କୁମ୍ଭ ରାଶିର ଲୋକଙ୍କ ଭବିଷ୍ୟ, ଜୀବନର ଖୁସି ଦୁଃଖ ସବୁ କିଛି ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ନାମର ପ୍ରଥମ ଅକ୍ଷର ଗୁ, ଗେ, ଗ, ସୁ, ସେ, ସୋ, ଆରମ୍ଭ ହୋଇଥାଏ ସେମାନେ କୁମ୍ଭ ରାଶିର ହୋଇଥାନ୍ତି । ଏ ରାଶି ଚକ୍ରର ଏଗାର ତମ ରାଶି ଅଟେ ଏହି ରାଶିର ସ୍ବାମୀ ଶନି ଅଟନ୍ତି । ଶାସ୍ତ୍ର ଅନୁସାରେ ରାଶିରୁ ବହୁତ କିଛି ଜାଣିହେବ । ଆଜି ଆମେ ଜାଣିବା କମ୍ଭ ରାଶି ବ୍ୟକ୍ତିଙ୍କ ଦଶଟି ଗୁଣ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରାଶିର ସ୍ବାମୀ ଶନି ଅଟନ୍ତି । ଶନି ମଣ୍ଡଳୀ ଗ୍ରହ ଅଟେ ଏହାର ରଙ୍ଗ ନୀଳ ଅଟେ । ତେଣୁ ଏହି ରାଶିର ଲୋକ ଗମ୍ଭୀରତା ହେବାକୁ ଚେଷ୍ଟା କରନ୍ତି ।

ଦ୍ବିତୀୟରେ କୁମ୍ଭ ରାଶିର ଲୋକ ବୁଦ୍ଧିମାନ ହେବାସହ ବୁଦ୍ଧିମାନ ଭଳି ବ୍ଯବହାର କରିଥାନ୍ତି । ସେମାନେ ପ୍ରକୃତିକୁ ବହୁତ ଭଲପାଆନ୍ତି । ନମ୍ବର ତିନି ଏହି ରାଶିର ଲୋକେ ସାହିତ୍ୟ କଳା ସଂଗୀତ ଦାନ କରିବା ପସନ୍ଦ ଅଟେ । ଏମାନଙ୍କ ସାହିତ୍ୟି ପ୍ରତି ପ୍ରେମ ଅତି ଉଚର । ନମ୍ବର ଚାରି ଏମାନେ କାହା ସହବି ଯଲ୍ଦି ସାଙ୍ଗ ହୋଇଯାଆନ୍ତି ।

ଏମାନେ ସାମାଜିକ କାଯ୍ୟକ୍ରମ ରେ ମନ ଦିଅନ୍ତି । ନମ୍ବର ପାଞ୍ଚ ଏମାନେ କେବଳ ବୁଦ୍ଧିମାନ ଲୋକଙ୍କ ସହ କଥା ହୁଅନ୍ତି । ନମ୍ବର ଛଅ ଏମାନଙ୍କ ବ୍ୟବହାର ସମସ୍ତଙ୍କୁ ନିଜ ଆଡକୁ ଟାଣି ଆଣେ । ସାତ ନମ୍ବରରେ କୁମ୍ଭ ରାଶିର ଲୋକ ବହୁତ ଭଲ ହୋଇଥାନ୍ତି ଏମାନଙ୍କ ବ୍ୟବହାର ସ୍ନେହପୂଣ୍ଣ ହୋଇଥାଏ ।

ନମ୍ବର ଆଠ ଏମାନଙ୍କ ରୁଚି ଭଲ ଖାଇବା ଓ ଭଲ ପିନ୍ଧିବା ଅଟେ । କହିବା ଅପେକ୍ଷା ଶୁଣିବାକୁ ପସନ୍ଦ କରନ୍ତି । ନଅ ନମ୍ବର ଏମାନେ ବହୁତ ସଚ୍ଚା ଅଟନ୍ତି ସେଥିପାଇଁ ଝିଅମାନେ ତାଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଏମାନେ ଯାହାଭି କରି ଥାନ୍ତି ଇମୋସନାଲ ହୋଇକି ଯଦି ଠିକ ଲୋକ ସାମନାରେ ଥାନ୍ତି ତେବେ ଏମାନେ ଅସୁବିଧାରୁ ବଞ୍ଚି ଯାଇ ପାରନ୍ତି କିନ୍ତୁ ଯଦି ଏମାନେ ଭୁଲ ଲୋକ ହାବୁଡରେ ପଡି ଯାଇ ଥାନ୍ତି ତେବେ ଏମାନେ ଅସୁବିଧାରେ ପଡିଥାନ୍ତି ।

ନମ୍ବର ଦଶ ଏମାନେ ନିଜ ଇଚ୍ଛାକୁ ଅନ୍ୟଜଣକୁ ଚେଷ୍ଟା କରନ୍ତି ନାହିଁ ନିଜ ଘର ଓ ପରିବାରକୁ ଭଲ ପାଇଥାନ୍ତି । କୁମ୍ଭ ରାଶି ବ୍ୟକ୍ତିଙ୍କର ଏହି ଦଶଟି ଗୁଣ ରହିଥାଏ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *