ସୁଦଶା ବ୍ରତ ( 16 September ) ଏହି ୫ଟି ରାଶିରେ ମା ଲକ୍ଷ୍ମୀ କରିବେ ଧନର ବର୍ଷା

ସବୁ ମଣିଷ ନିଜ ଦୁଃଖ କଷ୍ଟକୁ ଦୂରେଇ ଦେବା ପାଇଁ ଚାହାଁନ୍ତି ଏହା ପାଇଁ ସେମାନେ ସବୁ ବେଳେ କିଛି ନା କିଛି ପୂଜା ପାଠରେ ଧ୍ୟାନ ଦେଇ ଥାନ୍ତି ଏମାନେ ଖୁବ ଭଲ ହୋଇ ଥାନ୍ତି । ଏବେ ୧୬ ତାରିଖରେ ଶୁଦ୍ଧସା ବ୍ରତ ପଡିବା ପାଇଁ ଯାଉଛି ଏହାକୁ ମା ଲକ୍ଷ୍ମୀଙ୍କ ପ୍ରିୟ ବ୍ରତ ବୋଲି କୁହା ଯାଇଛି ତେଣୁ କରି ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଯେଉଁ ଉପାସ କରିବା ଦ୍ଵାରା ମା ଲକ୍ଷ୍ମୀ ଙ୍କ ଦୟା ପାଇ ପାରୁଛେ ।

ସେହି ଭଳି କିଛି ରାଶି ଅଛନ୍ତି ଯେଉଁ ମାନେ ଶୁଦ୍ଧସା ବ୍ରତ ପରେ କିଛି ଭଲ ପରିଣାମ ପାଇବା ପାଇଁ ଯାଉଛନ୍ତି । ଆଜି ଆମେ ସେହି ୫ ଟି ରାଶି ମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯେଉଁ ମାନେ ଭାଗ୍ଯବାନ ହେବା ପାଇଁ ଯାଉଛନ୍ତି ଶୁଦ୍ଧସା ବ୍ରତ ପରେ । ବୃଷ ରାଶି – ସମାଜରେ ଆପଣଙ୍କୁ ସମ୍ମାନ ମିଳିବ । ଆର୍ଥିକ ସ୍ଥିତି ମଜବୁତ ହେବ । ଯେଉଁ ମାନେ ବେପାର କରୁଛନ୍ତି ସେମାନେ ଭଲ ପରିଣାମ ପାଇବେ । ଆପଣ ସଫଳତା ଆଡକୁ ଯିବେ । ଯଦି ଆପଣ ମା ଲକ୍ଷ୍ମୀ ଙ୍କୁ ଆରାଧନା କରୁଛନ୍ତି ତେବେ ଆପଣଙ୍କ ମନସ୍କାମନା ପୂରଣ ହେବ । ଆପଣ ଯଦି କଷ୍ଟ କରୁଛନ୍ତି ଆପଣଙ୍କୁ ଏହାର ପରିଣାମ ମିଳିବ । ସିଂହ ରାଶି – ସିଂହ ରାଶିର ଲୋକଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ରହିବ ଯାହା ଦ୍ଵାରା ଆପଣ ଜୀବନରେ ଖୁବ ଉର୍ଣ୍ଣତି କରିବେ ।

ଆପଣଙ୍କ ପରିବାର ରେ ସୁଖ ପୂର୍ଣ୍ଣ ବାତାବରଣ ରହିବ । ଜୀବନ ସାଥିର ଭାର ପୁର ସହୋଜଗ ମିଳିବ । ଯଦି ଆପଣ ମା ଲକ୍ଷ୍ମୀ ଙ୍କ ଆରାଧନା କରିବେ ଆପଣଙ୍କ ଆର୍ଥିକ ସ୍ଥିତି ବଦଳି ଜୀବ । ଚାକିରି କରୁଥିବା ବ୍ୟକ୍ତି ମାନେ ପଦ ଉର୍ଣ୍ଣତି କରିବେ । ମା ଲକ୍ଷ୍ମୀ ଏନକେ କୃପା ରୁ ଜୀବନର ସବୁ ସମସ୍ଯା ଦୂର ହୋଇ ଜୀବ । କନ୍ୟା ରାଶି – ଏହି ରାଶିର ଲୋକଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ବରଶିବ ଆପଣ କରୁଥିବା କାମ ର ପରିଣାମ ଆପଣଙ୍କୁ ପ୍ରାପ୍ତ ହେବ । ଆପଣଙ୍କ ସଫଳତାର ମାର୍ଗ ଆପଣଙ୍କୁ ସ୍ପଷ୍ଟ ହୋଇଯିବ । ଆପଣଙ୍କୁ ମାତା ପିତାଙ୍କ ଆଶୀର୍ବାଦ ଲାଭ ହେବ । ଦାଂପତ୍ଯ ଜୀବନ ସୁଖ ମୟ ହେବ ।

ମକର ରାଶି – ମା ଲକ୍ଷ୍ମୀ ଙ୍କ ଅପାର ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ ଯାହା ଆପଣଙ୍କ ପାଇଁ ଖୁବ ଲାଭ ଦାଇ ହେବ । ଆପଣଙ୍କ ଖରାପ ସମୟ ସେଶ ହୋଇଯିବ । ଆପଣ ତୀବ୍ର ଗତିରେ ନିଜ ଲକ୍ଷ ଆଡକୁ ଯିବେ । ସନ୍ତାନ ମାନଙ୍କ ପାଖରୁ କିଛି ଆପଣଙ୍କୁ ଖୁଶି ଖବର ମିଳିବା ପାଇଁ ଯାଉଛି । ଆପଣଙ୍କୁ ଆକସ୍ମାତ କିଛି ଧନ ଲାଭ ହୋଇ ପାରେ । କୁମ୍ଭ ରାଶି – ,ମା ଲକ୍ଷ୍ମୀ ଙ୍କ ଦୟା ଆପଣଙ୍କ ଉପରେ ହେବା ଦ୍ଵାରା ଆପଣଙ୍କ ସବୁ ଖରାପ ସମୟର ଅନ୍ତ ହୋଇ ସାରିଛି । ଆପଣଙ୍କ ଜିବନରେ ଧନ ର ବର୍ଷା ହେବ । ଚାକିରି ପାଇ ଆପଣଙ୍କୁ ନିଜ ମିତ୍ରା ମାନଙ୍କ ସାହାଜ୍ଯ୍ଯା ମିଳିବ । ଆପଣ ଯେଉ କାମ ରେ ହାତ ଦେବେ ଏହା ଶୁଭ ପରିଣାମ ଦେବ ।

Leave a Reply

Your email address will not be published. Required fields are marked *