ମହିଳା ମାନେ ସକାଳୁ ଉଠି ସ୍ଵାମୀଙ୍କ ସହ କରନ୍ତୁ ଏହି କାମ ହେବ ଏତେ ଧନର ବର୍ଷା କି ସମ୍ଭାଳି ପାରିବେନି

ଆମେ ଜାଣିଛେ କି ଆମେ ସକାଳ ହେଲା ମାନେ ଏକ ନୂଆ ଜୀବନ ପାଉ । ଉହା ଯାଏ କି ଆମେ ରାତିରେ ଶୋଇବା ସମୟରେ ମୃ-ତ ଥାଉ । ଯେତେବେଳେ ଆମେ ସକାଳ ଉଠି ଥାଉ ତେବେ ଆମେ ଜାଣି ଥାଉ କି ଆମେ ଜୀବନ୍ତ ଅଛୁ । ତେଣୁ କରି କୁହା ଯାଏ କି ସକାଳ ଯାହାର ଯେଉଁ ଭଳି ଯାଇ ଥାଏ ତାର ସାରା ଦିନ ମଧ୍ୟ ସେହି ଭଳି ଯାଇଥାଏ । ଆମେ ଦେଖିବା ପାଇଁ ଗଲେ ଆଜି କାଲିର ଜୀବନ ଖୁବ ଅଲଗା ଅଛି ଆଗ ଦିନର ଜୀବନ ଅପେକ୍ଷା ।

ଯଦି ଆମେ ଦେଖିବା ପାଇଁ ଯିବା ତ ଜାଣି ପାରିବା କି ମହିଳା ମାନଙ୍କ ପାଇଁ ଶାସ୍ତ୍ର ରେ କିଛି କଥା ଲେଖା ହୋଇଛି । ଯାହାକୁ ମହିଳା ମାନେ ନିଶ୍ଚୟ କରିବା ଆବଶ୍ୟକ ଅଟେ । ଆପଣ ଜାଣି ଥିବେ କି ମହିଳା ମାନେ ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ପୂଜା କରିବା ଆବଶ୍ୟକ ହୋଇ ଥାଏ । ସେହି ଭଳି ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ମହିଳା ମାନେ ସକାଳୁ ଉଠନ୍ତି ଭି ଓ କିଛି ଜଣ ଏହା ମାନୟ ମଧ୍ୟ ନଥାନ୍ତି । ତେବେ ଆଜି ଆମେ କହିବା ପାଇଁ ଯାଉଛୁ ସେହି ଭଳି କିଛି କାମ ଯାହାକୁ ମହିଳା ମାନେ ନିଶ୍ଚିତ ଭାବେ କରିବା କଥା । ମହିଳା ମାନେ ସକାଳୁ ଉଠିବା ମାନେ ବେଡ ରେ ବସିକି ଚା କିମ୍ବା କଫି ପିବା କଥା ନୁହେଁ ଏହି ଭଳି କରିବା ଦ୍ଵାରା ସେମାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଥାଏ ।

ଆପଣ ବ୍ରଶ କରିକି ଏହାକୁ ପିବା ଉଚିତ ଅଟେ । ଆପଣ ଯଦି ଏହାକୁ ଅଭ୍ୟାଶ ବୋଲି ଭାବୁ ଛନ୍ତି ତେବେ ଆପଣ ଏହାକୁ କମ ରେ କମ ପାଟି କୁଳି କରିକି ପିଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ଖରାପ ସମୟ ଚାଲି ଜୀବ । ମହିଳା ମାନେ ସକାଳୁ ଉଠିବା ମାତ୍ରେ ପାଣି ପିବା ଦରକାର ଏହାକୁ ପିବା ଦ୍ଵାରା ଆପଣଙ୍କ ପେଟରେ ଥିବା ସବୁ ସମସ୍ଯା ଦୂର ହୋଇଯିବ । ସକାଳୁ ଖାଲି ପେଟରେ ଏହାକୁ ସେବନ କରିବା ଦ୍ଵାରା ଆମ ପାତିର ଲାଲ ଆମ ପେଟକୁ ଯାଇ ଥାଏ ।

ଯାହା ଦ୍ଵାରା ଆମେ ଜାଣି ପାରିବା କି ଏହା ଆମ ପେଟ କୁ ସଫା କରିଥାଏ ଓ ପେଟରେ ଥିବା ସମସ୍ଯା କୁ ମଧ୍ୟ ଦୂର କରିଥାଏ । ଯଦି ଆପଣଙ୍କ ବୟସ ଅଛି ତେବେ ଆପଣ ନିଶ୍ଚିତ ଭାବେ ସକାଳେ ଉଠିକି ନିଜ ଶାରୀରିକ ଯୋଗ କରନ୍ତୁ । ଏହା ପରେ ଆପଣ ନିଜ ସ୍ଵାମୀ ଙ୍କ ସହ କିଛି ସମୟ ପ୍ରେମ ମଧ୍ୟ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କ ପ୍ରେମ ସମ୍ପର୍କ ବଢିବ ଓ ଆପଣ ନିଜ ସ୍ବାମୀଙ୍କ ସହ ଭଲ ରେ ରହିବେ ସାରା ଦିନ । ସକାଳୁ ଉଠିବା ମାତ୍ରେ ଘଣ୍ଟ ଓ ଘଣ୍ଟା ର ଶବ୍ଦ ଶୁଣିବା ଭଲ ହୋଇ ଥାଏ । ଆପଣ ଯଦି ପୂଜା କରୁଛନ୍ତି ତେବେ ଆପଣ ନିଶ୍ଚିତ ଭାବେ ଶଙ୍ଖ ବଜାନ୍ତୁ ଏହା କରିବା ଦ୍ଵାରା ଆପଣ ଭଲ ଭାବରେ ନିଜ ଜୀବନକୁ ବଞ୍ଚି ପାରିବେ ।

Leave a Reply

Your email address will not be published. Required fields are marked *