କେଉଁ ଗଛ ଦୁଆର ମୁହଁରେ ଲଗାଇଲେ ଘରେ ଉନ୍ନତି ହୋଇଥାଏ ? ଏହା ସହ ଆହୁରି 10+ Ajira Anuchinta

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହାର ପାଳନ କରିଲେ ଜୀବନରେ ସୁଖ, ସମୃଦ୍ଧି, ଧନ ଲାଭ ହୋଇଥାଏ । ୧- ମନ୍ଦିରରେ ମାତା ଲକ୍ଷ୍ମୀଙ୍କ ସମୁଖରେ ୯ଟି ବତୀ ଥିବା ଘିଅ ଦୀପ ଜଳାଇବା ଦ୍ଵାରା ଅତ୍ୟନ୍ତ ଶୁଭ ହେବ ସହ ଧନ ଲାଭର ସମ୍ଭାବନା ସୃଷ୍ଟି ହୋଇଥାଏ ।

୨- ଶୁକ୍ଳ ପକ୍ଷ ବୁଧବାର ଦିନ ଓସ୍ତ ଗଛରେ ଧଳା କପଡାର ପତାକା ବାନ୍ଧିବା ଦ୍ଵାରା ଧନ ହାନି ହୁଏ ନାହି ଓ ଆକସ୍ମିକ ଧନ ଲାଭ ହୁଏ ।

୩- ଗୋପୀ ଚନ୍ଦନର ୯ ଖଣ୍ଡ ଡାଳକୁ କଦଳୀ ଗଛରେ ହଳଦିଆ ସୂତାରେ ବାନ୍ଧିଲେ ଶୁଭପ୍ରଦ ଏବ ସହ ଘରକୁ ଧନର ଆଗମନ ହୋଇଥାଏ ।

୪- ଗୋଟିଏ ମାଟି ପାତ୍ରରେ କିଛି ସୁନା ଓ ଚାନ୍ଦିର ଜିନିଷ ରଖିକି ଚାଉଳ ଭର୍ତ୍ତି କରି ଘରର ଉତ୍ତର-ପଶ୍ଚିମ କୋଣରେ ରଖିବା ଦ୍ଵାରା ଘରେ ଆର୍ଥିକ ସମସ୍ଯା ଦେଖା ଦିଏ ନାହି ।

୫- ସନିବାରେ କୁକୁରକୁ ରୁଟିରେ ସୋରିଷ ତେଲ ଲଗାଇ ଖାଇବାକୁ ଦେବା ଦ୍ଵାରା ଶୁଭପ୍ରଦ ହେବା ସହ ଅଟକିଥିବା ଧନ ଜଲ୍ଦି ମିଳିଥାଏ ।

୬- ଯଦି ଅଧିକ ପରିଶ୍ରମ ପରେ ଧନ ପ୍ରାପ୍ତି ହେଉ ନାହି ତେବେ ଦୁଇଟି ହାଣ୍ଡି ନେଇ ଗୋଟିରେ ଲୁଣ ଓ ଅନ୍ୟଟିରେ ମୁଗ ଭର୍ତ୍ତି କରି ଘରେ ରଖିଲେ ଧନ ପ୍ରାପ୍ତି ହେବାକୁ ଲାଗିଥାଏ ।

୭- ଘରେ ପାହାଚ ବା ସିଡି ଭୁଲ ଦୁଗରେ ଥିଲେ ବାସ୍ତୁ ଦୋଷ କରିବା ପାଇଁ କର୍ପୁର ରଖିଲେ ଶୁଭ ହୋଇଥାଏ ।

୮- ଯଦି ବାରମ୍ବାର ସଙ୍କଟ ଦେଖାଯାଉଛି ତେବେ ଶବ ଯାତ୍ରା ପରେ ମସାଣିରୁ କିଛି ପଇସା ପକାଇ ଆସିବା ଦ୍ଵାରା ଏହା ଦୂର ହୁଏ ।

୯- ପିମ୍ପୁଡି, ଗାଈ, କାଉ, କନ୍ୟା ମାନଙ୍କୁ ଚାଉଳ ଦାନ କରିବା ଦ୍ଵାରା ପିତୃ ଦୋଷ ଓ ଗ୍ରହ ଦୋଷ ଦୂର ହେବ ସହ ଦୁର୍ଘଟଣା ଦୂର ହୋଇଥାଏ ।

୧୦- କେବେବି ସୁଧ କାରୋବାର, ମଦ୍ୟପାନ, ଜୀବଜନ୍ତୁଙ୍କୁ କଷ୍ଟ ଦେଲେ ଅମଙ୍ଗଳକାରୀ ହେବ ସହ ଶନିଙ୍କର ଖରାପ ପ୍ରଭାବ ପଡିଥାଏ ।

୧୧- ମୁହଁରେ କେବେ ବି କଟୁ ବଚନ ଓ ଗାଳି ଗୁଲଜ କରିବା ଉଚିତ ନୁହେଁ କିମ୍ବା ଘରେ ଝଗଡା କରିବା ଅନୁଚିତ । ଏହା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାୟୀ ଭାବେ ରହିଥାଏ ।

୧୨- ପ୍ରତେକ ଦିନ ହଳଦୀ ଓ କେସର ତିଳକ ଲଗାଇବା ଉଚିତ । ଏହା ସହ ଉରୁବାର ବ୍ରତ ଓ ଏକାଦଶୀ କରିଲେ ସୁଖ ସମୃଦ୍ଧି ପ୍ରାପ୍ତ ସହ ଧନ ପ୍ରାପ୍ତି ହୋଇଥାଏ ।

୧୩- ପ୍ରତି ମଙ୍ଗଳବାର, ଗୁରୁବାର, ଶନିବାର ଦିନ ଓସ୍ତ ଗଛରେ ଜପ ଅର୍ପଣ କରିଲେ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଘରେ ସୁନା ଜିନିଷ ରଖୁଥିବା ଜାଗାରେ କେସର ରଖିଲେ ଶୁଭପ୍ରଦ ହୋଇଥାଏ ।

୧୪- ଶନିବାର ଦିନ ସନ୍ଧ୍ୟାରେ ଓସ୍ତ ଗଛ ମୂଳରେ ଘିଅ ଦୀପ ଜଳାଇଲେ ଧନ ଲାଭ ହୋଇଥାଏ ।

୧୫- ଘରର ଦୁଇ ପଟରେ ଅଶୋକ ଗଛ ଲଗାଇଲେ ମଙ୍ଗଳକାରୀ ହେବ ସହ ବଂଶର ଉନ୍ନତି ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *