ମଙ୍ଗଳବାର ଦିନ ଗାଧୋଇ ସାରି କରନ୍ତୁ ଏହି କାମ, ହବ ଧନର ବର୍ଷା

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ଦିନ ହୋଇଥାଏ ଏହି ଦିନ ଯେଉଁ ବ୍ୟକ୍ତି ମନ ଧ୍ୟାନ ଦେଇ ଭଗବାନଙ୍କୁ ପୂଜା କରିଥାଏ ତାଙ୍କୁ ବହୁତ୍ ଭଲ ସମୟ ଦେଖିବାକୁ ମିଳିଥାଏ । ମଙ୍ଗଳବାର ଦିନ ଯେଉଁ ବ୍ୟକ୍ତି ହନୁମାନ ଚାଳିଶା ପାଠ କରନ୍ତି ତାଙ୍କ ଜିବନ ସବୁ ଦୁଃଖ ଦୂର ହୋଇଥାଏ ଓ ତାଙ୍କୁ ଜୀବନରେ ନୁଆ ଆଲୋକ ଦେଖିବାକୁ ମିଳିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଆପଣଙ୍କ ଜୀବନ ସବୁ ଦୁଃଖ ଦୂର ହୋଇଯିବ । ୧- ଯଦି ଆପଣଙ୍କ ଜୀବନରେ ବହୁତ୍ ଦୁଃଖ ଓ ସମସ୍ୟା ଚାଲିଛି ତେବେ ଆପଣଙ୍କୁ ନିଜ ହାତରେ ଗୋଟେ ଗୋଲାପ ମାଳ ତିଆରି କରିବାକୁ ହବ ଓ ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ଭଗବାନଙ୍କୁ ନିଜ ହାତରେ ମାଳ ପିନ୍ଧାନ୍ତ୍ ଦେଖିବେ କିଛି ଦିନ ଭିତରେ ଆପଣଙ୍କ ସମସ୍ୟା ଠିକ୍ ହୋଇଯିବ ।

୨- ପ୍ରାୟତଃ ଲୋକଙ୍କୁ ଧନ ସମସ୍ୟା ହୋଇଥାଏ ତେବେ ଆପଣଙ୍କୁ ଏହି ଉପାୟ କରିବା ଉଚିତ୍ ଅଟେ । ଆପଣଙ୍କୁ ମଙ୍ଗଳବାର ଦିନ ସକାଳେ ସ୍ନାନ କରି ଗୋଟେ ବର ଗଛ ପତ୍ର ଆଣିବାକୁ ହବ ଆପଣଙ୍କୁ ଏହି ପତ୍ର ଧୋଇ ହନୁମାନ ପ୍ରଭୁଙ୍କ ଆଗରେ ରଖିବାକୁ ହବ ଆପଣ ଏହା ପରେ ଭୋଗ କରନ୍ତୁ ଓ ସେହି ପତ୍ର ଉପରେ କେଶର ଦ୍ବାରା ଶ୍ରୀ ଲେଖନ୍ତୁ ଓ ପୂଜା ସମାପ୍ତ ହବା ପରେ ନିଜ ପର୍ସ ବା ଧନ ରଖିବା ଜାଗାରେ ରଖି ଦିଅନ୍ତୁ ।

୩- ମଙ୍ଗଳବାର ଦିନ ନିଜ ପୂଜା ଘରେ ହନୁମାନ ଯନ୍ତ୍ର ସ୍ଥାପନା କରନ୍ତୁ ଓ ସବୁଦିନ ବିଧିପୂର୍ବକ ଏହି ଯନ୍ତ୍ରର ପୂଜା କରନ୍ତୁ ଦେଖିବେ ଆପଣଙ୍କ ଘର ସବୁ ଆର୍ଥିକ ସମସ୍ୟା ଠାରୁ ଅନ୍ୟ ସମସ୍ୟା ସବୁ ଦୁର ହୋଇଯିବ ।

୪- ମଙ୍ଗଳବାର ଦିନ ପାଖରେ ଥିବା ହନୁମାନ ମନ୍ଦିରକୁ ଜାନ୍ତୁ ଓ ସେଠାରେ ହନୁମାନ ରକ୍ଷା ଯନ୍ତ୍ରର ପାଠ କରନ୍ତୁ ଦେଖିବେ ଆପଣଙ୍କ ଜିବନ ସବୁ ସଙ୍କଟରୁ ଆପଣଙ୍କୁ ଭଗବାନ ହନୁମାନ ବଞ୍ଚେଇବେ । ଆପଣଙ୍କ ମନ ଓ ଶରିର ଶାନ୍ତି ପାଇଁ ଆପଣଙ୍କୁ ଏହି ରକ୍ଷା ଯନ୍ତ୍ର ର ପାଠ କରିବା ଆବଶ୍ୟକ ଅଟେ ।

୫- ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ଜିବନ ସାରା ଲାଗି ରହିଛି ତେବେ ଆପଣଙ୍କୁ ମଙ୍ଗଳବାର ଦିନ ସନ୍ଧ୍ୟା ସମୟରେ ମନ୍ଦିର ଯାଇ ସେଠି ବସି ରାମ ନାମ୍ ଯାପ ଅତି କମରୁ ୧୦୮ ଥର କରନ୍ତୁ ଓ ଏହା କରିବା ପରେ ଆପଣ ଭଗବାନ ହନୁମାନଙ୍କୁ ବୁନ୍ଦି ଭୋଗ କରନ୍ତୁ ଏହି ଭଳି ଆପଣ ୫ ଟି ମଙ୍ଗଳବାର କରନ୍ତୁ ଯଦି ଆପଣଙ୍କ ମନସ୍କାମନା ପୂର୍ଣ୍ଣ ନହୁଏ ତେବେ ୭ ଟି ମଙ୍ଗଳବାର କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *