ମହିଳା ମାନେ ରୋଷେଇରେ ଏମିତି ରଖନ୍ତୁ ତାୱା” ରାତା ରାତି ବଦଳି ଜିବ ଭାଗ୍ୟ, କଙ୍ଗାଳ ମଧ୍ୟ ଧନବାନ ହୋଇଯିବେ 

ବାସ୍ତୁ ଅନୁସାରେ ତାୱାକୁ ସବୁବେଳେ ଚମକାଇ ରଖିବା ଆବଶ୍ୟକ ହୋଇଥାଏ । ଏହାକୁ ଚମକାଇବା ସମ୍ବନ୍ଧରେ ଏମିତି କୁହାଯାଏକି ଯାହା ଘର ତାୱା ଯେତେ ସଫା ଥାଏ ସେହିଭଳି ସେହି ଘରର ଲୋକଙ୍କ ଭାଗ୍ୟ ମଧ୍ୟ ଚମକି ଥାଏ । ସେଥିପାଇଁ ଯଦି ଆପଣ ଚାହୁଁ ଛନ୍ତି ଆପଣଙ୍କର ମଧ୍ୟ ଭାଗ୍ୟ ବଦଳୁ ଆପନ୍ନକୁ ମଧ୍ୟ ନିଜ ଘରର ତୱାକୁ ସବୁ ବେଳେ ଚମକାଇ ରଖିବା ଆବଶ୍ୟକ ହୋଇଥାଏ । ତାୱାକୁ ଚମକାଇବା ପାଇଁ ଲେମ୍ବୁରେ ଲୁଣ ଲଗାଇ ଭଲ ଭାବରେ ତାୱାରେ ରଗଡନ୍ତୁ । ପୁଣି ତାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଏମିତି କରିବା ଦ୍ଵାରା ଆପନ୍ନକ ତାୱା ଚମକଦାର ହୋଇଯିବ ।

ବାସ୍ତୁ ହିସାବରେ ତାୱା ବା କଡ଼ାଇର ପବିତ୍ରତାର ମଧ୍ୟ ବିଶେଷ ଯତ୍ନ ନେବାର ଦରକାର ହୋଇଥାଏ । ତାୱା ବା କଡାଇକି କେବେବି ସେଥିରେ ଅଇଁଠା କରିବା କଥା ନୁହେଁ ନା ସେଥିରେ କିଛି ଅଇଁଠା ଜିନିଷ ରଖିବା ଦରକାର । କିନ୍ତୁ ଏହା ସମ୍ବନ୍ଧରେ ଏହା କୁହାଯାଏକି ଯେଉଁ ଘରେ ଏହାର ସଫାର ଯେତେ ଧ୍ୟାନ ରଖାଯିବ ସେହି ଘରେ ଧନର ଆଗମନ ମଧ୍ୟ ବହୁତ ଶୀଘ୍ର ହେବ । ଆଉ ଏମିତି ଘରେ ଧନ ସମ୍ବନ୍ଧୀୟ ସମସ୍ୟାର ମଧ୍ୟ ସମାଧାନ ହେବ । ଯେଉଁ ଘାଟରେ ତାୱା ବା କଡ଼ାଇର ଧ୍ୟାନ ବା ଯତ୍ନ ରଖନ୍ତି ନହିଁ ସେ ଘରର ଲୋକଙ୍କ ବ୍ୟାପାରରେ ହାନି ହୋଇଥାଏ ।

ତାଙ୍କ ଉପରେ କରଜ ମଧ୍ୟ ହୋଇଥାଏ । ଯଦି ଆପଣ ଚାହୁଁ ଛନ୍ତି ଆପନ୍ନକ ଘରେ ଧନ ବୃଦ୍ଧି ହେଉ ବୋଲି ତେବେ ଏହିଜିନିଷର ସବୁବେଳେ ଧ୍ୟାନ ରଖନ୍ତୁ । ବାସ୍ତୁ ଅନୁସାରେ ଘରେ ଭଙ୍ଗା ତାୱା ବା କଡ଼ାଇକୁ ରଖିବା ଉଚିତ ନୁହେଁ । ଆଉ ଭଙ୍ଗା ଜିନିଷର କେବେବି ପ୍ରୟୋଗ କରିବା ଉଚିତ ହୋଇନଥାଏ । କାରଣ ଏମିତି ଜିନିଷ ପ୍ରୟୋଗ କରିବା ଦ୍ଵାରା ଘରେ ଧନ ହାନି ହୋଇଥାଏ । ଆଉ ଏଥିରେ ଘରେ ଦରିଦ୍ରତା ମଧ୍ୟ ଆସିଥାଏ । ତାହାକୁ ସଫା କରିବା ସମୟରେ ଏହାକୁ କୌଣସି ତୀକ୍ଷଣ ଜିନିଷରେ ଖେଞ୍ଚିବା ଉଛି ହୋଇନଥାଏ ।

କାରଣ ଏହାକୁ ଖେଞ୍ଚିବା ଦ୍ଵାରା ଆପଣଙ୍କ ଭାଗ୍ୟ ଉପରେ ଖରାପ ପ୍ରଭାବ ମଧ୍ୟ ପଡିଥାଏ । ଆଉ ଏଥିରେ ଘରେ ଦରିଦ୍ରତା ମଧ୍ୟ ଆସିଥାଏ । ତାୱା ବା କଡ଼ାଇ ଜଳି ଗଲେ ଏହାକୁ କିଛି ସମୟ ପାଇଁ ପାଣିରେ ଭିଯାଇକି ରଖି ଦିଅନ୍ତୁ । କିଛି ସମୟ ପରେ ସଫା କରନ୍ତୁ । ରୋଷେଇ ଘରେ କେବେବି ଅସନା ତାୱା ବା କଡ଼ାଇର ବ୍ୟବହାର କରିବା ଉଛି ନୁହେଁ । କାରଣ ଏହାର ସିଧା ପ୍ରଭାବ ଘର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହି ଜିନିଷର ସଫା ସୁତୁରା ନକଲେ ରହି ଗ୍ରହର ପ୍ରଭାବ ମଧ୍ୟ ପଡିଥାଏ ।

ଯାହାର ସିଧା ପ୍ରଭାବ ଘର ସଦସ୍ୟଙ୍କ ଉନ୍ନତି ଓ ଆର୍ଥିକ ସ୍ଥିତି ଉପରେ ପଡିଥାଏ । ଏହା ଦ୍ଵାରା ଘର ଲୋକଙ୍କ ମାନସନମାନର ହାନି ମଧ୍ୟ ହୋଇପାରେ । ଆଉ ଅସନା ତାୱାରେ ରୋଟି ବନିବା ଦ୍ଵାରା ସ୍ଵାମୀ ଉପରେ ମଧ୍ୟ ସଙ୍କଟ ଆସିଥାଏ । ସେଥି ଲାଗି ଘରେ ଅସନା ତାୱାର ପ୍ରୟୋଗ କେବେବି କରିବା ଉଚିତ ନୁହେଁ । ଯେତେବେଳେ ତାୱାର ବ୍ଯବହର ହେଉନି ସେତେବେଳେ ତାୱାକୁ ଏମିତି ଜାଗାରେ ରଖନ୍ତୁ ଯେମିତି କୌଣସି ବାହାର ବ୍ୟକ୍ତିଙ୍କ ନଜର ନ ପଡୁ । ଏହାକୁ ଖୋଳାରେ ରଖିବା ବାସ୍ତୁ ହିସାବରେ ବହୁତ ଖରାପ ହୋଇଥାଏ । ବାସ୍ତୁ ହିସାବରେ ତାୱାକୁ ସବୁବେଳେ ଧୋଇକି ବ୍ୟବାହାର କରିବା ଉଚିତ ହୋଇଥାଏ ।

Leave a Reply

Your email address will not be published. Required fields are marked *