କେଉଁ ଜାଗାରେ ରୋଷେଇ ଘର ରହିବା ଉଚିତ, ଦେଖନ୍ତୁ ସଂପୂର୍ଣ୍ଣ Vastu Shastra

ଆମେ ଜାଣିଛେ ରୋଷେଇ ଘର ଖୁବ ଗୁରୁତ୍ଵ ପୂର୍ଣ ଅଟେ । ଗୃହିଣୀ ମାନଙ୍କ ରୋଷେଇ ଘର ସହ ସବୁ କାମ ଜଡିତ ଥାଏ । ଏହା ଐଶାନ୍ୟ କୋଣ ରେ ରହିବା ନିହାତି ଦରକାର ଅଟେ । ଯଦି ଦେଖିବା ପାଇଁ ଯିବା ତ ଏହି ରୋଷେଇ ଘର ବାସ୍ତୁ ଶାସ୍ତ୍ର ଅନୁସାରେ ଅଲଗା ଜାଗାରେ ରହିଲେ ଅସୁବିଧା ହୋଇ ଥାଏ । ଆଜି ଆମେ କହିବା ପାଇଁ ଯାଉଛୁ କି କେଉଁ ସବୁ ପ୍ରକାର ପରିଣାମ ପାଇବା । ଆପଣ ଯଦି ଏହି ଜାଗାରେ କିଛି ତେବେ ଆପଣ ଏବେ ଏହାର ଧ୍ୟାନ ଦେବେ କି କେଉଁ ଦିଗକୁ ମୁହଁ କରିକି ଆପଣ ରୋଷେଇ କରୁଛନ୍ତି ।

କେଉଁ ଦିଆଗକୁ ଆପଣ ମୁହଁ କରିକି ଖାଉଛନ୍ତି ଏହା ସବୁ ଛୋଟ କଥା ହୋଇଥିଲେ ମଧ୍ୟ ଏହାର ମହତ୍ଵ ଅଛି । ଆପଣ ଯଦି ଏହି ସବୁର ଧ୍ୟାନ ନ ରଖିବେ ତେବେ ଆପଣ ଖୁବ ଖରାପ ପ୍ରଭାବ ପାଇବେ ।

ଯଦି ଏହା ଏସୋନ୍ୟ କୋଣ ରେ ଅଛି ତେବେ ଆପଣ ନିଶ୍ଚିତ ଭାବେ ଭଲ ପରିଣାମ ପାଇବା ଅସହ ମହିଳା ମାନଙ୍କ ମନରେ ସବୁ ବେଳେ ଶାନ୍ତି ବଜାୟ ରହିବ । ଯଦି ଏହା ଦକ୍ଷିଣ ଦିଆଗରେ ଅଛି ତେବେ ଘର ମାଲିକ ଖୁବ ରାଗି ହେବା ସହ ଆପଣଙ୍କ ଘରେ ଅଶାନ୍ତି ଲାଗି ରହି ଥାଏ ।

ପ୍ରାୟ ସମୟରେ ଦେହ ଖରାପ ହେବା ଭଳି ସମସ୍ଯା ମଧ୍ୟ ହୋଇ ଥାଏ । ନାଇରିକ କୋଣରେ ରୋଷେଇ ଘର ଥିଲେ ମାଲିକିଆଣୀ ଖୁବ ଚଞ୍ଚଳ ଓ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ଯଦି ପଶ୍ଚିମ ଦିଗରେ ଏହା ଥାଏ ତେବେ ଏହି ଘରର ମହିଳା ମାନେ ଖୁବ ଭଲ ପରିଣାମ ପାଇ ଥାନ୍ତି ସେମାନେ ସବୁ ବେଳେ ହସ ଖୁଶିରେ ରହବ ଅସହ ନିଜ ଝିଅ ଓ ବୋହୁ ମାନଙ୍କ ପାଖରୁ ସେ ଖୁଶି ପାଇ ଥାନ୍ତି । ଯେଉଁ ଘରର ରୋଷେଇ ଘର ବାୟବ କୋଣରେ ରହିଥାଏ ସେହି ଘର ର ମହିଳା ମାନେ ଖୁବ ରୋମାଣ୍ଟିକ ହୋଇଥାନ୍ତି । ସେହି ମାନାଙ୍କ ବହୁ ବନ୍ଧୁ ମଧ୍ୟ ଥାନ୍ତି ।

ଯେଉଁ ମାନଙ୍କ ରୋଷେଇ ଘର ଏହି ଦିଗରେ ଥାଏ ତେବେ ସେମାନ ଙ୍କ ଘରେ ଥିବା ମହିଳା ମାନଙ୍କ ଗର୍ଭ କୁ ନେଇକି ଅନେକ ସମସ୍ଯା ହୋଇଥାଏ । ତେବେ ସେମାନେ ଏହା ପାଇଁ ଖୁବ ଖରାପ ପରିଣାମ ପାଇଥାନ୍ତି । ଉତ୍ତର ଦିଗରେ ଥିବା ରୋଷେଇ ଘର ରେ ଥିବା ପରତିବାର ରେ ସବୁ ପ୍ରକାର ଖୁଶି ଥାଏ । ସେହି ଘରେ ଥିବା ମହିଳା ମାନଙ୍କ ସ୍ୱାସ୍ଥ୍ୟ ସର୍ବଦା ଭଲ ରହେ । ଏହି କୋଣରେ ରୋଷେଇ ଘର ଥିଲେ ପୁରୁଷ ମାନେ ଖୁବ ଚରିତ୍ରବାନ ହୋଇଥାନ୍ତି ଓ କର୍ମଠ ଥାନ୍ତି । ଏହି ଘରେ ସବୁ ବେଳେ ଭଲ ବ୍ୟାପାରୀ ସୃଷ୍ଟି ହୋଇଥାନ୍ତି । ତେବେ ଆପଣ ଯଦି କେଉଁ ଅନ୍ୟ ଦିଗରେ ନିଜର ରୋଷେଇ ଘର କରିଛନ୍ତି ତେବେ ଏହାକୁ ଆପଣ ଏହାକୁ ବଦଳାଇ ପାରିବେ ।

Leave a Reply

Your email address will not be published. Required fields are marked *