କୁମ୍ଭ ରାଶି ପାଇଁ 7ଟି ମହା ଉପାୟ, ସବୁ କାମ ଛାଡି ଏବେ ହିଁ ଦେଖନ୍ତୁ… ଜୀବନ ବଦଳିଯିବ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କୁମ୍ଭ ରାଶିର ବ୍ୟକ୍ତି କେଉଁ କାମ କରିଲେ ଭାଗ୍ୟ ଚମକିବ । ଏହି ଉପାୟ କରିଲେ ବହୁତ ଜଲ୍ଦି ଭାଗ୍ୟ ପରିବର୍ତ୍ତନ ହେବା ସହ ଜୀବନରେ ଖୁସି ରେ ରହିପାରିବେ । କୁମ୍ଭ ରାଶିର ବ୍ୟକ୍ତି ଧ୍ୟାନ ରଖନ୍ତୁ ଆପଣ ପ୍ରତେକ ଦିନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ସ୍ନାନ କରିବା ପରେ । ଏମିତି ହେଲେ ଜୀବନରେ ଉନ୍ନତି ପରେ ଉନ୍ନତି କରି ଚାଳିବେ ।

ଧ୍ୟାନ ରଖିବେ ଜଳ ସର୍ବଦା ତମ୍ବା ପାତ୍ରରେ ଅର୍ପଣ କରିବା ସହ ନାଲି ଫୁଲ ଦିଅନ୍ତୁ । ଜୀବନରେ ସବୁ ଦୁଖ ଦୁର ହେବ । ଆଉ ଏକ ଉପାୟ ହେଉଛି ରୂପାର କୌଣସି ଜିନିଷ ଧାରଣ କରନ୍ତୁ । ଏହା ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିଥାଏ । ଆଉ ଏକ କଥା ହେଉଛି ଆପଣ ଯେ ପର୍ଯ୍ୟନ୍ତ ସକ୍ଷମ ନ ଥିବେ ବା ପ୍ରାପ୍ୟ ଧନ ନ ଥିବ ସେ ପର୍ଯ୍ୟନ୍ତ ଆପଣ ନୂଆ ଘରର ଆରମ୍ଭ କରିବା ଠିକ ନୁହେଁ । ଏମିତି କରିଲେ ଧନ ଜନିତ ସମସ୍ଯା ଦେଖାଯିବ ।

ଧନର ଅଭାବ ଏପରି ହୋଇପାରେ କି ଆପଣ ଚିନ୍ତାରେ ଘେରି ହୋଇ ରହିବେ । ନଚେତ ଆପଣଙ୍କ ଘର କାମ ଅଧାରୁ ଅଟକିପାରେ । କେବେ ବି ଦକ୍ଷିଣ ମୁଖ ଘରକୁ କରିବେ ନାହି । ଯଦି କରିଛନ୍ତି ବା ଆପଣଙ୍କ ଘରର ମୁହଁ ଦକ୍ଷିଣ ଦିଗକୁ ହୋଇଛି ତେବେ ପରିବର୍ତ୍ତନ କରନ୍ତୁ । ଯଦି ଆପଣ ଦକ୍ଷିଣାମୁଖୀ ଘରରେ ରୁହନ୍ତୁ ଧନ ସମସ୍ଯା, ମାନସିକ ଅସାନ୍ତି, ଗୃହରେ କିଛି ଲୋକଙ୍କୁ ଜୀବନରେ ସଫଳତା ମିଳିବ ନାହି ।

ନୂଆ ଘର ତିଆରି ସମୟରେ କେବେବି ଦକ୍ଷିଣା ମୁହାଁ କରିବେ ନାହି । ଶନିଦେବଙ୍କର ପୂଜା ଓ ଉପବାସ କରିବାକୁ ହେବ ଆପଣଙ୍କୁ । କାରଣ ଶନି ଆପଣଙ୍କର ସ୍ଵାମୀ ଗ୍ରହ ଅଟନ୍ତି । ଧ୍ୟାନ ରଖନ୍ତୁ ସର୍ବଦା ଶନିଙ୍କ ସେବା ପୂଜା କରିବା ସହ ଉପାୟ ମଝିରେ ମଝିରେ କରନ୍ତୁ । ଶନିଙ୍କୁ ପ୍ରସନ୍ନ କରିଲେ ଜୀବନରେ ଉଚ୍ଚ ସ୍ତରରେ ଯିବା ସହ ଧନର ବୃଦ୍ଧି ହୋଇଥାଏ । ଶନି ଚାଳିଶାର ପାଠ କରନ୍ତୁ ।

ଆପଣ କେବେବି ମାଦକ ଦ୍ରବ୍ଯ, ବ୍ଯଭିଚାର, ପର ସ୍ତ୍ରୀ ଲୋଭ, ଖରାପ ପ୍ରବୃତ୍ତିର ଲୋକଙ୍କ ଠାରୁ ଦୂରରେ ରୁହନ୍ତୁ । ଖରାପ କାମ କରିଲେ ଖୁସିରେ ରହିପାରିବେ ନାହି । ସୁନାରେ ତିଆରି କିଛି ଜିନିଷ ଦହରଣ କରନ୍ତୁ ଯାହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହେବ । କୁମ୍ଭ ରାଶିର ବ୍ୟକ୍ତି ମିଛ କୁହନ୍ତୁ ନାହି । ଶନିବାରରେ ଶନିଦେବ ଓ ମଙ୍ଗଳବାରରେ ହନୁମାନଙ୍କର ପୂଜା କରନ୍ତୁ ।

ସୋମବାରରେ ଭଗବାନ ଶିବଙ୍କର ଦର୍ଶନ କରନ୍ତୁ । ଯଦି ମନ୍ଦିର ଯାଇପାରୁ ନାହାନ୍ତି ତେବେ ଘରେ ରହି ଆରାଧନା କରନ୍ତୁ । ଧର୍ମ କର୍ମରେ ଭରସା ରଖନ୍ତୁ । ଅସହାୟ ଲୋକଙ୍କୁ ଖାଇବାକୁ ଦିଅନ୍ତି । ନିଜର ଗୃହରେ ରହୁଥିବା ବୃଦ୍ଧ ବ୍ୟକ୍ତିଙ୍କୁ ସମ୍ମାନ ଦିଅନ୍ତୁ । ସ୍ତ୍ରୀଙ୍କୁ କେବେବି ଅପମାନ କରନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *