ଆମେ ମାନେ ସାଧାରଣ ଭାବେ କୁକୁର ମାନଙ୍କ ଭୁକିବା କୁ ଅଶୁଭ ମାନି ଥାଉ ଏହାର କାରଣ ମାନେ ମଧ୍ୟ ଅଛି କି ? ଆଜ୍ଞା ହଁ ଏହାର ମାନେ ଅଛି । ଆମେ ଜାଣିଛୁ ଯେ ଯେତେବେଳେ ରାତି ହେଲେ ଆମେମାନେ କହି ଥାଉ କି ଯଦି କେହି ରାତିରେ କୁକୁର ମାନଙ୍କୁ ବ୍ଭୁକିବାର ଦେଖି ଥାନ୍ତି ସେମାନେ ଏହା ମଧ୍ୟ ଭାବି ନେଇ ଥାନ୍ତି କି ସେମାନେ କିଛି ଅସୁରକ୍ଷିତ ଅନୁଭବ କରିଛନ୍ତି । ଏହା ସହ ଏହା ମଧ୍ୟ ସେମାନେ ଭାବି ଥାନ୍ତି କି କିଛି ଖରାପ ଶକ୍ତି ସେମାନଙ୍କ ପାଖରେ ଅଛି ।
କିଛି ଜଣ ରାତିରେ ବାହାରକୁ ଯିବା ପାଇଁ ଡରି ଥାନ୍ତି ଏହାର କାରଣ ହେଉଛି କି ଯେଉଁ ମାନେ ନିଜକୁ ସବୁ ବେଳେ ସୁରକ୍ଷିତ ରଖିବା ପାଇଁ ଚାହିଁ ଥାନ୍ତି ସେମାନେ ଡଋ ଥାନ୍ତି । ପୁରାଣରେ ଏହା ମଧ୍ୟ ବର୍ଣ୍ଣନା କରା ଯାଇଛି କି କୁକର ଭୈରବର ସବାରି ଥାଏ ବୋଲି ମଧ୍ୟ କୁହାଯାଇଥାଏ ।
ଏହା ସହ ଆପଣମାନେ ଏହା ମଧ୍ୟ ଜାଣି ଥିବେ କି ଏହାଙ୍କୁ କୁହାଯାଏ କି ଧର୍ମ ରାଜା ଯୁଧିଷ୍ଠିର କହିଛନ୍ତି କି କୁକର ଏକ ବିଶ୍ଵସ୍ତ ପ୍ରାଣୀ ଅଟେ । କୁକୁରଙ୍କୁ ଆମେ ଯାହାଭି ଖାଇବା ପାଇଁ ଦେଇ ଥାଉ ସେ ତାକୁ ଖାଇବା ପରେ ନିଜ ମାଲିକର ବଫାଦାରି କରିଥାଏ ।
ଏହା ପରେ କୁହାଯାଏ କି କୁକୁରମାନଙ୍କ ସହ ଯେଉଁ ମାନେ ନିଜର ଖାଇବା ଦେଇ ଥାନ୍ତି ସେମାନଙ୍କ ରୁଣ ସୁଝିବା ପାଇଁ ସେମାନେ ନିଜ ଜୀବନ ମଧ୍ୟ ଦେଇ ପାରନ୍ତି । ତେବେ ଯେଉଁ ଭଳି ଭାବେ ଆମେ କେତେବେଳେ କେମିତି ଅନୁଭବ କରିଥାଉ କି ଆମ ଆଖ ପାଖରେ କେହି ରହିବା ଅଭଳି ସେଇ ଭଳି ଭାବେ କୁକୁର ମାନେ ନିଜ ଆଖ ପାଖରେ ଖରାପ ନକାରାତ୍ମକ ଶକ୍ତି କୁ ଅନୁଭବ କରିଥାନ୍ତି ।
ଏହା ସହ ଏହା ମଧ୍ୟ କୁହାଯାଇଥାଏ କି ଏମାନେ ସବୁ ବେଳେ ନିଜ ସାଥି ମାନଙ୍କ ସହ କଥା ହେବା ପାଇଁ ମଧ୍ୟ ଭୁକି ଥାନ୍ତି କେବଳ ଏତିକି ନୁହେଁ ସେମାନେ ନିଜ ପିଲା ମାନଙ୍କ ପାଇଁ ମଧ୍ୟ ଭୁକି ଥାନ୍ତି ।
ଏହା ସହ ଯଦି କୁକୁର ମାନଙ୍କର ସାଥିମାନେ କେଉଁ ଆଡେ ଚାଲି ଯାଇଥାନ୍ତି ସେମାନେ ତେବେ ସେମାନଙ୍କ ପାଖକୁ ଜୀବ ପାଇ ମଧ୍ୟ ଭୁଲି ଥାନ୍ତି ଏହା ସହ ଏହା ମଧ୍ୟ କୁହାଯାଏ କି ସେମାନେ ଅନ୍ୟ ଇଲାକାର କୁକର ମାନଙ୍କୁ ତଡିବା ପାଇଁ ମଧ୍ୟ ଭୁକି ଥାନ୍ତି ଏହା ତାଙ୍କ ପ୍ରକୃତି ଥାଏ ।
ଆପଣ ଯଦି ଦେଖିବେ ଘରେ କୁକୁର ପାଳି ଛନ୍ତି ତେବେ ଆପଣ ଯଦି ତାକୁ ଘରେ କିଛି ସମୟ ପାଇଁ ଛାଡି ଚାଲିଯିବେ ବାହାର ପଟୁ ବନ୍ଦ କରିକି ସେ ଭୁକିବା ଆରମ୍ଭ କରିଦେବ । ଏହା ଦ୍ଵାରା ଆପଣଙ୍କ କ୍ଷତି ହେବନି ଏହା ସେମାନଙ୍କ ଭଲ ପାଇବାର ଏକ ରୂପ ଥାଏ ବୋଲି କୁହାଯାଇଥାଏ ।