ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି ଏହି 5ଟି ନାମର ଲୋକ, ତା ମଧ୍ୟରେ ଆପଣ ସାମିଲ ନାହାନ୍ତି ତ !

ବନ୍ଧୁଗଣ ଏହି ଦୁନିଆରେ ମହାହେବଙ୍କା କୃପା ପାଇବାକୁ ସମସ୍ତେ ଇଚ୍ଛା କରିଥାନ୍ତି । ମହାଦେବ ଜଲ୍ଦି ନିଜ ଭକ୍ତ ଙ୍କ ଉପରେ ପ୍ରସନ୍ନ ହୋଇ ତାଙ୍କର ସବୁ କଷ୍ଟ ଦୂର କରି ଦିଅନ୍ତି । ବହୁତ କମ ଲୋକ ଏମିତି ହୋଇଥାନ୍ତି ଯେଉଁ ମାନେ ମହାଦେବଙ୍କ କୃପା ପାଇ ନ ଥାନ୍ତି । ଯଦି ଭୋଳାନାଥଙ୍କ କୃପା ଦ୍ରୁଷ୍ଟି ଯେଉଁ ବି ବ୍ୟକ୍ତି ଉପରେ ଥିବ ତ ତା ଜୀବନରେ ଆସୁଥିବା ସବୁ ସମସ୍ୟାର ସମଧାନ ହୋଇଯାଏ ।

ଆଉ ତାହାର ଜୀବନ ଖୁସିରେ ଭରିଯାଏ । ଆଜି ଆମେ ଆପଣଙ୍କୁ ଏମିତି ୬ଟି ନାମ ବିଷୟରେ କହିବାକୁ ଯାଉଛୁ ଯାହାଙ୍କୁ ସାକ୍ଷାତ ମହାଦେବଙ୍କ ଅଂସ ମାନାଯାଏ । ୧- A ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ଏମାନେ ମହାଦେବଙ୍କର ସବୁଠାରୁ ପ୍ରିୟ ହୋଇଥାନ୍ତି । ମହାଦେବ ସବୁ ଖରାପ ସ୍ଥିତିରୁ ଏମାନଙ୍କୁ ରକ୍ଷା କରିଥାନ୍ତି ।

ଭଗବାନ ଶିବ ଏମାନଙ୍କ ଜୀବନରେ କେବେ କୌଣସି ପ୍ରକାରର ସମସ୍ଯା ଆସିବାକୁ ଦିଅନ୍ତି ନାହି । ଯଦି ଏମାନଙ୍କ ଜୀବନରେ କେବେ ବି ସମସ୍ଯା ଆସିଯାଏ ଏବେ ମହାଦେବ ନିଜେ ରକ୍ଷା କରନ୍ତି ।

୨- C ନାମର ବ୍ୟକ୍ତି : ଏହି ନାମରୁ ଆରମ୍ଭ ହୋଇଥିବା ବ୍ୟକ୍ତି ଏମାନେ ମହାଦେବଙ୍କ ଅଂଶ ହୋଇଥାନ୍ତି । ଏହି ବ୍ୟକ୍ତିଙ୍କର ପ୍ରତେକ କ୍ଷେତ୍ରରେ ଭୋଳାନାଥ ସାହାଜ୍ୟ କରିଥାନ୍ତି । ଏମାନଙ୍କ ସହ ଶତ୍ରୁତା କରୁଥିବା ବ୍ଯକ୍ତିର ଖରାପ ସମୟ ଜଲ୍ଦି ଆରମ୍ଭ ହୋଇଯାଏ ।

୩- J ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କ ଭକ୍ତ ହୋଇଥାନ୍ତି । ଏମାନେ ମହାଦେବ ଙ୍କ ଆରାଧନା କରିଥାନ୍ତି । ପ୍ରଭୁ ଶିବ ବି ଏମାନଙ୍କ ପୂଜାର ସନ୍ତୁଷ୍ଟ ହୋଇଥାନ୍ତି । ଏମାନଙ୍କୁ ସବୁ ବାଧାରୁ ମୁକ୍ତି ଦେଇଥାନ୍ତି । ମହାଦେବ ଏମାନଙ୍କ ଜୀବନରେ କେବେ ବି ସମସ୍ଯା ଆସିବାକୁ ଦିଅନ୍ତି ନାହି ।

୪- P ନାମର ବ୍ୟକ୍ତି : ଏହି ନାମର ଆରମ୍ଭ ହୋଇଥିବା ବ୍ୟକ୍ତି ଙ୍କ ଉପରେ ଭୋଳାନାଥ ସର୍ବଦା ପ୍ରସନ୍ନ ଅହିଥାନ୍ତି । ଏମାନଙ୍କୁ ସବୁ ସମସ୍ୟାରୁ ବାହାରିବା ପାଇଁ ମହାଦେବ ରାସ୍ତା ବନାଇ ରଖିଥାନ୍ତି ।

୫- S ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ମନରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କ ଉପରେ ମହାଦେବଙ୍କ କୃପା ସବୁବେଳେ ରହିଥାଏ  ଯାହାର କାରଣରୁ ଏମାନଙ୍କୁ କେବେ ବି ସମସ୍ୟାର ସାମ୍ନା କରିବାକୁ ପଡେ ନାହି । ମହାଦେବ ଏମାନଙ୍କୁ ସବୁ କ୍ଷେତ୍ରରେ ସାହାଜ୍ଯ କରନ୍ତି ।

୫- V ନାମର ବ୍ୟକ୍ତି : ଯେଉଁ ବ୍ୟକ୍ତିଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ଏମନାଙ୍କୁ ମହାଦେବ ସବୁବେଳେ ଖୁସି ରେ ରଖିଥାନ୍ତି । ଯଦି କେହି ଏମାନଙ୍କ ସହ ଶତ୍ରୁତା କରିଥାଏ ତ ଏମାନଙ୍କୁ ମହାଦେବଙ୍କ କ୍ରୋଧର ଶିକାର ହେବାକୁ ପଡିଥାଏ । ଏମାନେ ମହାଦେବଙ୍କ ଅତି ପ୍ରିୟ ହୋଇଥାନ୍ତି । ଏମାନଙ୍କ ଉପରକୁ ମହାଦେବ କେବେ ବି ସମସ୍ଯା ଆସିବାକୁ ଦିଅନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *