ଲୁଣ ଡବାରେ ଆଜି ହିଁ ପକାଇ ଦିଅନ୍ତୁ ଏହି ଗୋଟିଏ  ଜିନିଷ, ମହାଲକ୍ଷ୍ମୀ ବର୍ଶାଇବେ ଦୁଇ ହାତରେ ଧନ 

ଲୁଣର ବହୁତ ସାରା ପ୍ରୟୋଗ ଥାଏ । କିନ୍ତୁ ଲୁଣ ରଖିବାର ବହୁତ ସାରା ପୟୋଗ ରହିଥାଏ, ଲୁଣ ନକରାତ୍ମକ ଶକ୍ତିକୁ ଶୋଷୀ ଥାଏ । ଏବେ ଏହି ଲୁଣକୁ କେମିତି ପଜେଟିଭ ଶକ୍ତି ଭାବେ ବନାଇ ରଖିବେ । ଲୁଣକୁ ଖାଇବାରେ ବହୁତ ବ୍ୟବହାର କରାଯାଇଥାଏ । ଆଉ ଘରେ ଲୁଣ ପାଣିରେ ପକାଇ ପୋଛା ଲଗାଯାଇଥାଏ । ଏଥିରେ ଦରିଦ୍ରତା ଦୂର ହୋଇ ଘରେ ସୁଖ ସମୃଦ୍ଧି ଆସିଥାଏ । କିନ୍ତୁ ଗୁରୁବାର ଦିନ ପୋଛା ଲଗାଇବା ଉଚିତ ନୁହେଁ । ଜ୍ଯୋତିଷ ଶାସ୍ତ୍ରରେ ଘରର ସୁଖ ସମୃଦ୍ଧି ପାଇଁ ଲୁଣ ଘର ପାଇଁ ବହୁତ ବଡ ଲକ୍ଷ୍ମୀ କାରକ ଜିନିଷ ଅଟେ ।

ଧନ ଯଦି ଘରକୁ ବରାବର ଆସିନଥାଏ, ବ୍ୟାପାର ଯଦି କରୁଛନ୍ତି କି କେଉଁଠି କାମ କରୁଛନ୍ତି ତେବେ କେବେ ଭଲ ଆଯ ହୋଇଥାଏ ଓ କେବେ ହୋଇ ନଥାଏ । ଶେଠୀ ପାଇଁ ଘରକୁ ସବୁବେଳେ ଧନ ଆସିବା ପାଇଁ ଗୋଟିଏ କାଚ ଗ୍ଲାସରେ ପାଣି ନିଅନ୍ତୁ ଆଉ ସେଥିରେ ଗୋଟିଏ ଚାମଚ ଲୁଣ ମିଶାଇକି ଘରର ନେତୃତ୍ଵ କୋଣରେ ରଖି ଦିଅନ୍ତୁ ।

ଆଉ ସେଇ ଗ୍ଳାସରେ ରେଡ କଲର ରିବନ ବାନ୍ଧି ଦିଅନ୍ତୁ । ଏହା ଧୀରେ ଧୀରେ ଶୁଖିଗଲେ ସେଥିରେ ଅଳ୍ପ ପାଣି ମିଶାନ୍ତୁ ଆଉ ଏକମାସ ପରେ ତାକୁ ବେଶିନରେ ଢାଳି ଫ୍ଲଶ ମାରି ଦିଅନ୍ତୁ । ଏମିତି କରିବା ଦ୍ଵାରା ଧନ ଆସିବାର ଯେଉଁ ବାଟ ବ୍ଲକେଜ ଅଛି ତାହା ଧୀରେ ଧୀରେ ଖୋଲିଯିବ ।

କିଚେନରେ ଯେବେବି ଲୁଣ ରଖୁଛନ୍ତି କାଚ ବୋତଲରେ ହିଁ ଲୁଣ ରଖନ୍ତୁ । କେବେବି ପ୍ଲାଷ୍ଟିକ ଡବାରେ ରଖନ୍ତୁ ନହିଁ । କାଚ ବୋତାଲରେ ଲୁଣ ରଖିବା ଦ୍ଵାରା ଘରକୁ ଲୁଣ ଆସିବାକୁ ଲାଗିବ । ଲୁଣ ନକରାତ୍ମକ ଶକ୍ତିକୁ ରୋକୀ ଥାଏ । ଏହି ଶକ୍ତିଙ୍କୁ ନସୋସିବା ପାଇ କଣ କରିବେ ଲୁଣରେ ଚାରି ପାଞ୍ଚତା ଲବଙ୍ଗ ପକାଇ ଦିଅନ୍ତୁ । ଆଉ ସେଇ ଲୁଣରେ ଖାଇବା ବନାନ୍ତୁ ଆରାମରେ । ଆଉ ସବୁବେଳେ ଲୁଣ ଡଭାକୁ ବନ୍ଦ କରି ରଖନ୍ତୁ । ଏହି ଉପାୟ ଦ୍ଵାରା କେବେ ଧନର କମି ହୋଇନଥାଏ । ଘର ଲୋକ ସୁସ୍ଥ ରଖିଥାନ୍ତି ଆଉ ମନ ବହୁତ ପ୍ରସନ୍ନ ରହିଥାଏ ।


ସବୁବେଳେ ନିଜ ବାଥରୁମରେ ଗୋଟିଏ କାଚ ଜିନିଷର ଲୁଣ ପୁରାଇ ଉଚା ସ୍ଥାନରେ ରଖନ୍ତୁ ଯେଉଁଥିରେ ଏହା ଭିତରକୁ ପାଣି ନଯାଉ । କିଛି ଦିନରେ ସେ ଆପେ ଆପେ ପାଣି ପାଣି ହୋଇଯିବ । ଆଉ ଲୁଣ ନକରାତ୍ମକ ଜିନିଷକୁ ଶୋକ କରିଦେବ । ଲୁଣର ଉପାୟ ଜୀବନରେ ବହୁତ ସାରା ଖୁସିକୁ ଆଣିଥାଏ । ଘରେ ଯଦି କଲି ଝଗଡା ହେଉଥାଏ ତେବେ ବେଡ ରୁମରେ ଗୋଟିଏ ପାତ୍ରରେ ଲୁଣ ରଖିପାରିବେ କିନ୍ତୁ ଭୁଲରେ ମଧ୍ୟ ସ୍ଟୀଲ କି ଲୁହା ବର୍ତନରେ ରଖନ୍ତୁ ନହିଁ । ଏହି ଉପାୟ ଦ୍ଵାରା ପତ୍ନୀ ଓ ପତି ଭିତରେ କି ଘରେ କୌଣସି ଝଗଡା ହୋଇନଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *