ଜୀବନରେ କୋଟିପତି ହେବା ପାଇଁ ଲାଜ ନକରି ଥରେ ନିଶ୍ଚୟ କରନ୍ତୁ ଏହି 1 କାମ, ସଫଳତା ପାଦ ଛୁଇଁବ- Chanakya Niti

ଚାଣକ୍ୟ ନୀତି ଅନୁସାରେ ଆପଣ ଏକ ଭୁଲ କାମ କରି ମଧ୍ୟ ସେଥିରେ ସଫଳତା ହାସଲ କରିପାରିବେ । ଆପଣ ସେହି କର୍ମ ପୁରା ଲାଜ ଛାଡି କରିବା ଫଳରେ ସେଥିରେ ନିଶ୍ଚୟ ସଫଳତା ହାସଲ କରିବେ ଓ ଆପଣ ବହୁତ ଶୀଘ୍ର କୋଟିପତି ହୋଇଯିବେ ।

ଆପଣ ଗୋଟିଏ ଜିନିଷ ମାଗିବାରେ କେବେ ହେଲେ ଲାଜ କରନ୍ତୁ ନାହିଁ କାରଣ ଯଦି ଆପଣ ଏହା କରୁଛନ୍ତି ତେବେ ସେଥିରେ ଆପଣଙ୍କୁ ସଫଳତା ମିଳିବ ନାହିଁ । ଏହା ଶାସ୍ତ୍ରରେ ମଧ୍ୟ ଲେଖା ଯାଇଛି କି ଆପଣ ଯଦି ଏହି ଜିନିଷ ମାଗିବାରେ ଲାଜ କରେ ତାକୁ କେବେ ହେଲେ ସଫଳତା ମିଳି ନଥାଏ ଓ ସନ୍ତୁଷ୍ଟ ମଧ୍ୟ ମିଳେ ନାହିଁ । ମହାର୍ଶ୍ରୀ ଚାଣକ୍ୟ ମାନବ ସମାଜ ପାଇଁ ଯେଉଁ ସବୁ କଥା ପୁରାଣରେ ଲେଖିଛନ୍ତି ଏହାକୁ ଯେଉଁ ବ୍ୟକ୍ତି ପାଳନ କରିବେ ତେବେ ସେ ଜୀବନରେ କେବେ ହେଲେ ଅସଫଳ ହେବ ନାହିଁ ।

ସେ ଯେଉଁ କାର୍ଯ୍ୟ କରିବେ ସେଥିରେ ତାକୁ କେହି ହରାଇ ପାରିବେ ନାହିଁ ଓ ବହୁତ ଶୀଘ୍ର ସଫଳତା ହାସଲ କରିବେ । ଆଜି ଆମେ ଆପଣଙ୍କୁ କହିବୁ କେଉଁ ଜିନିଷ ମାଗିବାରେ କେବେ ହେଲେ ଲାଜ କରିବେ ନାହିଁ ଓ ଖାସ କରି ପୁରୁଷ ବ୍ୟକ୍ତି ମାନେ । ଭୋଜନ କରିବା ସମୟରେ ଚାଣକ୍ୟଙ୍କ ନୀତି ଅନୁସାରେ କେବେ ହେଲେ ଲାଜ କରିବା କଥା ନୁହେଁ ।

ଯେଉଁ ଲୋକ ମାନଙ୍କୁ ଖାଇବାରେ ଲାଜ ଲାଗିଥାଏ ସେମାନେ ସବୁବେଳେ ଖାଲି ପେଟରେ ଶୋଇଥାନ୍ତି ଓ ଏହା ତାଙ୍କ ପାଇଁ ଏକ ବହୁତ ବଡ ଅସୁବିଧା ଅଟେ । କାରଣ ଭୋକିଲା ଥିବା ବ୍ୟକ୍ତି ସବୁ ବେଳେ ରାଗି ଥାଏ । ଯଦି ଆପଣ ଭୋଜନରେ ଲାଜ କରୁଛନ୍ତି ତେବେ ଏହା ବହୁତ ବଡ ଭୁଲ ଅଟେ ଓ ଏଥିରେ ଭୋଜନର ଅପମାନ ହୋଇଥାଏ ।

ସ୍ଵାମୀ ଓ ସ୍ତ୍ରୀଙ୍କ ଝଗଡା ସମୟରେ କେବେ ହେଲେ ଏହିପରି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ବଡ ଅସୁବିଧାରେ ପଡିବେ । ପ୍ରେମ ସମ୍ବନ୍ଧ ଭଲ ରଖିବାକୁ ହେଲେ ନିଜ ଭିତରେ ଭଲ ବୁଝାମଣା ରହିବା ଦରକାର । ଯେଉଁମାନେ ସମ୍ବନ୍ଧ ବନାଇବା ସମୟରେ ଲାଜ କରିଥାନ୍ତି ଓ ସେମାନେ ନିଜେ ନିଜ ଭିତରେ ବହୁତ ଭାବିଥାନ୍ତି ତାଙ୍କ ମଧ୍ୟରେ ତୃତୀୟ ଲୋକ ପସିଯାଏ ।

ଅର୍ଥାତ ପୁରୁଷ ସାଙ୍ଗରେ କେହି ଅନ୍ୟ ନାରୀ ଓ ନାରୀ ସାଙ୍ଗରେ କେହି ଅନ୍ୟ ପୁରୁଷ ପସିଥାନ୍ତି । ସେଥିପାଇଁ ସମ୍ବନ୍ଧ ସମୟରେ କେବେ ହେଲେ ଲାଜ କରନ୍ତୁ ନାହିଁ । ନିଜ ଭିତରେ ଭଲ ବୁଝାମଣା ରଖନ୍ତୁ । ଏଥିରେ ଦୁଇ ଜଣଙ୍କର ହିଁ ଭଲ ହେବ । ନଚେତ ବଡ ଅସୁବିଧା ହୋଇପାରେ । ଗୁରୁଙ୍କ ଠାରୁ ଜ୍ଞାନ ନେବା ସମୟରେ ବା କୌଣସି ବଡ ବ୍ୟକ୍ତିଙ୍କ ଠାରୁ ଜ୍ଞାନ ନେବା ସମୟରେ କେବେ ହେଲେ ଲାଜ କରିବେ ନାହିଁ ।

ଚାଣକ୍ୟଙ୍କ କହିବା ଅନୁସାରେ ଜ୍ଞାନ ନେବା ସମୟରେ କେବେବି ଲାଜ କରନ୍ତୁ ନାହିଁ । କାରଣ ଯେଉଁ ବ୍ୟକ୍ତି ଜ୍ଞାନ ନେବା ସମୟରେ ଲାଜ କରେ ତାର ଜ୍ଞାନ ଅଧା ରହି ଯାଏ ଓ ଏହି ବ୍ୟକ୍ତି ତାଙ୍କ ଜୀବନରେ କେବେ ହେଲେ ସଫଳତା ପାଇ ନଥାନ୍ତି । ଏହି ଅଧା ଥିବା ଜ୍ଞାନ ନିଜର ସବୁଠୁ ବଡ ହାରିବା ବୋଲି ମନାଯାଏ ଓ ଏହା ସବୁଠୁ ବଡ କମ୍ଜୋରି ମଧ୍ୟ ମାନାଯାଏ ।

ଯେକୌଣସି ବ୍ୟକ୍ତି ହେଉନା କାହିଁକି ସେତାର ଦେଇଥିବା ଧନ ନିଶ୍ଚିତ ଭାବରେ ମାଗିବା କଥା । କାରଣ ଯେଉଁ ମାନେ ନିଜ ଟଙ୍କା ମାଗିବାରେ ଲାଜ କରିଥାଏ ସେ କେବେ ହେଲେ ଧନୀ ହୋଇନଥାଏ । ଏଥିରେ ଆପଣ ପୁରା ଦରିଦ୍ର ହୋଇପାରନ୍ତି । ସେଥିପାଇଁ କେବେ ହେଲେ ଏପରି କରନ୍ତୁ ନାହିଁ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *