ଏହି 2ଟି ମୂର୍ତ୍ତି ଘରେ ଏକା ସହିତ ଏହି ଜାଗାରେ ରଖିବା ଦ୍ଵାରା ବନିବ ରାଜଯୋଗ, ଦୁନିଆ ହେବ ଆପଣଙ୍କ ମୁଠିରେ- Vastu Shastra

ପୂଜା ଘରେ ଯଦି ଏକା ସହିତ ଦୁଇଟି ମୂର୍ତି ରହିଥାଏ ତେବେ ସେଠାରେ ବନିଥାଏ ରାଜ ଯୋଗ । ଯଦି ଆମେ ଆମ ପୂଜା ଘରେ ଏହି ମୂର୍ତି ସହିତ ଅନ୍ୟ ମୂର୍ତି ରଖିବା ତେବେ ନିଶ୍ଚିତ ଭାବେ ଆମ ଭାଗ୍ୟ ବଦଳି ଯାଇଥାଏ । ଆଉ ଧୀରେ ଧୀରେ ସବୁ ଗରିବୀ ସମାପ୍ତ ହୋଇଯାଇଥାଏ । ଆସନ୍ତୁ ଜାଣିବା କେଉଁ ଦୁଇଟି ମୂର୍ତି ନିଜ ପାଖରେ ରଖିବା ଦରକାର ହୋଇଥାଏ । ଯଦି ଆପଣ ବାଲ ଗୋପାଳଙ୍କ ମୂର୍ତି ରଖୁଛନ୍ତି ତେବେ ଶ୍ରୀକୃଷ୍ଣଙ୍କ ସହିତ ମାତା ରାଧା ରାଣୀ ଫୋଟୋ ନିହାତି ଭାବରେ ରଖିବା ଦରକାର ହୋଇଥାଏ ।

ଯଦି ଶ୍ରୀକୃଷ୍ଣଙ୍କ ଫୋଟୋ ଆପଣଙ୍କ ପାଖରେ ରହିଛି ଅପ୍ନା ରାଧାରାଣୀଙ୍କ ଫୋଟୋ ମଧ୍ୟ ନିଶ୍ଚିତ ଭାବରେ ଯୋଡା କରିକି ରଖନ୍ତୁ । ଏହା ପ୍ରେମ ଓ ଏକତାର ମିଶାଲ ଅଟେ । ଯେଉଁ ଘରେ ଏହି ଦୁଇଜଣଙ୍କର ଫୋଟୋ ଥାଏ ସେହି ଘରେ କୌଣସି ପ୍ରକାରର ଗୃହ କ୍ଲେଶ ନଥାଏ । ପତି ପତ୍ନୀ ଓ ପରିବାର ଜନଙ୍କ ଭିତରେ ଭରପୁର ପ୍ରେମ ରହିଥାଏ । ଘରେ ମଧ୍ୟ ଧନ ଧନ୍ୟରେ ପରିପୂର୍ଣ ରହିଥାଏ । ଯଦି ଆପଣ ଏହି ମୂର୍ତି ରଖୁଛନ୍ତି ତେବେ ଆପେ ଆପେ ଆପଣଙ୍କ ଜୀବନରେ ଫାଇଦା ହୋଇବ ।

ସବୁବେଳେ ମାତା ଲକ୍ଷ୍ମୀ ଓ ବିଷ୍ଣୁଙ୍କ ପୂଜା ଏକ ସାଙ୍ଗରେ କରିବା ଉଚିତ । ଏହା ଦ୍ଵାରା ଘର ବହୁତ ଧନ ଧନ୍ୟରେ ପୁରୀ ଉଠିଥାଏ । ଶେଥି ପାଇଁ ଭଗବାନ ବିଷ୍ଣୁ ଜିଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ । ଯଦି ମାତା ଲକ୍ଷ୍ମୀଙ୍କର ଏକ ଫୋଟୋ ରହିଛି ତାଙ୍କର ବାମ ପଟେ ଭଗବାନ ଗଣେଶ ଓ ଡାହାଣ ପାଖରେ ଭଗବାନ କୁବେରଙ୍କ ଫୋଟ ନିଶ୍ଚିତ ଭାବରେ ଲଗାଇବା ଦରକାର । ଯଦି ଲକ୍ଷ୍ମୀଙ୍କର ବାମ ପଟେ ଗଣେଶଙ୍କ ମୂର୍ତି ରଖୁଛନ୍ତି ତେବେ ତେବେ ଆପଣଙ୍କୁ ନିଶ୍ଚିତ ରୂପେ ଲାଭ ପ୍ରାପ୍ତ ହୋଇଥାଏ ।

ଆଉ ଦେଖୁ ଦେଖୁ ଆପଣଙ୍କ ଜୀବନର କାଙ୍ଗାଳି ସମାପ୍ତି ହୋଇଯାଇଥାଏ । ଧନ ପ୍ରାପ୍ତି ପାଇଁ ଲକ୍ଷ୍ମୀ ଗଣେଶଙ୍କ ଫୋଟ ରଖି ପୂଜା କରିବା ଉଚିତ ହୋଇଥାଏ । ମାତା ଲକ୍ଷ୍ମୀ ଧନ ଦେଇଥାନ୍ତି ଓ ଭଗବାନ ଗଣେଶ ରିଦ୍ଧି ସିଧିର ଭଣ୍ଡାର ଓ ବୁଦ୍ଧିର ବିକାଶ କରିଥାନ୍ତି । ଯଦି ଆପଣ ଶ୍ରୀ ରାମଙ୍କ ସହିତ ହନୁମାନଙ୍କ ଫୋଟ ରଖୁଛନ୍ତି ତେବେ ବହୁତ ଭଲ ଅଟେ । ଭଗବାନଙ୍କ ଅନନ୍ୟ ଭକ୍ତ ଶ୍ରୀ ରାମ ଭକ୍ତ ହନୁମାନ ଅଟନ୍ତି । ନିଶ୍ଚିତ ଭାବେ ସେତିକି ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ଯେତିକି ତାଙ୍କ ଫୋଟୋ ପୂଜା କରିବାରେ ହୋଇଥାଏ । ଶ୍ରୀ ରାମ ଦରବାର ଫୋଟୋ ନିଜ ଘରକୁ ନେଇକି ଆସନ୍ତୁ ଆଉ ଶ୍ରୀ ରାମ ଦରବାରର ପୂଜା କରନ୍ତୁ । ଏଥିରେ ସବୁ ଦେବୀ ଦେବତାଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *