ତକିଆ ତଳେ ଏକ ଟଙ୍କା ରଖିକି ସୋଇଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ ? 10+ ଆଜିର ଅନୁଚିନ୍ତା

ବନ୍ଧୁଗଣ ଆଜିର ଅନୁଚିନ୍ତା ବିଷୟରେ ଜାଣନ୍ତୁ ବିସ୍ତାର ପୂର୍ବକ । ଏହା ଉଭୟ ମହିଳା ଓ ପୁରୁଷ ଙ୍କ ପାଇଁ ଯୋଗ୍ୟ ଅଟେ । ଏହି ସବୁ କଥାମାନ ମଣିଷ ଜୀବନରେ ନିତାନ୍ତ ଆବଶ୍ୟକ ହୋଇଥାଏ । ଏହାର ପାଳନ କରିଲେ ମଣିଷ ଜୀବନରେ ଉନ୍ନତି ଓ ସଫଳତା ହାସଲ କରିଥାଏ । 1- ଶୋଇବା ଘରେ ପ୍ଲାଷ୍ଟିକ ଫୁଲ ବା ଗଛ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଦାରିଦ୍ର୍ୟତା ଆସିଥାଏ ।

2- ଘରର ଛାତରେ କେବେ ବି ଚାଉଳ, ଗହମ, ଶସ୍ଯ, ବିଛଣା ଢୋଇବା ଉଚିତ ନୁହେଁ । ଏହା ଦ୍ଵାରା ଶ୍ଵଶୁର ଘର ଲୋକଙ୍କ ସହ ସମ୍ପର୍କ ଖରାପ ହୋଇଥାଏ ।

3- ଘରେ ପରିବା କାଟିବା ପରେ ତୁରନ୍ତ ପରିବା ଚୋପା ବାହାରେ ପକାଇ ଦେବା ଉଚିତ । ଏହା ଦ୍ଵାରା ଶୁଭ ସମାଚାର ମିଳିଥାଏ । ଘରେ ମାସକୁ ଥରେ ମିଶ୍ରି ଯୁକ୍ତ ଖିରୀ ତିଆରି କରି ସମସ୍ତେ ଏକ ସହ ଖାଇଲେ ଲକ୍ଷ୍ମୀ କୃପା ମିଳିଥାଏ ।

4- ଘରେ ଶୋଇବା ପୂର୍ବରୁ ରୋଷେଇ ଓ ଗାଧୁଆ ଘରେ ବାଲଟି ରେ ପାଣି ଭର୍ତ୍ତି କରି ରଖିଲେ ପରିବାରର ଉନ୍ନତି ହୁଏ । ନବ ବିବାହିତ ଦମ୍ପତି ଚପଲ ପିନ୍ଧି ଶୋଇବା ଅନୁଚିତ ।

5- ଶୋଇବା ଘର କେବେ ବି ପାଣି ପାତ୍ର ରଖିବା ଉଚିତ ନୁହେଁ ଓ ପାଣି ଜାତୀୟ ଗଛ ରଖିବା ଅନୁଚିତ ହୋଇଥାଏ । ଶୋଇବା ଘରେ ଲାଲ ରଙ୍ଗର ବଲ ଲଗାଇବା ଉଚିତ ନୁହେଁ । ଏହା ଦ୍ଵାରା ସମ୍ପର୍କ ଖରାପ ହେବାର ସମ୍ଭାବନା ରହିଥାଏ ।

6- ଶୋଇବା ଘରେ ଖତରେ ଗୋଟିଏ ଗଦି ପକାଇବା ଉଚିତ । କେବେ ବି ଦୁଇଟି ଗଦି ଯୋଡି ପାକିଆବ ଉଚିତ ନୁହେଁ । ଏହା ଦ୍ଵାରା ଦାମ୍ପତ୍ୟ ଜୀବନରେ ଦୂରତା ଦେଖାଦିଏ ।

7- ତକିଆ ତଳେ ରସୁଣ ରଖିକି ସୋଇଲେ ଥଣ୍ଡା, ଜ୍ଵର ହେବାରେ ସାହାର୍ଯ୍ୟ କରିଥାଏ । ଶରୀରକୁ ଭୂତାଣୁ ଜନିତ ସମସ୍ୟାରୁ ରକ୍ଷା କରିଥାଏ । ଶୋଇବା ସମୟରେ ଖରାପ ସ୍ଵପ୍ନ ଆସୁଥିଲେ ତକିଆ ତଳେ ରସୁଣ ରଖିକି ଶୋଇବା ଉଚିତ ।

8- ରାତିରେ ଠିକ ଭାବେ ନିଦ ନ ହେଉଥିଲେ ତକିଆ ତଳେ ରସୁଣ ପାଖୁଡା ରଖିବା ଦ୍ଵାରା ଭଲ ନିଦ୍ରା ହୋଇଥାଏ ଓ ଶରୀର ସୁସ୍ଥ ରହିଥାଏ । ଛୋଟ ପିଲାଙ୍କୁ ତକିଆରେ ଶୁଆଇବା ଉଚିତ ନୁହେଁ । ଏହା ଦ୍ଵାରା ଶ୍ଵାସ ନାଲି ଦବିବାର ବା ମୋଡି ହେବାର ସମ୍ଭାବନା ଥାଏ ।

9- ଶୋଇବା ସମୟରେ ତକିଆ ତଳେ ଗୋଟେ ଏକ ଟଙ୍କିଆ ମୁଦ୍ରା ରଖିବା ଦ୍ଵାରା ଅତ୍ୟନ୍ତ ଶୁଭ ହୁଏ । ସୋଇଥିବା ଭାଗ୍ୟ ଜାଗୃତ ହେବ ସହ ଧନ ଲାଭ ହୋଇଥାଏ ।

10- ଏକ ଟଙ୍କିଆ ମୁଦ୍ରାକୁ ମୁଣ୍ଡ ଚାରିପଟେ 7 ଥର ବୁଲାଇ ତକିଆ ତଳେ ରଖିକି ଶୋଇବା ପରେ ପରଦିନ କାହାକୁ ନ ଜଣାଇ ମସାଣି ରେ ପକାଇ ଦେବା ଦ୍ଵାରା ସମସ୍ଯା ଦୂର ହେବା ସହ ଧନ ଲାଭ ହୁଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *