ଲୁଣ ଆପଣଙ୍କ ଘରକୁ ଆଣିବ ଗଦା ଗଦା ଟଙ୍କା- Vastu Shastra

ଆମ ସବୁ ଙ୍କ ଘରେ ସାଧାରଣ ଭାବେ ଲୁଣ ଥାଏ । ଏହା ଖାଦ୍ୟକୁ ସ୍ଵାଦିଷ୍ଟ କରି ଥାଏ । ତେବେ ଆଜି ଆମେ କହିବା କି ଏହା କେବଳ ଯେ ଆମର ଘରେ ବ୍ୟବହାର ହେଉଥିବା ଏକ ସାମାନ୍ଯ ଜିନିଷ ନୁହେଁ । ଏହା ସହ ଏହା ଏକ ଭଲ ଜିନିଷ ମଧ୍ୟ ଅଟେ । ଯଦି ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଲୁଣ କୁ କିଣିକି ଆମେ ଘରେ ରାଖୀ ଥାଉ କିନ୍ତୁ ଏହାକୁ ଯେଉଁ ଜାଗା ମାନେ ସେହି ଜାଗାରେ ରଖିବା ଅନୁଚିତ ହୋଇ ଥାଏ ।

ଆପଣ ମାନଙ୍କୁ ଆଜି ଆମେ କହିବ ପାଇ ଚାହିଁ ବୁ କି ଲୁଣ କୁ ନେଇକି ବିଜ୍ଞାନ ମଧ୍ୟ ନିଜ ମତ ଦେଇଛି କି ଲୁଣ ଖାଇବା ଦ୍ଵାରା ଆମ ଶରୀର ଖୁବ ଭଲ ରହି ଥାଏ । ଏହା ର କମ ହେବା ଦ୍ଵାରା ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇ ଥାଏ । ଆଜି ଆମେ କହିବା କି ଏହା କେବଳ ଆମ ଖାଦ୍ୟ ରେ ବ୍ୟବହାର ହୁଏ ଏହା ନୁହେଁ ଏହା ର ଅନେକ ମହତ୍ଵ ଅଛି ଆମ ଜୀବନରେ ଏହା ଆମ ଯିବନର ସବୁ ସମସ୍ଯା କୁ ଦୂର କରି ଦେଇ ଥାଏ । ଏହା ଆମକୁ ସମୁଦ୍ର ରୁ ମିଳି ଥା ଯଦି ଦେଖିବା ପାଇଁ ଯିବା ତ ଏହାକୁ ଆମେ ମା ଲକ୍ଷ୍ମୀ ଙ୍କ ବାପା ଘର ମଧ୍ୟ କହି ଥାଉ ମାନେ ହେଉଛି କି ସମୁଦ୍ର କୁ ଆମେ ମା ଲକ୍ଷ୍ମୀ ଙ୍କ ବାପା ଙ୍କ ଘର ବୋଲି କହି ଥାଉ ।

ତେବେ କେଉଁ ଝିଅ ମାନେ ନିଜ ବାପା ଘରକୁ ପସନ୍ଦ କରି ନଥାଏ କିମ୍ବା ବାପା ଘରୁ ଆସି ଥିବା ଜିନିଷ କୁ ଭଲ ପାଇ ନଥାଏ । ଏହା ତ ଦୁନିଆର ନିୟମ ଭଗବାନ ହେଲେ ଅଧ୍ୟା ଏହା ମଧ୍ୟରୁ କିଭଳି ବାଦ ଯିବେ । ତେଣୁ ଲୁଣକୁ ଘରୁ ନକାରତ୍ମକ ଜିନିଷ କାଢିବା ପାଇଁ ବ୍ୟବହାର କରାଯାଏ ଏହା ସହ ଏହାକୁ ନଜର ଦୋଷ ଛଡାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ଯଦି ଘରେ ଅଯଥା ରେ କଲି ଝଗଡା ହୋଇ ଥାଏ । କିମ୍ବା ଘରେ ଅସାନ୍ତି ହୋଇ ଥାଏ କିମ୍ବା ଘରେ ହେଉଥିବା ଆମଦାନୀ କମ ହୋଇ ଯାଇ ଥାଏ । ତେବେ ଏହା କୁ ଆମେ କିଭଳି ବ୍ୟବହାର କରିବା ଆମେ ଆଜି ଆପଣଙ୍କୁ କହିବା ।

ଆପଣ ମାନେ ତ ଜଣାଇ ଥିବେ କି ଘର ପୋଛିବା ବେଳେ ଆମେ ଏହାକୁ ନେଇ ଏକ ଚାମଚ ପକାଇଆ ଘରକୁ ପୋଛିବା ଆଦେଖିବେ ଏହା ଭଲ ପରିଣାମ ଦେଇ ଥାଏ । ଆପଣ ଏକ ଜିନସ ର ଧ୍ୟାନ ନିଶ୍ଚିତ ଭାବେ ରଖିବେ ଆପଣ କାହାକୁ ଲୁଣ ମାଗିବେନି କିମ୍ବା କାହା କୁ ଲୁଣ ଦେବେନି ଏହା ଖରାପ ହୋଇ ଥାଏ । ଏହା ସହ ଆପଣ ଘରେ ନଜର ଦୋଷ କାଟିବା ପାଇଁ ଆପଣ ଏକ ଉପାୟ ମାନ କରନ୍ତୁ କିମ୍ବା ଘରେ ଯଦି ରୋଗ ବ୍ୟାଧି ଲାଗି ରହିଛି ତେବେ ଲୁଣ କୁ ଏକ ନାଲି କପଡା ରେ ବାନ୍ଧି ଏହାକୁ ନେଇ ଘର ର ଡାହାଣ ପାଖରେ ରଖି ଦିଅନ୍ତୁ ଏହା ସହ ଆପଣ ଏହାକୁ କୃଷ୍ଣ ପକ୍ଷର ଚତୁର୍ଦଶୀ ଦିନ କରନ୍ତୁ ଓ ଆଗାମୀ ଚତୁର୍ଦଶୀ ଦିନ ଏହାକୁ କାଢି ପାଣିରେ ବିଷରଜନ କରନ୍ତୁ ଓ ନୂଆ ପୋଟଳି ରଖନ୍ତୁ ।

Leave a Reply

Your email address will not be published. Required fields are marked *