ମା ଲକ୍ଷ୍ମୀ କୁହନ୍ତି ଏହି 5ଟି ଜିନିଷ ହୋଇଥାଏ ” ଗରିବ” ଓ “ଦରିଦ୍ରତା”ର କାରଣ ! ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଆପଣ ମାନଙ୍କୁ ସମସ୍ତଙ୍କୁ ନିଶ୍ଚୟ ଜଣାଥିବ କି ମାତା ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ । ମା ଲକ୍ଷ୍ମୀଙ୍କ କୃପାରୁ ହିଁ ଆମକୁ ଧନ ମିଳିଥାଏ । ତେଣୁ ଯଦି ମାତା ଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ନ ହୁଅନ୍ତି ତେବେ ଯେତେ ଧନ କମେଇଲେ ମଧ୍ୟ ଅଣ୍ଟି ନଥାଏ । ତେବେ ଆଜି ଆସନ୍ତୁ ଜାଣିବା କେଉଁ ୫ଟି କାର୍ଯ୍ୟ ମାତା ଲକ୍ଷ୍ମୀଙ୍କ ବିରୋଧୀ ହୋଇଥାଏ । ଯାହାକୁ କରିବା ଫଳରେ ଘରେ ଦାରିଦ୍ରତା ଗ୍ରାସ କରିଥାଏ ।

ପ୍ରଥମ: ମା ଲକ୍ଷ୍ମୀ କହିଛନ୍ତି ଯେଉଁ ଘରେ ସକାଳ ସନ୍ଧ୍ୟାରେ ଗାଈର ଶୁଦ୍ଧ ଦେଶୀ ଘିଅର ଦୀପ ଜଳା ଯାଇଥାଏ ତେବେ ସେହି ଘରେ ସମସ୍ତ ଦେବା ଦେବୀଙ୍କ ବସବାସ ହୋଇଥାଏ । ସମସ୍ତ ଦେବା ଦେବୀଙ୍କ କୃପା ମଧ୍ୟ ଆପଣଙ୍କ ଉପରେ ରହିଥାଏ । ସେହି ଘରର ମଣିଷ କେବେ ମଧ୍ୟ ଦାରିଦ୍ରତାର ସାମ୍ନା କରିନଥାଏ । ଦିତୀୟ: ଘରକୁ ଅତିଥି କିମ୍ବା କୁଣିଆ ଆସିଲେ ପ୍ରଥମେ ତାଙ୍କୁ ପାଣି ଦେବା ଉଚିତ ।

ଏହା କରିବଦ୍ଵାରା ଆପଣଙ୍କ ଜୀବନ ଉପରେ କେବେ ଖରାପ ପ୍ରଭାବ ପଡିନଥାଏ । ତୃତୀୟ: ଘରେ ମହୁ ରଖୁଥିବା ସ୍ଥାନକୁ ସବୁବେଳେ ସଫା ସୁତୁରା ରଖିବା ଦରକାର । ମହୁର ସହାୟତାରେ ଘରୁ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ । ଏହା କୁହାଯାଏ ଘରେ ମହୁ ରଖିବା ଦ୍ଵାରା ଘରେ ସବୁବେଳେ ପବିତ୍ର ବାତାବରଣ ରହିଥାଏ ।

ଚତୁର୍ଥ: ମାତା ସରସ୍ଵତୀଙ୍କ ବୀଣାକୁ ଘରେ ରଖିବା ଦରକାର । କାରଣ ଏହାଦ୍ବାରା ଆପଣଙ୍କର ସମସ୍ତ ସ୍ଥଗିତ ରହିଥିବା କାର୍ଯ୍ୟ ବହୁତ ଶୀଘ୍ର ପୁରା ହୋଇଥାଏ ।ପଞ୍ଚମ: ଘରକୁ ସବୁବେଳେ ସଫସୁତୁରା ରଖିବା ଦରକାର । କାରଣ ସ୍ଵଚ୍ଛ ଦେବୀ ମା ଲକ୍ଷ୍ମୀ ଅପରିଷ୍କାର ଘରେ ବାସ କରନ୍ତି ନାହିଁ । ଯାହାଦ୍ୱାରା ଘରେ ଦାରିଦ୍ରତା ଗ୍ରାସୀଥାଏ ।

ଏହି ଘରେ ବାସ କରୁଥିବା ସମସ୍ତ ଲୋକଙ୍କୁ ରୋଗ ଗ୍ରାସ କରିଥାଏ । ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ମନ ବ୍ୟବସାୟରେ ଲାଗି ନଥାଏ । ପୂଜା କରିବା ସମୟରେ ମନ୍ଦିର ଓ ଠାକୁର ଘର ସଫା ରଖନ୍ତୁ । ଧ୍ୟାନ ରଖନ୍ତୁ କି ପୂଜା କରିବା ସମୟରେ କେବେ ମଧ୍ୟ ହାଇ ବା ଅଳସ ଭାଙ୍ଗିବା ଉଚିତ ହୋଇନଥାଏ । ବାହାରୁ ଘରକୁ ଆସିବା ପରେ ପ୍ରଥମେ ଗୋଡ ହାତ ଧୋଇବା ଉଚିତ ।

ମନେ ରଖନ୍ତୁ କେବେ ମଧ୍ୟ ଜୋତା ଚପଲକୁ ଓଲଟା ରଖିବେ ନାହିଁ । କାରଣ ଏହା ଘରକୁ ଗରିବତା ଆଣିଥାଏ ।ସପ୍ତାହକୁ ଥରେ ନିଜ ରୋଷେଇ ଘରେ କିଛି ମିଠା ଦ୍ରବ୍ୟର ରୋଷେଇ କରି ମାତା ଲକ୍ଷ୍ମୀଙ୍କୁ ଭୋଗ ଲଗାଇବା ଉଚିତ । ରୋଷେଇ ଘରକୁ ସବୁବେଳେ ସଫା ରଖିବେ । ଏହା କରିବାଫଳରେ ଘରେ ଧନର ବୃଦ୍ଧି ହୋଇଥାଏ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *