ମହାଦେବଙ୍କର ଅଂଶ ହୋଇଥାନ୍ତି ଏହି 6ଟି ନାମର ଲୋକମାନେ, ଏମାନଙ୍କ ସହ ଶତୃତା ପଡିପାରେ ବହୁତ ଭାରି

ଦେବ ଦେବ ମହାଦେବ ଯେତେ ଜଲ୍ଦି ନିଜର ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ସେତେ ଜଲ୍ଦି ହିଁ କ୍ରୋଧିତ ବି ହୋଇ ଯାଆନ୍ତି । କିନ୍ତୁ ପ୍ରାୟତଃ ମହାଦେବ ଭକ୍ତଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଯେଉଁ ବ୍ୟକ୍ତି ମହାଦେବଙ୍କ ଆରାଧନା ନିଷ୍ଠା ଓ ହୃଦୟର ସହିତ କରିଥାଏ ତାକୁ ମହାଦେବ କେବେ ବି ନିରାଶ କରନ୍ତି ନାହିଁ । ଯଦି ମହାଦେବଙ୍କ କୃପା ଦୃଷ୍ଟି କାହା ଜୀବନ ଉପରେ ପଡେ ତେବେ ତାଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟା ସମାପ୍ତ ହୋଇଯାଏ ।

ଆଜିର ଏହି ଆର୍ଟକିଲରେ ଆମେ ଆପଣଙ୍କୁ ଏମିତି ୬ଟି ନାମ ବିଷୟରେ କହିବୁ ଯେଉଁମାନେ ସାକ୍ଷାତ ମହାଦେବଙ୍କର ଅଂଶ ହୋଇଥାନ୍ତି ଓ ଏହି ଲୋକମାନେ ମହାଦେବଙ୍କର ସବୁଠୁ ବଡ ଭକ୍ତ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲୋକମାନଙ୍କ ଉପରେ ସର୍ବଦା ମହାଦେବଙ୍କ କୃପା ରହିଥାଏ । ଏମାନଙ୍କୁ ଭାଗ୍ୟର ପୁରା ସାଥ ମିଳିଥାଏ । ଭଗବାନ ଶିବଙ୍କ କୃପାରେ ଏମାନେ ଜୀବନରେ ସଫଳତା ହାସଲ କରନ୍ତି ।

A ନାମର ବ୍ୟକ୍ତି:ଯେଉଁ ଲୋକମାନଙ୍କର ନାମ A ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କ ସବୁଠୁ ପାଖାପାଖି ଅଟନ୍ତି । ମହାଦେବ ଏହି ବ୍ୟକ୍ତିଙ୍କୁ ସମସ୍ତ ଖରାପ ଶକ୍ତିରୁ ରକ୍ଷା କରିଥାନ୍ତି । ଯଦି ଏମାନଙ୍କ ଜୀବନରେ କେବେ କୌଣସି ସମସ୍ୟା ଆସି ବି ଯାଏ ତେବେ ମହାଦେବ ଏମାନଙ୍କୁ ସବୁ ସମସ୍ୟାରୁ ରକ୍ଷା କରିଥାନ୍ତି ।

R ନାମର ବ୍ୟକ୍ତି: ଯେଉଁ ଲୋକମାନଙ୍କ ନାମ R ଅକ୍ଷୟରୁ ଆରମ୍ଭ ହୋଇଥାଏ ସେମାନେ ମହାଦେବଙ୍କ ପାଖାପାଖି ଅଟନ୍ତି । ମହାଦେବ ଏମାନଙ୍କୁ ସବୁ ପ୍ରକାରର ସାହାର୍ଯ୍ୟ କରିଥାନ୍ତି । ଯଦି ଏହି ବ୍ୟକ୍ତି ସହ କେହି ଶତ୍ରୁତା କରିଥାଏ ତେବେ ସେହି ବ୍ୟକ୍ତିର ଖରାପ ସମୟ ଶୀଘ୍ର ଆରମ୍ଭ ହୋଇଯାଏ ।

D ନାମର ବ୍ୟକ୍ତି: D ଅକ୍ଷର ଲୋକମାନେ ପୁରା ନିଷ୍ଠାର ସହ ମହାଦେବଙ୍କ ଆରାଧନା କରିଥାନ୍ତି ଓ ମହାଦେବ ଏମାନଙ୍କ ଉପରେ ନିଜର କୃପା ଦୃଷ୍ଟି ବି ରଖିଥାନ୍ତି । ମହାଦେବ ଏହି ଲୋକମାନଙ୍କ ଉପରେ କୌଣସି ପ୍ରକାରର ସମସ୍ୟା ଆସିବାକୁ ଦିଅନ୍ତି ନାହିଁ ।

P ନାମର ବ୍ୟକ୍ତି: P ଅକ୍ଷର ବାଲା ବ୍ୟକ୍ତିଙ୍କ ଉପରେ ମହାଦେବ ସର୍ବଦା ଖୁସି ରହିଥାନ୍ତି । P ଅକ୍ଷର ବାଲା ଲୋକମାନେ କେବେ ବି ମହାଦେବଙ୍କ ଠାରୁ ଦୂରେଇ ରହିବା ପାଇଁ ପସନ୍ଦ କରନ୍ତି ନାହିଁ । ଏହି ବ୍ୟକ୍ତିମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । କୌଣସି ପ୍ରକାରର ଛଳ କପଟ ଏମାନଙ୍କ ଭିତରେ ରହି ନ ଥାଏ ।

V ନାମର ବ୍ୟକ୍ତି: V ଅକ୍ଷର ବାଲା ଲୋକଙ୍କୁ ମହାଦେବ ସର୍ବଦା ଖୁସିରେ ରଖିବା ପାଇଁ ପସନ୍ଦ କରନ୍ତି । ଯଦି କୌଣସି ବ୍ୟକ୍ତି ଏହି ବ୍ୟକ୍ତିଙ୍କ ସହ ଶତୃତା କରିଥାଏ ତେବେ ସେହି ବ୍ୟକ୍ତିକୁ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ । ଏହି ଲୋକମାନେ ମହାଦେବଙ୍କର ବହୁତ ପାଖପାଖି ରହିଥାନ୍ତି ।

S ନାମର ବ୍ୟକ୍ତି: ଯେଉଁ ବ୍ୟକ୍ତିଙ୍କ ନାମ Sରୁ ଆରମ୍ଭ ହୋଇଥାଏ ସେମାନଙ୍କ ଉପରେ ମହାଦେବଙ୍କ ଆଶୀର୍ବାଦ ରହିଥାଏ । ଏହି ଲୋକମାନେ ହୃଦୟରେ ବହୁତ ଭଲ ହୋଇଥାନ୍ତି । ଏହି ଲୋକମାନଙ୍କ ଉପରେ ସର୍ବଦା ମହାଦେବଙ୍କ କୃପା ଦୃଷ୍ଟି ରହିଥାଏ । ଏହି କାରଣରୁ ଏମାନଙ୍କୁ କେବେ ବି କୌଣସି ପ୍ରକାରର ସମସ୍ୟାର ସାମ୍ନା କରିବାକୁ ପଡି ନ ଥାଏ ।

Leave a Reply

Your email address will not be published. Required fields are marked *