ମାସିକ ଧର୍ମ ସମୟରେ ମହିଳାଙ୍କୁ କରିବା କଥା ନୁହେଁ ଏହି 8ଟି କାମ, ନଚେତ ହେବ ପୁରା ଘର ବର୍ବାଦ- Ajira Anuchinta

ମାଶୀକ ଧର୍ମ ହେଉଛି ମହିଳା ମାନଙ୍କ ପାଇଁ ଏକ ସାଧାରଣ କଥା । ଏହି ସମୟରେ ଅନେକ ମହିଳା ମାନେ ନିଜକୁ କଷ୍ଟ ରେ ପାଇ ଥାନ୍ତି ଏହାର କାରଣ ହେଉଛି କି ମାଶୀକ ଧର୍ମ ସବୁ ମାସରେ ହୋଇ ଥାଏ । ଏହା ପାଇଁ ଶରୀର ରୁ ଋତୁ ସ୍ରାବ ମଧ୍ୟ ହୋଇ ଥାଏ । କିନ୍ତୁ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଏହା ପ୍ରାକୃତିକ ଅଟେ । ଏହା ପାଇଁ କିଛି ଜଣ ମହିଳା ମେଡ଼ିସିନ ମଧ୍ୟ ଖାଇ ଥାନ୍ତି । ତେବେ ଆମେ ଆଜି କହିବା ପାଇଁ ଯାଉଛୁ କି ଏହା ହେବା ବେଳେ କେଉଁ କେଉଁ କାମ କରିବା ଅନୁଚିତ ଅଟେ ।

ଆମେ ଜାଣିଛେ କି ମହିଳା ମାନେ ସାଧାରଣ ଭାବରେ ଏହା ପାଇଁ ଗର୍ଭବତୀ ହୋଇ ଥାନ୍ତି । ଆମେ କହିବା ଅନୁସାରେ ଦେଖିବା ପାଇଁ ଯଦି ଯିବା ତାହେଲେ ଆମେ ଜାଣି ପାରିବା କି ମହିଳା ମାନେ ଏହା ପାଇଁ ଅଧିକ ସାବଧାନ ରହିବା ଉଚିତ ନହେଲେ ସେମାନଙ୍କ ଗର୍ଭ ଧାରଣ କ୍ଷମତା ମଧ୍ୟ କମ ହୋଇ ଯାଇ ପାରେ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ମହିଳା ମାନେ ଏହି ସମୟରେ ଅଧିକ ଯନ୍ତ୍ରଣା ପାଇଁ ସାଧାରଣ ଭାବେ ଗାଧୁଆ ଘରେ ଅଧିକ ସମୟ ରହି ଥାନ୍ତି କିନ୍ତୁ ଏହା ଭୁଲ ଅଟେ ଆପଣ ଏହି ଦିନ ଗାଧୁଆ ଘରେ କମ ରହିବା ଆବଶ୍ୟକ ଅଟେ । କାରଣ ଏହି ସମୟରେ ଅଧିକ ଜୀବାଣୁ ଆପଣଙ୍କ ଶରୀର ରେ ପ୍ରବେଶ କରି ପାରନ୍ତି ।

ଯେଉଁ ମାନେ ଅଧିକା ଲୁଣ ଖାଉଛନ୍ତି ଏହି ସମୟରେ ସେମାନେ ମଧ୍ୟ ଏହାର ସେବନ କରିବା ଅନୁଚିତ ଅଟେ । କାରଣ ଅଧିକ ଲୁଣ ଖାଇବା ଦ୍ଵାରା ଆମ ଶରୀର ରେ ଥିବା ପେଟ ବଢି ଯାଇଥାଏ । ଆପଣ ଜାଣି ଥିବେ ଏକଇ ଏହି ସମୟରେ ଅଧିକ ମିଠା ମଧ୍ୟ ଖାଇବା ମନା ହୋଇ ଥାଏ । କାରଣ ଅଧିକ ମିଠା ଖାଇବ୍ବା ଦ୍ଵାରା ବେଳେ ବେଳେ ଯନ୍ତ୍ରଣା ଅଧିକ ହୋଇ ଯାଇଥାଏ । ତେଣୁ କରି ଆପଣ ଦେଖି ଚାହିଁ ଭୋଜନ କରିବେ । କିଛି ମହିଳା ମାନେ ଏହା ପାଇଁ ଭୋଜନ ମଧ୍ୟ କରନ୍ତି ନି ଏହା କରିବା ମଧ୍ୟ ଖରାପ ଅଟେ । କାରଣ ଏହା କରିବା ଦ୍ଵାରା ଆପଣ ନିଜେ କଷ୍ଟ ପାଇବେ । ତେଣୁ ଆପଣ ଖାଲି ପେଟରେ ନ ରହି କିଛି ଖାଦ୍ଯ ଖାଇ ନିଅନ୍ତୁ ଏହାର ଯନ୍ତ୍ରଣା କିଛି ସମୟ ରେ କମ ହୋଇଯିବ ।

ଯେଉଁ ମାନେ ଏହି ସମୟରେ ହେଉଥିବା ଯନ୍ତ୍ରଣା ପାଇଁ ସୋଇ ପାରନ୍ତି ନି ସେମାନେ ଶୋଇବା ପାଇ ଚେଷ୍ଟା କରନ୍ତୁ ଓ ସୁଆନ୍ତୁ ମଧ୍ୟ ଦେଖିବେ ଆପଣ ଭଲ ପରିଣାମ ପାଇବେ । ଯେଉଁ ମାନେ ଅଧିକା ମାତ୍ରାରେ ନିଶା ଦ୍ରବ୍ଯ ସେବନ କରନ୍ତି ସେମାନେ ଏହି ସମୟରେ ଅଧିକ କଷ୍ଟ ପାଇଥାନ୍ତି । ଆପଣ ଜାଣିଥିବେ କି ଏହି ସମୟରେ ସି-ଗା-ରେ-ଟ କିମ୍ବା ଆଉ କିଛି ସେବନ କରିବା ଦ୍ଵାରା ଆପଣଙ୍କ ଯନ୍ତ୍ରଣା ଅମଧ୍ୟ ବଢି ଯାଇ ଥାଏ ତେଣୁ ଆପଣ ଉପରେ ଥିବା ସମସ୍ଯା ଗୁଡିକ ଉପରେ ଧ୍ୟାନ ଦେବେ ଓ ଡେକଖିବେ ଯେଉଁ ଭଳି ଏହା କାର୍ଯ୍ୟକାରି ହୋଇ ପାରିବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *