କୁମ୍ଭ ରାଶି ଅକ୍ଟୋବର ମାସରେ ସାବଧାନ ରୁହନ୍ତୁ! ଆସୁଛି ବଡ ସଙ୍କଟ… ସବୁ କାମ ଛାଡି ତୁରନ୍ତ ଦେଖନ୍ତୁ  

ଆପଣଙ୍କ ପାଇଁ ଖୁସି ଏହି ମାସରେ କଣ ସବୁ ନେଇକରୀ ଆସିବ ଆଉ କଣ ସବୁ ସାଧଧାନତା ରଖିବାକୁ ହେବ । କେଉଁ ବିଷୟ ପ୍ରତି ଆପଣଙ୍କୁ ସାବଧନ ରହିବାକୁ ପଡିବ । ଆଉ ତାର କିଛି ଉପାୟ ମଧ୍ୟ ଆଲୋଚନା କରାଯିବ । ଆପଣଙ୍କ ରାଶିର ଗ୍ରହ ଗୁଡିକର ଗୋଚର ଆପଣଙ୍କ ପାଇଁ ସାମାନ୍ଯ ହେବ । ଆପଣ ଭବିଷ୍ୟତରେ କିଛି ଭଲ ଫଳାଫଳା ମିଳିବ । ତା ସହିତ କିଛି କଥା ମଧ୍ୟ କିଛି ଆଶା ଅନୁଯାଇ ହେବ ନାହିଁ । ଅନ୍ୟ ପକ୍ଷରେ ଅଧୟନ ପକ୍ଷରେ ବହୁତ ଭଲ ହେବ, ଯଦି ଆପଣ ଟିକେ କଠିନ ପରିଶ୍ରମ କରିବେ ତେବେ ତାହା ବହୁତ ଭଲ ହେବ । ଏହି ମାସରେ ଆପଣଙ୍କ ପରିବାରରେ କିଛି ଅସନ୍ତୋଷ ଦେଖାଦେଇପାରେ ।


କାର୍ଯ୍ୟରେ ଅତ୍ୟଧିକ ବ୍ୟସ୍ତତା ଲାଗି ପରିବାରରେ ସମୟ ଦେଇପାରିବେ ନାହିଁ । ଏହି ଦିନ ଆର୍ଥିକ ପରିସ୍ଥିତି ମଧ୍ୟ ପ୍ରତିକୂଳ ରହିବ । ଏହିପରି ପରିସ୍ଥିତି ଲାଗି ଆୟ ଯେତିକି ହେବ ବ୍ୟୟ ତାଠୁ ଅଧିକ ହେବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ମାସ ଅଧିକ ଭଲ ରହିବ ନାହିଁ । ଏହିସବୁ ମଧ୍ୟରେ ସବୁଠୁ ଭଲ ଖବର ହେଉଛି ପ୍ରେମ ସମ୍ପର୍କ ପାଇଁ ଏହି ମାସ ସର୍ବୋତମ । ଏହି ମାସରେ ବୈବାହିକ ଜୀବନ ବହୁତ ଭଲରେ କଟିବ । ଯାହା ଆପଣଙ୍କୁ ଅସୁବିଧା ସମ୍ମୁଖୀନ ହେବା ପାଇଁ ସାହସ ପ୍ରଦାନ କରିବ । ଚାକିରି କ୍ଷେତ୍ର ହେଉ କି ବ୍ୟବସାୟ ଦୁଇଟି ଯାକ ଆପଣଙ୍କ ପାଇଁ ମିଳାମିଶା ରହିବ । ଅର୍ଥନୀତି ଦ୍ରୁଷ୍ଟି କୋଣରୁ ଏହି ମାସ ଟିକେ ସାଧାରଣ ରହିବ ।

ଆପଣଙ୍କ ରାଶିରେ ଥିବା ଗ୍ରହ ଗୁଡିକର ଗୋଚର ସୂଚାଉଚିକି ଆପଣଙ୍କ ସ୍ଥିତି ବହୁତ ତିକ୍ତ ରହିବ । କଠିନ ପରିଶ୍ରମ ଅନୁଯାୟୀ ଆପଣ ରୋଜଗାର କରିପାରିବେ ନାହିଁ । ଯଦି ଟଙ୍କା କୌଣସି ଜାଗାରୁ ଆସିବାର ଥିଲା । ଯାହା ଆପଣ ଆଶା କରିଥିଲେ ସେଥିରେ କିଛି ବାଧା ଆସିପାରେ । ଏହା ଆପଣଙ୍କ ମନରେ ନିରସା ଓ ଅସନ୍ତୋଷ ମଧ୍ୟ ହୋଇପାରେ । ଖର୍ଚର ବୃଦ୍ଧି ମଧ୍ୟ ଆପଣଙ୍କ ଚିନ୍ତାକୁ ବଢାଇପାରେ । ହଠାତ ଏମିତି କିଛି ହୋଇପାରେ ଯାହା ଆପଣ କିଛି ଭାବି ନଥିବେ । କିନ୍ତୁ ଅଧିକ ଚିନ୍ତା କରନ୍ତୁ ନାହିଁ । ଏହି ସମସ୍ଯା ମାତ୍ର କିଛି ଦିନ ପାଇଁ ହିଁ ରହିବ ।

କିଛି ସମସ୍ଯା ଏପରି ମଧ୍ୟ ଆସିବ ଯେଉଁଠି ପାଇଁ ଆପଣ ଦ୍ଵନ୍ଦରେ ପଡ଼ିପାରନ୍ତି । କିନ୍ତୁ ଅଜଥା ଖର୍ଚର ଅଧିକ ସମ୍ଭାବନା ରହିଛି । ମାସର ଦ୍ଵିତୀୟର୍ଦ୍ଧରେ ସମୟ ଆପଣଙ୍କ ପାଇଁ ଏତେଟା ଖରାପ ରହିବ ନାହିଁ । ପରିଷ୍ଟିତିରେ କିଛି ଉନ୍ନତି ଆସିବ । ଯଦି ଆପଣ କୌଣସି ଜାଗାରେ ଟଙ୍କା ବିନିଯୋଗ କରିବାକୁ ଚେଷ୍ଟା କରୁଛନ୍ତି ତେବେ ଏହି ମାସରେ ଦୂରେଇ ରୁହନ୍ତୁ । ଧନ ସଞ୍ଚୟ ପ୍ରତି ଯତ୍ନବାନ ନିସ୍ପତି ନିଅନ୍ତୁ । ଆପଣଙ୍କ ଟଙ୍କା ଅନ୍ୟ କାହା ପାଇଁ ଅନାୟସରେ ଦିଅନ୍ତୁ ନାହିଁ । ଆଉ କାହାକୁ ରୁଣ ଦିଅନ୍ତୁ ନାହିଁ ତାହା ଫେରିବାରେ ବାଧା ଆସିବ । ଏହି ମସତି ବହୁତ ବୁଦ୍ଧିମାନରେ ଚଳିବାର ରହିଛି ।

Leave a Reply

Your email address will not be published. Required fields are marked *