କେବଳ ଏହି ଗୋଟେ କାମ କରି ହୋଇ ଯାଅନ୍ତୁ ରୋଡ଼ ପତିରୁ କରୋଡ଼ ପତି, ଥରୁଟେ ନିଶ୍ଚୟ ଦେଖନ୍ତୁ

ଆପଣଙ୍କ ଯଦି ଆପଣଙ୍କ ପର୍ସ ଓ ଲାକରରେ ଗୋଟିଏ ଜିନିଷ ରଖିବେ ତ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଏହା କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ଆମ ଉପରେ ସବୁ ବେଳେ ରହିଥାଏ ଏହି ଜିନିଷର ଏପରି ଚମତ୍କାର ଗୁଣ ଥାଏ କି ଯାହା ଦ୍ୱାରା ସୁଖ ସମୃଦ୍ଧି ମିଳିଥାଏ ଓ ନିଜର ଧନ ବୃଦ୍ଧି ଘଟିଥାଏ ସେହି ଜିନିଷ କଣ ଯାଆଣିଛନ୍ତି ସେହି ଜିନିଷଟି ହେଉଛି କଉଡ଼ି ମା ଲକ୍ଷ୍ମୀ ଓ କଉଡ଼ି ମଧ୍ୟର୍ଵ ବହୁତ କିଛି ସମ୍ଭନ୍ଧ ରହିଛି ଯିଏ ଗୁରୁବାର ବ୍ରତ କରନ୍ତି କି ମା ଲକ୍ଷ୍ମୀଙ୍କର ପୂଜା କରନ୍ତି ।

ସେମାନେ ଏହି କଥା ବୋଧେ ନିଶ୍ଚୟ ଜାଣିଥିବେ କାରଣ କଣ ଆପଣ ଜାଣିଥିବେ ମା ଲକ୍ଷ୍ମୀ ଓ କଉଡ଼ି ଉଭୟଙ୍କର ଜନ୍ମ ସମୁଦ୍ରରେ ଓ ତାଙ୍କର ପିତା ବରୁଣ ଦେବ । ଏହା ମାନା ଯାଏ କି ଯଦି କାଉଡିକୁ ପର୍ସ କିମ୍ବା ଲକରରେ ରଖା ଯାଏ ତ ମା ଲକ୍ଷ୍ମୀଙ୍କର କୃପା ଆପଣ ଉପରେ ସର୍ବଦା ରହିଥାଏ କିନ୍ତୁ ଏହାକୁ ରଖିବାର କିଛି ନିୟମ ରହିଛି ।

ଆପଣ ବଜାରରରୁ ପ୍ରଥମେ ଦୁଇଟି ହଲାଦିଆ ରଙ୍ଗର କଉଡ଼ି କିଣି ଆଣନ୍ତୁ ଓ ତା ପରଦିନ ବସ୍ନାନ ସାରି ସେଇ କଉଡିକୁ ମା ଲକ୍ଷ୍ମୀଙ୍କର ଫୋଟୋ ପାଖରେ ରଖି ପୂଜା କରନ୍ତୁ ଆଉ ପୂଜା ସରିବା ପରେ ଏହି ଦୁଇଟି କାଉଡିକୁ ଦୁଇଟି ଅଲଗା ଅଲଗା ଲାଲ ରଙ୍ଗର କପଡ଼ାରେ ବାନ୍ଧି ଦିଅନ୍ତୁ ।

ଏହା ପରେ ଗୋଟିଏ କଉଡିକୁ ଘରର ଲାକରରେ ରଖିଦିଅନ୍ତୁ ଆଉ ଗୋଟିଏ କଉଡିକୁ ଆପଣଙ୍କ ପର୍ସ ରେ ରଖିଦିଅନ୍ତୁ ଶାସ୍ତ୍ରରେ କୁହାଯାଇଛି କି ପାଖରେ କଉଡ଼ି ଥିଲେ ଏହା ଆପଣଙ୍କୁ ଖରାପ ନଜରରୁ ରକ୍ଷା କରିଥାଏ । ଆଉ ମଧ୍ୟ ମା ଲକ୍ଷ୍ମୀଙ୍କ ସହିତ ଦେବା ଦେବୀଙ୍କର କୃପା ମିଳିଥାଏ । ଯଦି କାହାକୁ ରାସ୍ତାରେ ଯିବା ପୂର୍ବରୁ କଉଡ଼ି ମିକିଥାଏ ତାହେଲେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *