କଥା କଥା ରେ କାନ୍ଦୁଥିବା ମହିଳା ମାନେ କିଭଳି ହୋଇଥାନ୍ତି ଜାଣନ୍ତୁ

ଆପଣ ମାନେ ଯାଇ ଥିବେ ସମାଜରେ ଥିବା ଅନେକ ପ୍ରକାର ମହିଳା ଓ ଲୋକମାନେ ଅଛନ୍ତି । ଯେଉଁ ମାନେ କିଛି ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି । ସେମାନଙ୍କୁ ବହୁତ ଲୋକମାନେ ଖୁବ ଦୁର୍ବଳ ଭାବି ଥାନ୍ତି । ଏମାନେ ପ୍ରକୃତ ରେ କଣ ଆମେ ଏହାକୁ ଜାଣି ପାରୁନା ଆମେ କେବଳ ତାଙ୍କର ଇମୋଶନ କୁ ଦେଖିକି ଏହି ଭଳି କହିଥାଉ । ତେବେ ଏହି ଭଳି ଲୋକଙ୍କୁ ଆମେ ସମାଜରେ ଥିବା କିଛି ଡରୁଆ ଲୋକମାନଙ୍କ ସହ ମଧ୍ୟ ତୁଳନା କରି ଥାଉ ।

ଦେଖିବା ପାଇ ଗଲେ ଏମାନଙ୍କ ମନରେ କିଛି ନଥାଏ ଏମାନେ ଖୁବ ଭଲ ହୋଇଥାନ୍ତି । ଆଜି ଆମେ ଦେଖିବା ପାଇଁ ଯିବା କି ଏହି ଭଳି ମହିଳା ମାନେ କିଭଳି ହୋଇଥାନ୍ତି । କିଛି ଲୋକମାନେ ଖୁବ ଚିନ୍ତା କରି ଥାନ୍ତି । ଏହି ମହିଳା ମାନେ କାହା କଷ୍ଟ କୁ ଦେଖି ପାରି ନଥାନ୍ତି ଏମାନେ ନିଜେ ଖୁବ ଭଲ ହୃଦୟର ହୋଇ ଥାନ୍ତି ।

ଏମାନେ ଏହୀ ଭଳି ମହିଳା ହୋଇଥାନ୍ତି ଯେଉଁ ମାନେ ନିଜ ଅବସ୍ଥା ସହ ଅନ୍ୟ ମାନଙ୍କ ଅବସ୍ଥା ବିଷୟରେ ମଧ୍ୟ ଚିନ୍ତା କରି ଥାନ୍ତି । ଏହି ପରି ସ୍ତ୍ରୀ ମାନେ କାହା ପାଇ କେବେ ଭି ଅନ୍ୟ କାହାକୁ ଧୋକା ଦେଇ ନଥାନ୍ତି କାହାକୁ ବ୍ୟବହାର କରିବା କିମ୍ବା କାହାକୁ କଥାରେ ଫସେଇ ନିଜ କାମ କାଢି ନେବା ଏମାନଙ୍କୁ ଜଣା ନଥାଏ ।

ଏମାନେ ଯାହା କୁ ଭି ନିଜର ଭାବନ୍ତି ତାକୁ ସବୁ ବେଳେ ନିଜ ଭାଗର ଖୁସି ମିଳୁ ବୋଲି ଭାବି ଥାନ୍ତି । ଏମାନେ ଖୁବ ବୁଦ୍ଧି ମତି ହୋଇଥାନ୍ତି । ଏହି ମହିଳା ମାନେ ସବୁ ବେଳେ ନିଜ କାମକୁ ଅଧିକ ପ୍ରାଧାନ୍ଯ ଦେଇଥାନ୍ତି । ଏମାନେ ଆଗୁଆ କାହାକୁ ସାହାଜ୍ଯ ମାଗି ପାରି ନଥାନ୍ତି । ଏମାନେ ଅନ୍ୟ ମାନଙ୍କ ତୁଳନାରେ ଖୁବ ସାହାଶୀ ହୋଇଥାନ୍ତି । ଏମାନେ ଅନ୍ୟ ମାନାଙ୍କ ଅପେକ୍ଷା ଅଧିକ ଧର୍ଯ୍ୟ ବାନ ହୋଇଥାନ୍ତି । ଏହି ଭଳି ମହିଳା ମାନେ ଖୁବ ଭଲ ଭାବେ ନିଜ ଘରକୁ ସମ୍ଭାଳି ନେଇଥାନ୍ତି । ଯେଉଁ ଘରେ ଏହି ଭଳି ମହିଳା ମାନେ ଥାନ୍ତି ସେମାନଙ୍କ ଘର କେବେଭି ଭାଙ୍ଗି ନଥାଏ । ଏମାନଙ୍କ ପାଇଁ କେହି କଣ କହୁଛନ୍ତି କିଛି ଫରକ ପଡି ନଥାଏ ।

ସେମାନଙ୍କୁ କେହି କିଛି ଜୋର କରିକି କେହି ଦେଲେ ସେମାନେ ଖୁବ କଷ୍ଟ ଭୋଗ କରି ଥାନ୍ତି ଓ ନିଜର ମନ କଥାକୁ କାହାକୁ ନକହି ପାରି ସେମାନେ କାନ୍ଦି ଦେଇ ଥାନ୍ତି । ଏମାନେ କାହା ପାଇଁ ମନରେ କିଛି ପାପ ଆଣି ନଥାନ୍ତି । ଏମାନେ ନିଶ୍ଚିତ ଭାବେ ଯାହାକୁ ଭି ନିଜ ପାଇଁ ବାଛି ନେଇଥ୍ହାନ୍ତି ତାକୁ ଖୁସି କରିବା ପାଇଁ ଏମାନେ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ଯେଉଁ ମାନେ ଏହି ଭଳି ନାରୀ ମାନଙ୍କୁ ଜାଣିକି କଷ୍ଟ ଦେଇଥାନ୍ତି ସେମାନେ କେବେଭି ଭଲ ପରିଣାମ ପାଇ ନଥାନ୍ତି ଭବିଷ୍ୟତରେ । ତେବେ ଏମାନେ କେବେ ଭି ଭୁଲ ନିସ୍ପତି ନେଇ ନଥାନ୍ତି ଏମାନେ ସବୁ ବେଳେ କିଛି ନା କିଛି କାମ କରିଥାନ୍ତି ନିଜ ପରିବାରକୁ ଖୁସି କରିବା ପାଇଁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *