କେଉଁ କର୍ମ କଲେ ମିଳିଥାଏ କୁକୁର ଜନ୍ମ ? ପୁରୁଷ ମାନେ ନିଶ୍ଚୟ ଦେଖନ୍ତୁ, ଏହି 3ଟି ଭୁଲ କରନ୍ତୁ ନାହିଁ- Garuda Purana

କୁକୁର ଜନ୍ମ କଣ ପାଇଁ ମିଳି ଥାଏ । ଆମ ଶାସ୍ତ୍ର ରେ ଏହା ଲେଖା ହୋଇଛି କି ଆମେ ଯଦି ମରୁଛେ ଏହା ପରେ ପରେ ଆମ ଭାଗେ ଆମ ପାଇଁ ଦଣ୍ଡ ବିଧାନ ଅକରିକି ରଖୁଛି । ଏହା ପାଇଁ ଆମେ ଆମକୁ ଅଲଗା ଅଲଗା ଯୋନିରେ ଜନ୍ମ ନେବାକୁ ପଡିଥାଏ । କେବଳ ସେମାନେ ମୁକ୍ତି ପାଇ ଥାନ୍ତି ଯେଉଁ ମାନେ ଭଗବାନ ଙ୍କ ଆସ୍ଥାକୁ ବଞ୍ଚାଇ ପାରନ୍ତି ନିଜ ମନରେ । ତେବେ ଯଦି ଦେଖିବା ପାଇଁ ଯିବା ତ କୁକୁର ଜନ୍ମ ଆମେ କଣ ପାଇଁ ଥାଉ ଏହା ଅକନ ପୂଣ୍ୟ କଲେ ମିଳେ କି ପାପ କରିଲେ ଏହା ଆମକୁ ମିଳିଥାଏ ।

ଯଦି ଆମେ ଅଧିକା ପାପ କରୁଛେ ତାହା ଦ୍ଵାରା ଆମେ ଆମ କଥା କାହାକୁ କହି ପାରିବା ନି । ଆମ ମଳ ମୁତ୍ର କୁ ଆମେ ଚାଟି ଥାଉ । ଏହା ଅପଛରେ ଏକ କାହାଣୀ ମଧ୍ୟ ଅଛି । କୁକୁର ଥରେ ଭଗବାନ ଶ୍ରୀ ରାମ ଙ୍କ ଦରବାର କୁ ଆସିଥିଲା । ସେ ପ୍ରଥମ ଥର ଏହାକୁ ସେଠାରୁ ପଠାଇ ଦେଇଥିଲେ ।

ମାତ୍ର ପୁଣି ସେ ବାର ସେହି ଜାଗାକୁ ଆସିବା ଦ୍ଵାରା ବାଧ୍ୟ ହୋଇକି ରାମ ଚନ୍ଦ୍ର ତାକୁ ଭିତରକୁ ଆଣିବା କୁ କହିଲେ । ମାତ୍ର କୁକୁର କହିଲା କି ମୋର କେଉଁ ଭି ପବିତ୍ର ଜାଗାକୁ ଯିବାର ଯୋଗ୍ୟତା ନାଇ ତେଣୁ କରି ନ୍ହାଗାବାନ ମୋ ପାଖକୁ ଆସିବା ଭଲ ହେବ ।

ଭଗବାନ ତା ପାଖକୁ ଆସିବା ପରେ ସେ କହିଲା ହେ ପ୍ରଭୁ ମୁ କାହାର କିଛି କରିନି ତଥାପି ଏକ ସାଧୁ ମତେ ମାରିକି ଆହାତ କରିଛି ମୁ ନ୍ୟାୟ ଚାହେଁ । ଭଗବାନ ସେହି ସାଧୁ ଙ୍କୁ ଡାକିଲେ ଓ ତାଙ୍କୁ ପଚାରିବା ରୁ ସେ କହିଲେ ଏହା ମଧ୍ୟାହ୍ନ ସମୟ ଥିଲା ଓ ମୁ ଭୁକିଲା ଥିଲି ଖାଦ୍ୟ ନେଇକି ଯାଉ ଥିବା ବେଳେ ଏହି କୁକୁର ଆସିକି ମୋର ଖାଇବା କୁ ଛୁଇଁ ଦେଇ ଚାଲି ଗଲା ।

ଯାହା ପାଇଁ ମୁ ରାଗିକି ତାକୁ ପଥର ମାରି ଦେଲି । ରାମଚନ୍ଦ୍ର କହିଲେ କି ଏହା ତାର ପ୍ରକୃତି ଅଟେ । ତେଣୁ ଏହା ତାର ଭୁଲ ନାଇ । ତୁମେ ଦୋଷୀ ତା ପରେ କୁକୁର କୁ କହିଲେ କି ତୁମେ ଏହାର ଦୋଷ ସ୍ଥିର କର । ସେ କହିଲା କି ଏହାଙ୍କୁ ଏକ ଶିବାଳୟ ର ମାଲିକ କରି ଦିଆ ଯାଉ ଯାହା ଦ୍ଵାରା ତାଙ୍କୁ ମାଲିକ କରାଗଲା ।

ସବୁ ଆଶ୍ଚର୍ଯ୍ୟ ହୋଇଲେ । ଏହାର ଉତାର ଦେଇକି କୁକୁର କହିଲା କି ଏହା ସତ କଥା ଅଟେ କି ଯଦି ଆମେ ପାପ କରିବା ତ କୁକୁର ଜନ୍ମ ନେବା ଯଦି ଅଧିକା ଲୋଭ ଅକରିବା କିମ୍ବା କାହା ଧନ ଉପରେ ଆମେ ନଜର ରଖିବା ତେବେ ଏହା ଆମ ପାଇଁ ଖରାପ ହୋଇ ପାରେ । ତେଣୁ ମୁ ଜାଣିକି ଏହି ଭଳି କଲି କି ତା ମନରେ ଲୋଭ ଆସିଲେ ସେ ଭୁଲ କାଲେ ଆର ଜନ୍ମ ରେ କୁକୁର ହୋଇକି ଜନ୍ମ ନେବ ।

Leave a Reply

Your email address will not be published. Required fields are marked *