Vastu Tips- ମ-ରି-ଗ-ଲେ ବି ମଙ୍ଗଳବାର ଦିନ ଏହି 5 ଟି କାମ ଭୁଲ ରେ ମଧ୍ୟ କରିବେ ନାହିଁ, ପୁରା ପରିବାର ହେଇଯାଏ ବର୍ବାଦ, ଘରକୁ ଆସିଥାଏ ଦରିଦ୍ରତା

ବନ୍ଧୁଗଣ ମଙ୍ଗଳବାର ହେଉଛି ହନୁମାନଙ୍କ ବାର । ଏହି ବାରରେ ଭକ୍ତ ମାନେ ହନୁମାନଙ୍କର ଉପାସନା କରିଥାନ୍ତି । ଯେଉଁ ଲୋକ ମାନଙ୍କ ଉପରେ ହନୁମାନଙ୍କ କୃପା ରହିଥାଏ ସେହି ଲୋକ ମାନଙ୍କୁ ତାଙ୍କ ଜୀବନରେ କୌଣସି ସ-ମ-ସ୍ଯା ହୋଇନଥାଏ ।

ହେଲେ ବନ୍ଧୁଗଣ ଜଣା ଅଜଣାତରେ ମଙ୍ଗବାର ଦିନ ଲୋକମାନେ ଏପରି କିଛି ଭୁ-ଲ କରିଥାନ୍ତି ଯାହାଦ୍ୱାରା ସେମାନଙ୍କ ଜୀବନରେ ବହୁତ ସ-ମ-ସ୍ଯା ଆସିଥାଏ । ଏହି ଲୋକମାନଙ୍କ ଉପରେ ହନୁମାନ ରୁଷ୍ଟ ହୋଇଯାଇଥାନ୍ତି ।

ଏହି ସବୁ ଭୁ-ଲ କରିବା ଦ୍ଵାରା ଲୋକମାନେ ପାପର ଭାଗୀଦାର ହୋଇଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସବୁ ଭୁ-ଲ ଗୁଡିକ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଭୁ-ଲ ସେ ମଧ୍ୟ କରନ୍ତୁ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଭୁ-ଲ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣ ମଙ୍ଗଳବାର ଦିନ ହନୁମାନଙ୍କର କ୍ରୋ-ଧ ସହିବାକୁ ଚାହୁଁ ନାହାନ୍ତି ତା ହେଲେ ଭୁ-ଲ ସେ ମଧ୍ୟ ଏହି ଦିନରେ କୌଣସି ଶା-ରୀ-ରି-କ ସ-ମ୍ବ-ନ୍ଧ ରଖନ୍ତୁ ନାହିଁ । ଏହି ଦିନରେ ସ-ମ୍ବ-ନ୍ଧ ସ୍ଥାପନ କରିବା ଦ୍ଵାରା ସନ୍ତାନ ମଧ୍ୟ କି-ନ୍ନ-ର ହୋଇଥାଏ । ତେଣୁ ବନ୍ଧୁଗଣ ମଙ୍ଗଳବାର ଦିନ ଭୁ-ଲ ସେ ମଧ୍ୟ ଏହି ଭୁ-ଲ କରନ୍ତୁ ନାହିଁ ।

୨. ବନ୍ଧୁଗଣ ମଙ୍ଗଳବାର ଦିନ କ୍ଷୀର ଜାତୀୟ ଦ୍ରବ୍ୟ ତଥା କ୍ଷୀରରେ ତିଆରି ହୋଇଥିବା କୌଣସି ଖାଦ୍ୟ ପଦାର୍ଥକୁ କିଣନ୍ତୁ ନାହିଁ । କାରଣ କ୍ଷୀରକୁ ଚନ୍ଦ୍ରମାର କାରକ ମାନା ଯାଇଛି । ଚନ୍ଦ୍ରମା ଓ ମଙ୍ଗଳ ପରସ୍ପରର ବି-ରୋ-ଧୀ ଅଟନ୍ତି । ତେଣୁ ବନ୍ଧୁଗଣ ମଙ୍ଗଳବାର ଦିନ କ୍ଷୀର ଜାତୀୟ କୌଣସି ଖାଦ୍ୟ ପଦାର୍ଥ କିଣନ୍ତୁ ନାହିଁ ନଚେତ ଆପଣ ବ-ର-ବା-ଦ ହୋଇଯିବେ ।

୩. ବନ୍ଧୁଗଣ ମଙ୍ଗଳବାର ଦିନ ଭୁ-ଲ ସେ ମଧ୍ୟ କୌଣସି ଲୁହା ଜିନିଷ କିଣନ୍ତୁ ନାହିଁ । ଶନିବାର ପରି ମଙ୍ଗଳବାର ଦିନ କୌଣସି ଲୁହା ଜିନିଷ କିଣିବା ବହୁତ ଅଶୁଭ ମାନା ଯାଇଛି । ଏହି ଦିନରେ ଛୁ-ରୀ ବା କ-ଇଁ-ଚି ଆଦି ଧା-ରୁ-ଆ ଜିନିଷକୁ ଘରକୁ ଆଣନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇଥାଏ । ଏହା ଆପଣଙ୍କ ପାରିବାରିକ ଜୀବନ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ ।

୪. ବନ୍ଧୁଗଣ ମଙ୍ଗଳବାର ଦିନ ଭୁ-ଲ ସେ ମଧ୍ୟ ନଖ କିମ୍ବା କେସ ଆଦି କା-ଟ-ନ୍ତୁ ନାହିଁ । ଏହି ଭୁ-ଲ କରିବା ଦ୍ଵାରା ହନୁମାନ ଆପଣଙ୍କ ଉପରେ ରୁଷ୍ଟ ହୋଇଯିବେ ଯାହାଫଳରେ ଆପଣଙ୍କୁ ହନୁମାନଙ୍କର କ୍ରୋଧ ସହ୍ୟ କରିବାକୁ ପଡିପାରେ ।

୫. ବନ୍ଧୁଗଣ ମଙ୍ଗଳବାର ଦିନ ଶୃଙ୍ଗାରର କୌଣସି ସାମଗ୍ରୀ କିଣି ଘରକୁ ଆଣନ୍ତୁ ନାହିଁ । ମଙ୍ଗଳବାର ଦିନ କୌଣସି ପ୍ରକାରର ପ୍ରସାଧନ ସାମଗ୍ରୀ କିଣିବା ଉଚିତ ନୁହେଁ । ଏହି ସମସ୍ତ ଜିନିଷକୁ ଆପଣ ସୋମବାର କିମ୍ବା ଶନିବାର ଦିନ କିଣିପାରିବେ । ଯଦି ଆପଣ ଏହି ଜିନିଷ ଗୁଡିକୁ ମଙ୍ଗବାର ଦିନ କିଣିବେ ତା ହେଲେ ଆପଣଙ୍କୁ ଆଗାମୀ ଜୀବନରେ ଦରିଦ୍ରତା ଭୋଗ କରିବାକୁ ପଡିପାରେ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁ-ଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *