କୁମ୍ଭ ରାଶିର ବ୍ୟକ୍ତି କେଉଁ ବୟସରେ ମିଳିବ ଆପଣଙ୍କୁ ବଡ ସଫଳତା? କେବେ ହେବ ଭାଗ୍ୟୋଦୟ… ଶୀଘ୍ର ଦେଖନ୍ତୁ ସମୟ ବହୁତ କମ ଅଛି

ବନ୍ଧୁଗଣ ଆଜିର କଥାବସ୍ତୁ ହେଉଛି କୁମ୍ଭ ରାଶି ଥିବା ବ୍ୟକ୍ତି ବିଶେଷ ମାନଙ୍କର ସମୟ ବଦଳିବା ପାଇଁ ଯାଉଛି । କୁମ୍ଭ ରାଶିର ଭାଗ୍ୟ ବିଧାତା ହେଉଛନ୍ତି ନ୍ୟାୟର ଦେବତା ଭଗବାନ ଶନି । ଏହି ରାଶିରେ ଗ୍ରହ, ନକ୍ଷତ୍ର ମାନଙ୍କର ଅବସ୍ଥିତି ବଦଳିଥିବାରୁ ଏହାର ପ୍ରଭାବ ସିଧାସଳଖ ଏହି କୁମ୍ଭ ରାଶିର ଲୋକମାନଙ୍କ ଉପରେ ପଡିବ । ଯାହା ଦ୍ଵାରା କୁମ୍ଭ ରାଶିର ଲୋକମାନେ ଲୋମ ଟାଙ୍କୁରି ଉଠିବ ଓ ତାଙ୍କୁ ସମ୍ଭାଳିବା ପାଇଁ କାହାର ଆବଶ୍ୟକତା ପଡିପାରେ । ଏହି ରାଶିର ଲୋକ ମାନେ ଯେକୌଣସି ଯୋଜନାକୁ ସଫଳ କରିବା ପାଇଁ ଚାହୁଁଛନ୍ତି, ସେଥିପାଇଁ ସେମାନଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡୁଛି ।

ଯଦି ଆପଣ ମାନଙ୍କର ରାଶି ହେଇଥିବ ତାହେଲେ ଆପଣମାନେ ଜାଣିପାରିବେ, ଆପଣ ମାନଙ୍କ ପାଖରେ ସେହି ସକ୍ଷମତା ଅଛି, କିନ୍ତୁ କୌଣସି ପ୍ରକାର ସୁଯୋଗ ନ ମିଳିବାରୁ ଆପଣ ସବୁଥିରେ ପଛୁଆ ରହିଯାଉଛନ୍ତି । ଗୋଟିଏ ବିପଦରୁ ଆପଣମାନେ ମୁକ୍ତି ପାଉଥିବା ବେଳେ ଅନ୍ୟ ଏକ ସମସ୍ୟାର ସାମ୍ନା ଆପଣଙ୍କୁ କରିବା ପାଇଁ ପଡୁଛି । କୁମ୍ଭ ରାଶି ଲୋକମାନଙ୍କର ସମସ୍ତ ଆୟ, ବେୟ,ସ୍ଵାସ୍ତ ତଥା ସମସ୍ତ ପ୍ରକାର କାର୍ଯ୍ୟ ଉପରେ ଶନିଙ୍କର ନଜର ରହିଥାଏ ।

ଯଦି କୌଣସି ପ୍ରକାର ଶନିଙ୍କ ଚଳଣିରେ ପରିବର୍ତ୍ତନ ହୋଇଥାଏ, ତେବେ ଶନିଙ୍କ କୋପଦ୍ରୁଷ୍ଟି ଏହି ରାଶି ଉପରେ ପଡିଥାଏ । ଭଗବାନ ଶନିଦେବଙ୍କୁ କେବେ ଭୁଲିବା ଉଚିତ ନୁହେଁ ଏବଂ ତାଙ୍କର ନିତ୍ୟ ଆରାଧନା କରିବା ଉଚିତ । ଶନିଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ନିତ୍ୟ ଆରାଧନା କରିବା ଉଚିତ ନଚେତ ଆପଣମାନେ ହନୁମାନ ଚାଳିଶା ମଧ୍ୟ କରିପାରିବେ । କୁମ୍ଭରାଶିର ଲୋକମାନଙ୍କର ୩୨, ୪୦ ଓ ୫୮ ବର୍ଷ ବୟସରେ ସମୟ ବଦଳି ଥାଏ ।

ଏହି ବର୍ଷ ବୟସରେ ଭିତରେ ତାଙ୍କର ନିଜର ଘର, ଗାଡି, ଜମିବାଡି ସବୁ ଥାଏ । ୫୮ ବର୍ଷ ବୟସରେ ତାଙ୍କର ସମସ୍ତ ସଂଘର୍ଷ ଖତମ ହୋଇଯାଇଥାଏ, ଓ ସେମାନେ ସେବେଠାରୁ ହିଁ ଭଲ ଭାବରେ ନିଜ ଜୀବନକୁ ଉପଭୋଗ କରିଥାନ୍ତି । କୁମ୍ଭ ରାଶିର ୭୦% ଲୋକଙ୍କ ସଂଘର୍ଷ ଖତମ ହୋଇଥିବାବେଳେ, ଅନ୍ୟ କୁମ୍ଭରାଶି ଥିବା ଲୋକମାନଙ୍କର ଦୁଖର ଦିନ ସରିନଥାଏ ।

ସେମାନେ ବହୁତ ପରିଶ୍ରମ କରିଥାନ୍ତି ପରନ୍ତୁ ତାଙ୍କୁ ସଫଳତା ପ୍ରାପ୍ତ ହୋଇନଥାଏ । ସେହି ଲୋକମାନେ ଯଦି ନିଜର ସମସ୍ତ ମନସ୍କାମନା ପୂରଣ କରିବା ପାଇଁ ଚାହିଁଥାନ୍ତି, ତେବେ ସେମାନେ ଭଗବାନ ଶିବଙ୍କର ଶରଣ ପଶନ୍ତୁ ଓ ଶିବଙ୍କର ଉପରେ ପ୍ରତିଦିନ ପଞ୍ଚାମୃତ ଚଢାନ୍ତୁ । ଏହା ଦ୍ଵାରା ଭଗବାନ ଶିବ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ କରିବେ ।

ଯଦି ଆପଣଙ୍କର ବ୍ୟବସାୟରେ ଲାଭ ହେଉନଥାଏ, ତେବେ ଆପଣ ଏକ ଉପାୟ କରନ୍ତୁ ଏକ ତମ୍ବାର ପାତ୍ରରେ ଜଳ ପୂର୍ଣ ଭାବରେ ଭର୍ତ୍ତି କରି ତାକୁ ଢାଙ୍କି କରି ନିଜ କାର୍ଯ୍ୟ କ୍ଷେତ୍ରରେ ରଖିଦିଅନ୍ତୁ, ରାତି ସାରା ପାଣି ସେଠି ରହିଥିବ । ଆପଣ ସକାଳେ ସେଠାକୁ ଯାଇ ସେଇ ପାଣି ଆଣି ଏପରି ଏକ ଜାଗାରେ ପକାନ୍ତୁ, ଯେଉଁଠି କାହାର ପାଦ ସେଇ ପାଣି ଉପରେ ନପଡେ । ଏପରି ପ୍ରତିଦିନ କରିବା ଦ୍ଵାରା ଆପଣ ଆପଣଙ୍କ ଜୀବନରେ ଧୀରେ ଧୀରେ ଉନ୍ନତିର ସୋପାନ ଚଢିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ ଦ୍ଵାରା ମତାମତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *