ଲାଜକୁଳୀ ଲତା ର ଚେର କୋଟିପତି କାହିଁକି କରିଥାଏ ? 24 ଘଣ୍ଟା ରେ କରି ଦେବ ଧନୀ ।

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଦିବ୍ୟ ଚମତ୍କାରୀ ବିଷୟରେ କହିବୁ ଯାହା ମାନବ ଜାତି ପାଇଁ ଭଗବାନଙ୍କ ବରଦାନ ଅଟେ । ଏହି ଗଛ ମାନବ ଜାତି ପାଇଁ କୌଣସି ସଞ୍ଜିବନୀ ବୁଟି ଠାରୁ କମ ନୁହେଁ । ଏହି ଗହ ବହୁତ ଚମତ୍କାରୀ ହେବା ସହ ଏହାର ପ୍ରୟୋଗ ମଣିଷ ଜାତି ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ । ଆୟୁର୍ବେଦିକରେ ସେହି ଗଛର ନାଁ ହେଉଛି ଲାଜକୁଳୀ ଲତା । ଏହି ଗଛକୁ ଛୁଇଁବା ମାତ୍ରେ ଏହା ବୁଜିଯାଏ ।

ଏହି ଗଛ ଘରେ ଲଗାଇବା ଦ୍ଵାରା ଖରାପ ଶକ୍ତି ଦୂର ହୋଇଥାଏ । ଏହି ଗଛ ଘରର ବାସ୍ତୁ ଦୋଷ ଦୂର କରିଥାଏ । ଏହି ଗଛର ଚେରକୁ ନାଲି କପଡାରେ ବାନ୍ଧି ରବିବାର ଦିନ ଧରାଣ କରିଲେ ଲାଭ ପ୍ରାପ୍ତି ହେବ । ଏହି ଗଛକୁ ଆତ୍ମସୁରକ୍ଷା ପାଇଁ ବ୍ୟବହାର କରାଯାଏ । କୌଣସି ବ୍ୟକ୍ତିଙ୍କୁ ନଜର ଲାଗିଥିଲେ ଶରୀର ଚାରିପଟେ ନାଲି ଧାଗା କୁ 7 ଥର ବୁଲାଇ ଲାଜକୁଳୀ ଗଛରେ ବାନ୍ଧି ଦେଲେ ଏହା ଦୂର ହୋଇଥାଏ ।

ଯଦି କାହାର ଅର୍ଶ ବା ମଳକଣ୍ଟକ ସମସ୍ଯା ଅଛି ତେବେ 3 ଗ୍ରାମ ଲାଜକୁଳୀ ଗଛର ଚେର କୁ ଦହି ସହ ସେବନ କରନ୍ତୁ । ଦିନକୁ 2 ଥର ସେବନ କରିଲେ ଅର୍ଶ ଓ ମଳକଣ୍ଟକ ଭଳି ସମସ୍ଯା ଦୂର ହୋଇଥାଏ । ଗଳାର ଦରଜ କୁ ଦୂର କରିବା ପାଇଁ ଏହି ଗଛର ବ୍ୟବହାର ଲାଭଦାୟକ ହୋଇଥାଏ । ପ୍ରତିଦିନ ଲାଜକୁଳୀ ଗଛର ପତ୍ରର ରସ 10ml ସେବନ କରିବା ଦ୍ଵାରା ଗଲା ରେ ଦରଜ କମ ହୋଇଥାଏ ।

ଯେଉଁ ମାନଙ୍କର ଜଣ୍ଡିସ, ଲମ୍ବା ସମୟ ଧରି ଜ୍ଵର ଅଛି ତେବେ 5 ml ଏହି ଗଛର ପତ୍ରର ରସ ସେବନ କରନ୍ତୁ । ଯଦି କାହାକୁ ବିଛା କାମୁଡି ଦେଇଥାଏ ତେବେ ଲାଜକୁଳୀ ଗଛର ପତ୍ର ଓ ଚେର କୁ ବାଟି ଏହାର ପେଷ୍ଟ ପ୍ରସ୍ତୂତ କରନ୍ତୁ । ଯେଉଁ ଜାଗାରେ ବିଛା କାମୁଡିଥିବ ସେଠାରେ ଲଗାଇ କପଡା ବାନ୍ଧି ଦିଅନ୍ତୁ । ଡାଇବେଟିସ ଲୋକଙ୍କ ଠାରେ ଯଦି କୌଣସି କ୍ଷତ ହୁଏ ତେବେ ଜଲ୍ଦି ଭଲ ହୁଏ ନାହିଁ ।

ତେବେ ଲାଜକୁଳୀ ଗଛର ମଞ୍ଜି କୁ ପେଶୀ ଏହାର ପାଉଡର ପ୍ରତସୁତ କରନ୍ତୁ । ଏହାକୁ ନେଇ କ୍ଷତ ଥିବା ଜାଗାରେ ଲଗାନ୍ତୁ । ଡାଇବେଟିସ ସମସ୍ୟା ଏକ ଗଭୀର ସମସ୍ଯା ଅଟେ । ଯାହା ସମସ୍ତଙ୍କ ଠାରେ ଦେଖାଯାଉଛି । ଲାଜକୁଳୀ ଗଛ ଡାଇବେଟିସ ରୋଗୀଙ୍କ ପାଇଁ ରାମବାଣ ସଦୃଶ ଅଟେ । ନିମ୍ବ ମଞ୍ଜି, ବେଲପତ୍ର, ଲାଜକୁଳୀ ଲତା ର ପତ୍ର ଓ ଚେର ର ପାଉଡର ମିଶାଇ ପାଉଡର ତିଆରି କରନ୍ତୁ ।

ଏହାକୁ ସକାଳୁ ଓ ସନ୍ଧ୍ୟା ର ଏ ଖାଲି ପେଟରେ ପଣି ରେ ପକାଇ ସେବନ କରନ୍ତୁ । ଦେଖିବେ ଡାଇବେଟିସ କଣ୍ଟ୍ରୋଲ ହୋଇଯିବ । ଏହାର ଚେର କୁ ଧାରଣ କରିଲେ ଲୋକମାନେ ଆକର୍ଷିତ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *