ମହିଳା ମାନଙ୍କର ଏହି ଜାଗାରେ କଳାଜାଇ ଥିଲେ ସ୍ବାମୀ ପାଇଁ ବହୁତ ହୋଇଥାଏ ଭାଗ୍ୟଶାଳୀ

ବନ୍ଧୁଗଣ ହିନ୍ଦୁ ଧର୍ମରେ ଶୁଭ ଅଶୁଭକୁ ବହୁତ ମହତ୍ଵ ଦିଆଯାଇଥାଏ । ଯୋଟିଶ ଶାସ୍ତ୍ର ଅନୁଯାୟୀ ମଣିଷର ରାଶି ଓ ଜାତକ ଦେଖିଲେ ତାର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ଜାଣି ହେବ । ମଣିଷ ଶରୀରରେ ଥିବା କଳାଜାଇ ର ବହୁତ କିଛି ଅର୍ଥ ରହିଥାଏ । ସମୁଦ୍ର ଶାସ୍ତ୍ରରେ ମଣିଷର ଶରୀରରେ ଥିବା ଚିହ୍ନ କୁ ଆଖି ଆଗରେ ରଖିକି ବହୁତ ତଥ୍ୟ ଦିଆଯାଇଥାଏ । ଏହି ଚିହ୍ନ ସୌଭାଗ୍ୟ ଓ ଦୁର୍ଭାଗ୍ଯର ପ୍ରତୀକ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ମଣିଷ ଶରୀରର କେଉଁ ଅଙ୍ଗରେ କଳାଜାଇ ଥିଲେ ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି ।

୧- ଯେଉଁ ବ୍ୟକ୍ତିଙ୍କ ମୁଣ୍ଡରେ ତାଳୁ ଉପରେ କଳାଜାଇ ଥାଏ ସେମାନେ ଧନବାନ ହେବା ସହ କେତେକ ମହତ୍ଵ ପୂର୍ଣ୍ଣ ରାଜ ର ଅଧିକାରୀ ହୋଇଥାନ୍ତି । ଜୀବନରେ ସବୁ କାମରେ ସଫଳତା ପ୍ରାପ୍ତ କରିଥାଏ । ମୁଣ୍ଡର ଅନ୍ୟ କେଉଁ ଭାଗରେ କଳାଜାଇ ଥିଲେ ଏହା ଭଲ ପରିଣାମ ହୋଇନ ଥାଏ । ଏଭଳି ବ୍ୟକ୍ତିଙ୍କ ଜୀବନ ସାମାନ୍ଯ ହୋଇଥାଏ । ମଥାରେ କଳାଜାଇ ଥିବା ବ୍ୟକ୍ତିଙ୍କ ଜୀବନ ସଙ୍ଘର୍ଷମୟ ହୋଇଥାଏ ।

୨- କାନ ଉପରେ କଳାଜାଇ ଥିଲେ ବୁଦ୍ଧିମାନ ଓ ଚତୁର ହୋଇଥାନ୍ତି । ଏଭଳି ବ୍ୟକ୍ତି ନିଜର ବୁଦ୍ଧି ବଳରେ ଧନବାନ ହୋଇଥାନ୍ତି । କିନ୍ତୁ ଏମାନେ ପଇସା ଖର୍ଚ୍ଚ କରିବା ସମୟରେ ଆଗ ପଛ ବାହାବାନ ଟି ନାହିଁ ।

୩- ଯେଉଁ ବ୍ଯକ୍ତିର ଆଖିରେ କଳାଜାଇ ଥାଏ ସେ ଉଚ୍ଚ ବିଚାର ଓ ଭାବନାତ୍ମକ ବ୍ୟକ୍ତି ହୋଇଥାଏ । ଆଖି ର ତଳେ କଳାଜାଇ ଥିବା ବ୍ୟକ୍ତି ଙ୍କ ଜୀବନ ସାମାନ୍ଯ ହୋଇଥାଏ ।

୪- ମୁହଁରେ ବାମ ପଟେ କଳାଜାଇ ଥିଲେ ଏହାକୁ ଶୁଭ ମାନଯାଏ ନାହିଁ । ଯଦି ମୁହଁରେ ଡାହାଣ ପଟେ, ତଳେ କଳାଜାଇ ଥିଲେ ଏହା ଶୁଭ ଏହାବା ସହ ଐଶ୍ଚର୍ଜ୍ୟ ପୂର୍ଣ୍ଣ ହୋଇଥାଏ ।

୫- ଆଖି ର ବାମ ଫଳକ ରେ କଳାଜାଇ ଥିଲେ ବିଶେଷ ମହତ୍ଵ ହୋଇନ ଥାଏ । କିନ୍ତୁ ଡାହାଣ ପଟ ଆଖିର ପଲକରେ କଳାଯାଇ ଥିଲେ ବ୍ୟକ୍ତିର ପ୍ରକୃତି ଧାର୍ମିକ ହୋଇଥାଏ । ସେହି ବ୍ୟକ୍ତି ଦାନବୀର ଓ ଧନବାନ ହୋଇଥାଏ ।

୬- ନାକ, ଗାଲ, ଜିଭ ତଥା ଥୋଡି ଉପରେ କଳାଜାଇ ଥିଲେ ଚେହେରାରେ ସୌନ୍ଦର୍ଜ୍ୟ ବଢିଯାଏ । ଏହା ଅତ୍ୟନ୍ତ ଶୁଭ ଓ ଭଲ ମାନାଯାଏ । ଦୁଇ ଗାଲରେ କଳାଜାଇ ଥିବା ବ୍ୟକ୍ତି ଧନବାନ, ବୁଦ୍ଧିମାନ ଓ ଦେଖିବାକୁ ସୁନ୍ଦର ହୋଇଥାନ୍ତି । ଏମାନଙ୍କ ଜୀବନ ସନ୍ତୁଳିତ ହୋଇଥାଏ ।

୭- ନାକ ଉପରେ କଳାଜାଇ ଥିଲେ ବ୍ୟକ୍ତି ନିୟମର ପାଳନ କରେ । ପରିଶ୍ରମୀ ହେବ ସହ ରାଗି ସ୍ଵଭାବର ହୋଇଥାନ୍ତି । ଥୋଡି ଉପରେ କଳାଜାଇ ଥିଲେ ବ୍ୟକ୍ତି ମିଳାମିଶା ପରି ହୋଇଥାନ୍ତି । ସମାଜରେ ଏମାନଙ୍କର ମାନ ସମ୍ମାନ ଥାଏ ।

୮-  ଜିଭର ଅଗ୍ର ଭାଗରେ କଳାଜାଇ ଥିଲେ ବ୍ୟକ୍ତି କାହାକୁ ବି ବଶ କରିବାର କ୍ଷମତା ରଖିଥାନ୍ତି । ଓଠରେ କଳାଜାଇ ଥିଲେ ବ୍ୟକ୍ତି କାମୁକପ୍ରିୟ ହୋଇଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *