ମହାଦେବଙ୍କର ଅତି ପ୍ରିୟ ଅଟନ୍ତି ଏହି 6ଟି ନାମର ବ୍ୟକ୍ତି, ଦୁନିଆରେ ସବୁଠୁ ଭାଗ୍ୟଶାଳୀ

ଜ୍ୟୋତିଶ ଶାସ୍ତ୍ର ଅନୁସାରେ ଆମେ କୌଣସି ବ୍ୟକ୍ତିର ଜାତକ ବା ରାଶି ଦ୍ୱାରା ଏହାର ସ୍ଵଭାଵ ଜାଣିଥାଉ । କିନ୍ତୁ ଅନ୍ୟାନ୍ୟ ବହୁତ ଉପାୟ ଅଛି ଯାହା ଦ୍ୱାରା କୌଣସି ବ୍ୟକ୍ତିର ସ୍ଵଭାଵ ସମ୍ଭନ୍ଧରେ ଜାଣି ହୁଏ । ବ୍ୟକ୍ତିର ନାମରୁ ମଧ୍ୟ ତାହା ସ୍ଵଭାଵ ସମର୍କର ରେ ଜାଣି ହେବ । ତେବେ ସବୁଠାରେ ଥାଏ ନାମକରଣ ପୂଜା । ଏହା ସମସ୍ତ ଙ୍କ ଘରେ ହୋଇଥାଏ । ଯେଉଁ ଘରେ ଏକ ନବ ଜାତ ଶିଶୁ ଟେ ଜନ୍ମ ହୋଇଥାଏ ସେହି ଘରେ ପିଲାର ନାମ ରଖିବା ପାଇଁ ନାମ କରଣ କରିଥାନ୍ତି ।

ତେବେ ଆମ ହିନ୍ଦୁ ଧର୍ମ ଅନୁସାରେ ପିଲାର ନାମ କରଣ ତାହାର ଜନ୍ମ ପତ୍ରିକା ଦେଖିକି କରାଯାଇଥାଏ । ତେବେ ହିନ୍ଦୁ ଶାସ୍ତ୍ର ରେ ସବୁଠାରୁ କ୍ରୋଧି ଠାକୁର ହେଉଛନ୍ତି ଭଗବାନ ଶିବ । ସେ ସର୍ବଦା ଶାନ୍ତ ରୁହନ୍ତି କିନ୍ତୁ ଯେତେବେଳେ କ୍ରୋଧ କରିଥାନ୍ତି ସେତେବେଳେ କେହି ବି ତାଙ୍କ କ୍ରୋଧର ସମ୍ନାରେ କରିପାରନ୍ତି ନାହିଁ ।

ଭଗବାନ ମହାଦେବ ନିଜ ଭକ୍ତଙ୍କ ଉପରେ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ନିଜ ଭକ୍ତଙ୍କର ଅଳ୍ପ ଭକ୍ତିରେ ମଧ୍ୟ ମହାଦେବ ବହୁତ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଯଦି କାହାର ଉପରେ କ୍ରୋଧ କରନ୍ତି ତେବେ ସେହି ଲୋକକୁ କେହି ବି ଦୁର୍ଦ୍ଦଶା ରୁ ମୁକ୍ତି କରିପାରନ୍ତି ନାହିଁ । ତେବେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ କି ମହାଦେବଙ୍କ ର ବହୁତ ପ୍ରିୟ ଲୋକ ହୋଇଥାନ୍ତି ।

ଏପରି କୁହାଯାଏ କି ସେହି ଲୋକମାନେ ଭଗବାନ ଶିବଙ୍କର ଅଂଶ ବୋଲି ମଧ୍ୟ କୁହାଯାଇ ପାରିବ । ତେବେ ସେହି ଲୋକମାନଙ୍କ ପ୍ରତି ଭଗବାନ ଶିବ ସର୍ବଦା ଦୟାଳୁ ହୋଇ ରହିଥାନ୍ତି । ତାଙ୍କ ଉପରେ ଭଗବାନ ଶିବଙ୍କ କୃପା ଆଶ୍ରିବାଦ ସର୍ବଦା ରହିଥାଏ । ଏମାନଙ୍କର ଜୀବନରେ କିଛି ବି ସମସ୍ୟା ଆସି ନ ଥାଏ ।

ଏମାନଙ୍କ ନିକଟକୁ କିଛି ସମସ୍ୟା ଆସିଲେ ମଧ୍ୟ ମହାଦେବ ଏହାକୁ ହରଣ କରିନେଇଥାନ୍ତି । ତେବେ କେଉଁ ଅକ୍ଷର ରୁ ଆରମ୍ଭ ହେଉଥିବା ଲୋକମାନଙ୍କୁ ମିଳିଥାଏ ସର୍ବଦା ମହାଦେବଙ୍କ କୃପା ତାହା ଆମେ ଜାଣିବା । ପ୍ରଥମ ଅକ୍ଷର A- ଏମାନଙ୍କୁ ମହାଦେବ ସର୍ବଦା ସବୁ ସଂକଟରୁ ମୁକ୍ତି କରିଥାନ୍ତି ।

ଏମାନଙ୍କୁ କେବେ କୌଣସି ଅସୁବିଧା ଆସେ ନାହିଁ । ଦ୍ଵତୀୟ ଅକ୍ଷର R- ଏହି ଅକ୍ଷରର ଲୋକମାନେ ମହାଦେବଙ୍କ ବହୁତ ଖାସ ଅଟନ୍ତି । ଏମାନଙ୍କୁ ମହାଦେବ ସର୍ବଦା ଖୁସି ରେ ରଖିଥାନ୍ତି । ତୃତୀୟ ଅକ୍ଷର D-ଏହି ଅକ୍ଷରର ଲୋକମାନେ ମହାଦେବଙ୍କର ବହୁତ ପ୍ରିୟ ଅଟନ୍ତି । ଚତୁର୍ଥ ଅକ୍ଷରର s- ଏହି ଅକ୍ଷରର ଲୋକମାନେ ମହାଦେବଙ୍କର ଭକ୍ତ ଅଟନ୍ତି ଏମାନେ ବହୁତ ନିର୍ଭୟୀ ମଧ୍ୟ ।

ପଞ୍ଚମ ଅକ୍ଷରର b- ଏହି ଅକ୍ଷରର ଲୋକମାବେ ମହାଦେବଙ୍କ ବହୁତ ବଡ଼ ଭକ୍ତ । ଏମାନେ ମହାଦେବଙ୍କ ପୂଜା କରିବାକୁ ବହୁତ ଅତ୍ୟଧିକ ଭଲ ପାଇଥାନ୍ତି । ମହାଦେବ ଏମାନଙ୍କୁ ସର୍ବଦା କୃପା ଦୃଷ୍ଟି ରେ ରଖନ୍ତି । ଷଷ୍ଠ ଅକ୍ଷର V- ଏହି ଲୋକମାନଙ୍କୁ ମହାଦେବ ନିଜର ପ୍ରିୟ ଭକ୍ତ ଭାବେ ରଖନ୍ତି । ଏମାନଙ୍କୁ କେବେବି କୌଣସି ସମସ୍ୟା ଆସି ନ ଥାଏ ।

Leave a Reply

Your email address will not be published. Required fields are marked *