ଜାନୁଆରୀ 24 ତାରିଖ ମାଡି ଆସୁଛି ଅନ୍ଧକାର! Malikaରେ ଲେଖା ଅଛି ଭବିଷ୍ୟବାଣୀ

ପଶ୍ଚିମ ଦିଗରୁ ଆରମ୍ଭ ହେବ କଳିଯୁଗର ବିନାଶ । ଆସିବ ବଡ ପ୍ରଳୟ । ବିଜ୍ଞାନ ହାର ମାନିବ । ବୈଜ୍ଞାନିକ ଜନ୍ତ୍ର ସବୁ ଅଚଳ ହେବ । ସାଟେଲାଇଟ ସିଷ୍ଟମ ଅଚଳ ହେବ । ମୋବାଇଲ ହାତର ଖେଳଣା ପାଲଟିବ । ହଁ ଦର୍ଶକ ଅନ୍ଧୁ କଥା ମାଳିକାରେ ଲେଖା ଅଛି । ଆଉ ଏବେ ନାସା ବି ଏହି କଥାକୁ ସ୍ବୀକୃତି ଦେଇଛି । ନାସାର ବୈଜ୍ଞାନିକ ମାନେ ଜାରି କରିଛନ୍ତି ଭୟାନକ ତଥ୍ୟ କଳିଯୁଗ ବିଷୟରେ ।

ଯାହା ୬୦୦ ବର୍ଷ ପୂର୍ବରୁ ପଞ୍ଚସଖାଙ୍କ ଦ୍ଵାରା ଲିଖିତ ମାଳିକାରେ ଏହି ତଥ୍ୟ ରହିଛି । ସୌର ଝଡ ମାଡି ଆସୁଛି । ସମଗ୍ର ବିଶ୍ଵର ଧ୍ଵଂସ ଲୀଳା କରିବ ସୌର ଝଡ । ଏହି ସୌର ଝଡ ସାଟେଲାଇଟ ସହ ବିଦ୍ୟୁତ ସିଷ୍ଟମକୁ ନଷ୍ଟ କରିବ ବୋଲି ନାସା ଚେତାବନୀ ଦେଇସାରିଛି । ମହାପୁରୁଷ ଅଚ୍ୟୁତାନନ୍ଦ ଦ୍ଵାରା ମାଳିକାରେ ଏହାର ପ୍ରମାଣ ରହିଛି । ମହାପୁରୁଷ କହିଛନ୍ତି ଅକାଳରେ ନଦୀ ବଢିବ କୁହୁଡି ମାଡି ଆସିବ ।

ଯେଉଁ ସମୟରେ ନଦୀ ବଢି ସେତେବେଳେ ଏହି ଘଟଣା ଘଟିବ। ମହାପୁରୁଷ ଆଗକୁ ଲେଖିଛନ୍ତି ସୌର ଝଡ ମଧ୍ୟ ବି ହେବ ଆଉ ସମୁଦ୍ର ଜୁଆର ହଠାତ ମାଡି ଆସିବ ଜନବସତିକୁ । ବିଜ୍ଞାନ କଥା ଫେଲ ହୋଇପାରେ କିନ୍ତୁ ମାଳିକା କଥା ସତ୍ୟ ଅଟେ ଯାହା ଦିନକୁ ଦିନ ସତ୍ୟ ହେବାରେ ଲାଗିଛି । ଆଗକୁ ଝାଡା ବାନ୍ତି ରୋଗ ବ୍ୟାପୀବ ବୋଲି ମାଳିକା ରେ ଲେଖା ହୋଇଛି । ଆଉ ମହାମାରୀ ଏବେ ଫେରି ଆସିଛି ।

ମହାପୁରୁଷ ଲେଖିଛନ୍ତି ଯାହା ତାହା ଏବେ ବିଜ୍ଞାନ କହୁଛି । ୨୦୨୩ରେ କୋରୋନା ପୁଣି ତାଣ୍ଡବ ରଚିବାକୁ ଆସୁଛି । ସମଗ୍ର ବିଶ୍ଵରେ ପୁଣି ଲକ ଡାଉନ ହେବ ଯାହା ମାଳିକା କହିଛି ଗୋଟି ଗୋଟି କରି ସତ ହେଉଛି । ଚୀନରେ ଏବେ ଧ୍ଵଂସ ଲୀଳା ଚାଲିଛି । ଶବ ସତ୍କାର କରିବାକୁ ଜାଗା ନାହି ଚୀନ ରେ । ଶବ ର ପାହାଡ ସୃଷ୍ଟି ହୋଇଛି ଚୀନ ରେ । ନାସା ର କହିବା ଅନୁଯାୟୀ ସୌର ଝଡ ଫଳରେ ଚାରି ଆଡେ ଅନ୍ଧାର ହେବ ।

ବନ୍ୟ ପଶୁ ପ୍ରବେଶ କରିବେ କାହା ମାଳିକା ରେ ବି ଲେଖା ଅଛି । ଯେତେବେଳେ ସାତ ଦିନ ସାତ ରାତି ଅନ୍ଧାର ହେବ ସେତେବେଳେ ଶିଆଳ କୁକୁର ପସିବେ । ତେବେ ମହାପୁରୁଷ ବି କହିଛନ୍ତି ଯେବେ ସାତ ଦିନ ସାତ ରାତି ହେବ ସେତେବେଳେ ସମସ୍ତେ ହରି ନାମ ଜପିବେ । ସେତେବେଳେ ମାଳିକା ର ସତ୍ୟତା କୁ ନେଇ ମଣିଷ ଭାବିବ ।

ଏହି ଘଟଣା ଘଟିବ ୨୦୨୫ ମସିହା ଜାନୁଆରୀ ୨୪ ତାରିଖ ରେ ଯାହା ନାସା କହିଛି । ଏହାର ଅର୍ଥ ହେଉଛି ମାଳିକା ସଦା ସର୍ବଦା ସତ୍ୟ । ତେଣୁ ପଇସା ପଛରେ ନ ଗୋଡାଇ ହରି ନାମ ଜପ କରିବା ଆରମ୍ଭ କରି ଦିଅନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *