏହା କରିବା ଦ୍ଵାରା ଆପଣଙ୍କର ବିବାହରେ ଦେଖା ଦେଉଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ କର୍ପୁର ଦ୍ଵାରା ଆପଣ କିପରି ଲାଭ ବାନ ହୋଇପାରୁଛନ୍ତି ।

Leave a Reply

Your email address will not be published. Required fields are marked *