ମଙ୍ଗଳବାର ଦିନ ଏହି 1 ଜିନିଷ ହନୁମାନ ଜୀ ଙ୍କୁ ଚଢେଇ ଦିଅନ୍ତୁ, ସବୁ ମନସ୍କାମନା ହେବ ପୂରଣ ।

ବନ୍ଧୁଗଣ ମଙ୍ଗଳବାର ଦିନ ହନୁମାନ ଜି ଙ୍କ ପୂଜା କରିବା ପାଇଁ ଶ୍ରେଷ୍ଠ ଦିନ ହୋଇଥାଏ । ଏହି ଦିନ ପୂଜା କରିବା ସହ ଯଦି କିଛି ଜ୍ଯୋତିଷ ଉପାୟ କରାଯାଏ ତେବେ ତତକାଳ ମୁକ୍ତି ମିଳିଥାଏ । ଜୀବନରେ ଯେତେ ବି ସମସ୍ଯା ଆସିଥାଏ ତାହା ସବୁ ମଙ୍ଗଳଙ୍କ କାରଣରୁ ଆସିଥାଏ । ମଙ୍ଗଳବାର ଦିନ ହନୁମାନ ଜୀ ଙ୍କୁ ସମର୍ପିତ ଅଟେ । ଆଜି ଆମେ ଜାଣିବା ମଙ୍ଗଳବାର ଦିନ କେଉଁ ଉପାୟ କରିବା ଦ୍ଵାରା ଭାଗ୍ୟ ଚମକି ଉଠିବ ଓ ସବୁ ସମସ୍ଯା ଦୂର ହେବ ।

ମଙ୍ଗଳବାର ଦିନ ଯେଉଁ ବ୍ୟକ୍ତି ଅଧିକ ଲୁଣ ଖାଇଥାଏ ଘୋର ସଙ୍କଟ ଆସିଥାଏ ଓ କରଜ ବଢିଥାଏ । ଏହି ଦିନ ମାଛ, ମାଂସ, ଅଣ୍ଡା ଖାଇବା ନିଷେଧ ଅଟେ । ଏହି ଦିନ କରଜ ଦେବା ଠାରୁ ଦୂରେଇ ଦେବା ଉଚିତ । ସେହି ପଇସା ମିଳିବାରେ ବିଳମ୍ବ ହୋଇପାରେ । ଏହି ଦିନ କ୍ରୋଧ କରିବା ଅନୁଚିତ । କାହାକୁ ଅପଶବ୍ଦ କହିବା ବା ଝଗଡା କରିବା ଅନୁଚିତ । ଏହି ଦିନ ଲୁହାର ସାମଗ୍ରୀ କିଣିବା ଅଶୁଭ ହୋଇଥାଏ ।

ଧାର ଥିବା ଜିନିଷ କିଣିବା ଦ୍ଵାରା ଶନି ମହାରାଜ ରୁଷ୍ଟ ହୋଇଥାନ୍ତି । ଏହି ଦିନ ଶାରୀରିକ ସମ୍ପର୍କ ରଖିବା ନିଷେଧ ଅଟେ । ଏହା ଦ୍ଵାରା ଜୀବନରେ ଅଶୁଭ ଘଟିଥାଏ । ଏହି ଦିନ ସକାଳୁ ଜରୁରତ ଲୋକଙ୍କୁ ଗହମ ଦାନ କରିଲେ ଭାଗ୍ୟ ଚମକିଥାଏ । ଗୁଡ ଦାନ କରିଲେ ଧନ ପ୍ରାପ୍ତି, ଦିଆସିଲି ଦାନ କରିଲେ ନେଗେଟିଭ ଶକ୍ତି ନଷ୍ଟ ହୁଏ, ତମ୍ବା ଦାନ କରିଲେ ବହୁ ମାତ୍ରାରେ ଧନ ପ୍ରାପ୍ତି, ସୁନାର ଦାନ କରିଲେ ହନୁମାନ ଜୀ ଙ୍କ କୃପା ମିଳିଥାଏ ।

ଏହି ଦିନ ଗାଈ ଦାନ କରିଲେ କୋଟି ପୂଣ୍ୟ, ମସୁର ଡାଲି ଦାନ କରିଲେ ବିବାହକୁ ନେଇ ଯେ କୌଣସି ସମସ୍ଯା ଥିବ ତାହା ଦୂର ହୁଏ । ନାଲି ରଙ୍ଗର ଫୁଲ ଏହି ଦିନ ହନୁମାନ ଜୀଙ୍କୁ ଅର୍ପଣ କରିଲେ ସବୁ ପ୍ରକାରର ଭୌତିକ ସୁଖ ମିଳିଥାଏ । ମିଷ୍ଟାନ, ଭୂମି ଦାନ ପୂଜକ ଙ୍କୁ କରିଲେ ମଙ୍ଗଳ ଦୋଷରୁ ମୁକ୍ତି ମିଳିଥାଏ । ପ୍ରତେକ ମଙ୍ଗଳବାର ରେ ହନୁମାନ ଜୀ ଙ୍କୁ ଘିଅର ଦୀପ ନିଶ୍ଚୟ ଜଳାଇବା ଉଚିତ ।

ପ୍ରତି ଥର 4 ଥର ଏହି ଉପାୟ କରିଲେ ଘରୁ ଝଗଡା ଦୂର ହୁଏ । ଏହି ଦିନ ହନୁମାନ ଜୀଙ୍କୁ ବୁନ୍ଦି ଲଡୁ ଭୋଗ ଲଗାଇଲେ ଶୁଭ ହୋଇଥାଏ । ଚଣା ଡାଲି ମଧ୍ୟ ଅର୍ପଣ କରିଲେ ଜୀବନରେ ଥିବା ରୋଗ ସମସ୍ଯା ଦୂର ହୁଏ । ଏହି ଦିନ ଚମେଲି ତେଲ ସହ ସିନ୍ଦୁର ହନୁମାନ ଜୀ ଙ୍କୁ ଅର୍ପଣ କରିଲେ ଶନି ଦୋଷରୁ ମୁକ୍ତି ମିଳିଥାଏ । ଏହା ଦ୍ଵାରା ବିବାହରେ ବିଳମ୍ବ ହେଉଥିଲେ ତାହା ଦୂର ହୋଇଥାଏ ।

ଏହି ଉପାୟ କୁ 5ଟି ମଙ୍ଗଳବାର କରନ୍ତୁ । ହନୁମାନ ଜୀଙ୍କୁ ତୁଳସୀରେ ରକ୍ତ ଚନ୍ଦନରେ ରାମ ଲେଖି ଅର୍ପଣ କରିଲେ ଶନି ଦୋଷ ଦୂର ହୁଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *