ମଙ୍ଗଳ କରିବେ ସିଂହ ରାଶିରେ ପ୍ରବେଶ, ଏହି 4ଟି ରାଶିର ହେବ ଭାଗ୍ୟ ପରିବର୍ତ୍ତନ

ମଙ୍ଗଳ ଗ୍ରହ ସିଂହ ରାଶି ନିଜର ଅବସ୍ଥିତି ସମାପ୍ତ କରି କନ୍ୟା ରାଶି ରେ ପ୍ରବେଶ କରିବେ । ଏହି କନ୍ୟା ରାଶି ଏବେ 22 ଡିସେମ୍ବର ମଧ୍ୟରାତ୍ରି ପର୍ଯ୍ୟନ୍ତ ଅବସ୍ଥାନ କରିବେ, ଏହା ପରେ ତୁଳା ରାଶି ରେ ପ୍ରବେଶ କରିବେ । ଏହି ରାଶି ର ପରିବର୍ତ୍ତନ ସମୟରେ ଅନ୍ୟ ରାଶି ଉପରେ କିପରି ପ୍ରଭାବ ପଡିବ ଆଜି ଆମେ ଏ ବିଷୟରେ ଆପଣ ମାନଙ୍କୁ ଜଣାଇବୁ ।

ମେଷ ରାଶି: ଆପଣ ଯାହା ବି ନିର୍ନୟ ନେବେ ତାର ପ୍ରଶଂସା ମିଳିବ । ପ୍ରତେକ କାର୍ଯ୍ୟ ରେ ସଫଳତା ମିଳିବ । ଚାକିରି ଓ ବ୍ୟବସାୟ ରେ ଲାଭ ହେବାକୁ ନେଇ ଚିନ୍ତାରେ ରହିବେ । ଜମିବାଡି ମାମଲା ଆଗ ଭଳି ରହିବ ।

କର୍କଟ ରାଶି: ଆପଣ ଯାହା ନିଷ୍ପତି ନେବେ ତାହା ସଫଳ ହେବ । ଆପଣଙ୍କ କାମ ପାଇଁ ଲୋକ ପ୍ରଶଂସା କରିବେ । ପରିବାରରେ ଭାବି ଚିନ୍ତି କଥାବାର୍ତ୍ତା କରିବେ ନଚେତ ଆପଣଙ୍କ କ୍ଷତି ହେଇପାରେ ଦୂରରେ ରହୁଥିବା ସାଙ୍ଗ ଅଥବା ସମ୍ପର୍କୀୟ ମାନଙ୍କ ସହିତ ଦେଖା ହେବାର ଆଶଙ୍କା ଅଛି । ଆପଣଙ୍କ ସମ୍ପର୍କୟ ମାନଙ୍କ ସହ ପ୍ରେମ ରେ କଥା ହେବେ ।

ସିଂହ ରାଶି : ଆପଣ ଅଚାନକ ଧନ ପ୍ରାପ୍ତି ହେଇ ପାରିବେ । ଅଟିକି ଥିବା ପଇସା ଆପଣ ଫେରି ପାଇବେ କାହାକୁ ଧାର ଦେଇଥିବା ଅର୍ଥ ଫେରି ପାଇବେ । କୌଣସି ଫଇସଲା ନେବା ପୂର୍ବରୁ ପରିବାର ଲୋକ ମାନଙ୍କ ମନ୍ତବ୍ୟ ନିଶ୍ଚିନ୍ତ ନିଅନ୍ତୁ । ବୈବାହିକ ଜୀବନରେ ଚିନ୍ତା ଦେଖା ଦବ । ପାର୍ଟନର ଶିପ ହୋଇ କୌଣସି ବି ବେପାର କରନ୍ତୁ ନାହି । ଆପଣଙ୍କ କ୍ରୋଧ ଉପରେ କାବୁ ରଖନ୍ତୁ ନ ହେଲେ କ୍ଷତି ଆପଣଙ୍କର ହେବ ।

କନ୍ୟା ରାଶି: ଭାବପୂର୍ଣ ହୋଇ କୌଣସି ସମାଧାନ କରନ୍ତୁ ନାହି । ନିଜ ଶରୀରର ଧ୍ୟାନ ରଖନ୍ତୁ । କୋର୍ଟ କଚେରୀ ମାମଲା କୁ କୋର୍ଟ କୁ ନ ନେଇ କୋର୍ଟ ବାହାରେ ସମାଧାନ କରିବା ଠିକ ହେବ । ଯଦି କିଛି ସରକାରୀ ଟେନ୍ଡର ପାଇଁ ଆବେଦନ କରିବା କୁ ଚାହୁଛନ୍ତି ଏଇ ସମୟଟି ଆପଣଙ୍କ ପାଇଁ ଉତ୍ତମ ସମୟ ଅଟେ ।

ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ ଅଟେ । କୌଣସି ବ୍ୟକ୍ତି କି ଅପମାନ କରିବେନି ନଚେତ ପରେ ଆପଣଙ୍କର ବହୁତ କ୍ଷତି ହବ । ଖାଇବା ପିଇବା ରେ ଧ୍ୟାନ ଦେବେ ନଚେତ ଆପଣଙ୍କ ଶରୀର ଖରାପ ରହିବ ।

ତୁଳା ରାଶି: ଆପଣଙ୍କ କ୍ରୋଧ କୁ ନିଜ କାବୁ ରେ ରଖିବେ ନଚେତ ତାହାର ନେଗେଟିଭ ପ୍ରଭାବ ଆପଣଙ୍କ ବେପାର ର ରେ କ୍ଷତି ସୃଷ୍ଟି କରାଇବ ଦୂର ସ୍ଥାନ କୁ ନ ଯିବା ଆପଣଙ୍କ ପାଇଁ ଭଲ ହବ । ଅର୍ଥକୁ ଆପଣ ଦେଖି ଚାହି ଖର୍ଚ୍ଚ କରନ୍ତୁ । ଦାମ୍ପତ୍ୟ ଜୀବନରେ ଆପଣଙ୍କର କିଛି ସମସ୍ୟା ଦେଖା ଦେବ । ସନ୍ତାନ ମାନଙ୍କ ପାଇଁ ଆପଣଙ୍କୁ ଦୂଖ ମିଳିବ । ନିଜର ବେପାରରେ କିଛି ସାମାନ୍ୟ ସମସ୍ୟା ଦେଖିବାକୁ ମିଳିବ ।

ବିଛା ରାଶି: ସମାଜରେ ଆପଣଙ୍କର ମାନ ସମ୍ମାନ ବଢିବ ଯାହା ବି ଆପଣ ଭବିବେ ତାର ସଫଳତା ହେବ । କୋଣସି ବ୍ୟକ୍ତି ପଇସା ଧାର ଦେବେ ନାହି ନଚେତ ଆପଣଙ୍କୁ ସେ ପଇସା ମିଳିବ ନାହି । ତେଣୁ ଆପଣ ସାବଧାନ ରୁହନ୍ତୁ । ସନ୍ତାନ ଙ୍କ ପାଇଁ ଚିନ୍ତା ବଢିବ ।

ଧନୁ ରାଶି: ଯଦି ଆପଣ କିଛି କାର୍ଯ୍ୟ ଭାବୁଛନ୍ତି କରିବାକୁ ସେଥିରେ ଆପଣଙ୍କର ସଫଳତା ମିଳିବ । ଜେନୂ ଲୋକ ଆପଣଙ୍କୁ ଘୃଣା କରୁଥିଲେ ସେ ଲୋକ ଆପଣଙ୍କୁ ସାହାଯ୍ୟ ମାଗିବାକୁ ଆସିବେ । ବିଦ୍ୟାର୍ଥୀ ଓ ଛାତ୍ର ମାନଙ୍କ ପାଇଁ ଏଇ ସମୟ ଟି ଉତ୍ତମ ସମୟ ଅଟେ । ଦାମ୍ପତ୍ୟ ଜୀବନ ଖୁସିରେ କଟିବ ।

ମକର ରାଶି: ଶିକ୍ଷା ଓ ପ୍ରତିଯୋଗୀତା କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବ । ମନ ଶାନ୍ତ ରହିବ । ଶରୀର ଭଲ ରହିବ ଆପଣଙ୍କ କାମ ପାଇଁ ଲୋକ ଆପଣଙ୍କୁ ପ୍ରଶଂସା କରିବେ । ସାମାଜିକ କାମ ଓ ଅନାଥ ଆଶ୍ରମରେ ଆପଣ ଦାନ କାଲେ ଲାଭ ମିଳିବ । ଯଦି ଆପଣ ବିଦେଶରେ ଚାକିରି ପାଇଁ ଆବେଦନ କରିବା କୁ ଚାହୁଛନ୍ତି ତା ହାଲେ ଆପଣଙ୍କ ପାଇଁ ଏ ସମୟ ଟି ଉପଯୁକ୍ତ ସମୟ ଅଟେ । ଧନ ଆସିବାର ସମୟ ଆପଣଙ୍କର ଆସି ଯାଇଛି ।

କୁମ୍ଭ ରାଶି: ଆପଣ ନିଜ ଶରୀରର ଧ୍ୟାନ ରଖିବେ ଆପଣଙ୍କ ବାମ ପଟ ଆଖିରେ କିଛି ସମସ୍ୟା ଆସିପାରେ । ସେଥି ପାଇଁ ଆପଣ ସାବଧାନ ରହିବେ । ପ୍ରେମ ଜନିତ ଦିଗରେ ସଫଳତା ର ଯୋଗ ଅଛି । ଆପଣଙ୍କ ପାଇଁ ଯଦି ଜୀବନ ସାଥି ଖୋଜିବା କୁ ଚାହୁଛନ୍ତି ତା ହେଲେ ଆପଣଙ୍କୁ ଜଲଦି ମିଳି ଯିବ ।

ବିବାହୀତ ଲୋକ ନିଜର ସମ୍ପର୍କ ଜଗି ରଖି ରହିବେ ନିଜର କ୍ରୋଧ ଠାରୁ ଦୂରେଇ ରହିବେ । ଆପଣଙ୍କ ଅଚାନକ ଧନ ମିଳିବା ର ସମ୍ଭାବନା ଅଛି । କୋର୍ଟ କଚେରୀ ର କାର୍ଯ୍ୟ କୋର୍ଟ କୁ ନ ଯାଇ କୋର୍ଟ ବାହାରେ ସମାଧାନ କରି ଦେବା ଭଲ ହବ ।

ମୀନ ରାଶି : ଆର୍ଥିକ ସ୍ଥିତି ରେ ଆପଣଙ୍କର ଉରନତି ହେବ । ସମାଜ ରେ ଆପଣଙ୍କ ଇଜତ ବଢିବ । ଦାମ୍ପତ୍ୟ ଜୀବନରେ ନଜର ରଖିବେ ନଚେତ କିଛି ସମସ୍ୟା ଦେଖିବାକୁ ମିଳିବ । ନିଜର କ୍ରୋଧ ଉପରେ କାବୁ ରଖିବେ । ଆପଣଙ୍କର ଅଯଥା ଧନ ଖର୍ଚ୍ଚ ହୋଇପାରେ । ନୂଆ ଜିନିଷ କିଣିବା ପାଇଁ ଏଇଟା ଉପଯୁକ୍ତ ସମୟ ନୁହେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *