କେହି ଆପଣଙ୍କ ନାମ ପଚାରିଲେ ଏହି ଭୁଲ କରନ୍ତୁ ନାହିଁ- Ajira Anuchinta

ଆମେ ଜୀବନରେ କିଛି ଏହି ଭଳି କମ କରୁ ଯାହା ପାଇଁ ଆମକୁ କରିବା ମନା ହୋଇ ଥାଏ କିମ୍ବା ଆମ ଶିଷ୍ଟାଚାର ବିରୋଧ କରେ । ତେବେ ଆଶନ୍ତୁ ଜାଣିବା ଶିଷ୍ଟାଚାର କଣ । ଏହା ହେଉଛି ଶିଷ୍ଟ ଆଚାର ମାନେ ଭଦ୍ରାମି ର ସହ ବ୍ୟବହାର କରିବା କୁ ଶିଷ୍ଟାଚାର କୁଜାଯାଏ । ତେବେ ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହା ସବୁ ବେଳେ ମାନ୍ୟ ହୋଇ ଥାଏ । ଅସଚୋଟ ବ୍ୟକ୍ତି ଙ୍କ ପାଇ ଏହା କିଛି ମୂଲ୍ୟ ରଖୀ ନଥାଏ ।

ତେବେ ଦେଖିବା ପାଇଁ ଗଲେ ଏହା ଆଜିକାଲିର ସମାଜ ଭୁଲି ଗଲାଣି । ଆମେ ଅନେକ ଚେଷ୍ଟା ପରେ ମଧ୍ୟ ସେମାନଙ୍କୁ ଏହା ଶିଖାଇ ପାରୁନା । ଆଜି ଆମେ କହିବା ପାଇଁ ଯାଉଛୁ ଏହି ଭଲାଇ କିଛି ଶିଷ୍ଟାଚାର ବିଷୟରେ ।

ଆପଣ ଯଦି କାହାକୁ ଘରକୁ ଡାକିଛନ୍ତି କିମ୍ବା କେହି ଘରକୁ ଅସିଲେ ତାଙ୍କୁ ଆପଣ ଦ୍ଵାରା ଯାଏ ଛାଡିବା କୁ ଯାଅନ୍ତୁ ଏହା କୁ ଶିଷ୍ଟାଚାର କୁହାଯାଏ କେହି ଭି ଘରକୁ ଆସିଲେ ତାକୁ ପାଛୋଟି କି ଆଣିବା ମଧ୍ୟ ଶିଷ୍ଟାଚାର ଅଟେ । ଯଦି ଆମେ କେଉଁ ଜାଗାକୁ ଯାଉଛେ ଯାତ୍ରା ସମୟରେ ଯଦି କେହି ବଡ ଲୋକ ଆମ ସହ ଅଛନ୍ତି ତାକୁ ଆଗ ନିଜ ବସିବା ସ୍ଥାନ ଛାଡିବା ମଧ୍ୟ ଶିଷ୍ଟାଚାର କୁହାଯାଏ । ଗୁରୁଜନ କିମ୍ବା ଗଣମାନ୍ୟ ବ୍ୟକ୍ତି ଗୃହରେ ପ୍ରବେଶ ହେଲେ ଯଦି ଆମେ ସୋଇଥାଉ କିମ୍ବା ଆମେ ବସିଥାଉ ।

ତେବେ ଆମେ ସାଙ୍ଗେ ସାଙ୍ଗେ ଠିଆ ହୋଇଯିବା ଉଚିତ ଥାଏ । ଗୁରୁଜନ ଙ୍କ ସମ୍ମୁଖରେ କିମ୍ବା କେଉଁ ବୟସ୍କ ବ୍ୟକ୍ତି ଙ୍କ ଆଗରେ ବସି ଗୋଡ ହଲାଇବା, ଦେହରୁ ମଳୀ କାଢିବା କିମ୍ବା ଦାନ୍ତ କୁ ଖୁଣ୍ଟି ଖାଇବା, ଅସଂଯତ ଭାବେ ବଶିବା ଆଦିକୁ କୁହାଯାଏ ଶିଷ୍ଟାଚାର ବିରୋଧୀ । ଏଭଳି କରିବା ଅନୁଚିତ ଅଟେ । କାହାର ନିମନ୍ତ୍ରଣ ରକ୍ଷା କରି ଆପଣ କେଉଁ ଜାଗାକୁ ଯାଉଛନ୍ତି ଓ ସେମାନେ ଖାଇବା ଜାଗାରେ ପଚାରିଲେ କି ଏହା କିଭଳି ହୋଇଛି ତାଙ୍କୁ ସେହିଠାରେ କିଛି କହିବେ ନି । ଏହା ଭଲ ହୋଇ ନଥିଲେ ମଧ୍ୟ କହିବେ କି ଏହା ଭଲ ହୋଇଛି । ଯଦି ଆପଣଙ୍କୁ କେହି ନିଜ ନାମ ପଚାରି ଥାଏ କିମ୍ବା ନାମ ଲେଖିବା ପାଇ କହିଥାଏ । ତେବେ ଆପଣ ନିଜ ନାମ ଆଗରେ କେବେଭି କିଛି ଲେଖିବେ ନି ଯାହା ଶିଷ୍ଟାଚାର କୁ ବୋଧ ହୁଏ ଜେଭଳିକି ଶ୍ରୀ, ଶ୍ରୀମାନ ଆଦି ।

ଆପଣ କେବଳ ନିଜ ନାମ ହିଁ ଲେଖିବେ । ଆପଣ କେବେ ଭି ନିଜ ପୁତ୍ର କିମ୍ବା କନ୍ୟା ସନ୍ତାନ ମାନଙ୍କ ପ୍ରଶଂସା ନିଜ ତୁଳନାରେ କରିବା ଅନୁଚିତ ଅଟେ । ଯେଉଁ ମାନେ ସତ୍ୟ ପ୍ରିୟ ଅଟନ୍ତି ସେମାନଙ୍କୁ କେବେଭି ଆପଣ ତାଙ୍କ ପରିବାର କିମ୍ବା ବେତନ ବିଷୟରେ ପଚାରିବା ଅନୁଚିତ ଅଟେ । ଆପଣ ଯଦି ପାଟିରେ କିଛି ନିଶା ଦ୍ରବ୍ଯ ରଖିଛନ୍ତି ଏହାକୁ ପାଟିରେ ରଖୀ କଥା କହିବା ଶୋଭନୀୟ ନୁହେଁ । ଯଦି ଆପଣ ନିଜ ପ୍ରଶଂସା ଶୁଣିକି ଫୁଲି ଯାଉଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହା କରନ୍ତୁ ନି କେହି ଭାଦ୍ର ବ୍ୟକ୍ତି କେବେ ନିଜ ପ୍ରଶଂସା ଶୁଣିକି ଫୁଲି ଯାଇ ନଥାଏ । ଯଦି ଆପଣ ଙ୍କୁ କିଛି ରୋଗ ହେଇଛି ତେବେ ଆପଣ ନିଜ ରୋଗ ବିଷୟରେ କାହାକାଉ କୁହନ୍ତୁ ନି । ଏହା କେବଳ ଆପଣ ନିଜ ପରିବାର ରେ ଥିବା ଅନ୍ତରଙ୍ଗ ବନ୍ଧୁ କିମ୍ବା ନିଜ ଡାକ୍ତର ଙ୍କୁ ହିଁ କୁହନ୍ତୁ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *