ବାଛନ୍ତୁ ଗୋଟିଏ ପାରା ଓ ଜାଣନ୍ତୁ ଆପଣଙ୍କ ମନର ଗୁପ୍ତ ରହସ୍ୟ- Personality Test

ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ୨ଟି ପାରା ର ଚିତ୍ର । ଗୋଟେ ବସିଥିବା ପାରା ଓ ଅନ୍ୟଟି ଉଡନ୍ତା ପାରା । ତେବେ ଆପଣଙ୍କୁ କେଉଁ ପାରାର ଚିତ୍ର ଭଲ ଲାଗିଛି ବା ଆକର୍ଷିତ କରିଛି ସେହି ଆଧାରରେ ଆମେ ଆପଣଙ୍କୁ ଭବିଷ୍ୟତ ବିଷୟରେ କହିବୁ । ଆଗକୁ ଦିନ ଗୁଡିକ କେମିତି ରହିବ ସେହି ବିଷୟରେ ବି କହିବୁ । ଆପଣଙ୍କୁ କେଉଁ ପାରା ଟି ଅଧିକ ଆକର୍ଷିତ କରୁଛି ତାହାକୁ ନେଇ ଚିନ୍ତାରେ ନିଅନ୍ତୁ ।

ଆପଣ ଭଗବାନଙ୍କ ନାମ ନେଇ ଯେ କୌଣସି ଗୋଟିଏ ପାରା ବାଛିପାରନ୍ତି । ଦୁଇ ଟି ପାରା ଜରିଆରେ ଆପଣଙ୍କ ବିଷୟରେ କିଛି ଗୁପ୍ତ ରହସ୍ୟ ବିଷୟରେ ଜାଣି ପାରିବେ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ୧- ପ୍ରଥମ ପାରା : ଯଦି ଆପଣ ପ୍ରଥମ ପାରା ଟି ଚୁଜ କରିଛନ୍ତି ଯେଉଁ କାମରେ ହାତ ଦେଉଛନ୍ତି ତାହା ସଫଳ ହେଉଛି । ଯେଉଁ ମାନେ ଗୁପ୍ତ ଶତ୍ରୁ ଥିଲେ ସେମାନେ ହାରି ସାରିଲେଣି ।

ଆପଣ ବିଜୟୀ ହୋଇଛନ୍ତି ତଥାପି ଆପଣଙ୍କ ଜୀବନରେ ଶାନ୍ତି ନାହି । ଶତ୍ରୁ ଆପଣଙ୍କ ସହଜରେ ହାତ ମିସାଇବାର ଭାବନା ଆପଣଙ୍କ ମନରେ ଆସୁଛି । ଆପଣ ସତର୍କରେ ରୁହନ୍ତୁ । ବର୍ତ୍ତମାନ ଯାହା ସମସ୍ଯା ଚାଲୁଥିଲା ତାହା ଦୂର ହେବ । ଏବେ ଚିନ୍ତା ପରିହାର କରନ୍ତୁ । ସକାଳେ ଓ ସନ୍ଧ୍ୟାରେ ଓମ ନମହ ଭଗବତେ ବାସୁଦେବାୟ ଜପ କରନ୍ତୁ । ପଣ୍ଡିତଙ୍କ ଠାରୁ ଜାତକ ବିଚାର କରନ୍ତୁ । ପୁତ୍ର ଚିନ୍ତାରେ ବ୍ୟଥିତ ହୁଅନ୍ତୁ ନାହି । ସ୍ତ୍ରୀଙ୍କ ପାଇଁ ଯାହା ଖରାପ ଦଶା ଭୋଗ କରୁଛନ୍ତି ତାହା ଦୂର ହେବ ।

୨- ଦ୍ଵିତୀୟ ପାରା : ଯଦି ଆପଣ ଦ୍ଵିତୀୟ ପାରା ବାଛିଛନ୍ତି ତେବେ ଆପଣ ଚିନ୍ତା କରନ୍ତୁ ନାହି । ବର୍ତ୍ତମାନ ଚିନ୍ତା ଦୂର ହେବାର ସମୟ ଆସିଯାଇଛି । କିନ୍ତୁ କର୍ମ କରିଛନ୍ତି ତାହାର ଶୁଭ ଫଳ ପାଇବାରେ ବିଳମ୍ବ ହୋଇପାରେ କିନ୍ତୁ ନିଶ୍ଚୟ ପ୍ରାପ୍ତ ହେବ । ଆଶାରେ ଥିବା ସ୍ଵପ୍ନ ବିଫଳ ହେବାର କିଛି ଆପଣ ଆଭାସ ପାଉଛନ୍ତି । କିନ୍ତୁ ଚିନ୍ତା କରନ୍ତୁନି, ଗ୍ରହ ପୂଜା କରନ୍ତୁ ।

ଆପଣଙ୍କ ଜୀବନରେ ଏପରି ଭାବୁଛନ୍ତି କି ଦୁଖରେ ଜୀବନ କଟିଯିବ କିନ୍ତୁ ଧର୍ଯ୍ୟ ଧରନ୍ତୁ । ବର୍ତ୍ତମାନ ଭୋଗ କରିଥିବା ଦୁଖ ତାହା ଶୀର୍ଷ ସୀମାରେ ପହଞ୍ଚିବାର ଅଛି । ଦୁଖର ଦିନ ସମାପ୍ତ ହୋଇସାରିଛି । ମହାପ୍ରଭୁ ଜଗନ୍ନାଥଙ୍କ ନାମ ସ୍ମରଣ କରନ୍ତୁ ନିଶ୍ଚୟ ଜୀବନରେ ଖୁସି ରହିବେ । ବେଳେବେଳେ ଏପରି କିଛି ସ୍ଥିତି ଆପଣଙ୍କ ନିକଟକୁ ଆସୁଛି କି ଆପଣ ସମ୍ମାନ ବଞ୍ଚାଇ ପାରୁ ନାହନ୍ତି ।

ସତର୍କ ହେଲେ ବି ଲୋକେ ଆପଣଙ୍କୁ ଗାତରେ ପକାଇ ଦେଉଛନ୍ତି । ଏ ନେଇ ଆପଣ ଘୋର ଚିନ୍ତାରେ ପଡ଼ୁଛନ୍ତି ।  କିନ୍ତୁ ଏବେ ସମୟ ଭଲ ଆସିବାର ଅଛି । ନିମ୍ବ ବା ଓସ୍ତ ଗଛ ମୂଳରେ ଜଳ ପ୍ରଦାନ କରନ୍ତୁ । ପାରିବାରିକ ଶାନ୍ତି ମିଳିବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *