ମୟୂର ପଙ୍ଖ କୁ ଘରର ଏହି ସ୍ଥାନରେ ରଖିଲେ ବଢି ଥାଏ ଧନ, ଏତେ ଆସିବ ପଇସା କି ସମ୍ଭାଳି ପାରିବେନି

ପ୍ରେତେକ ଲୋକମାନେ ସବୁ ବେଳେ ପଇସା ଚାହିଁ ଥାନ୍ତି ଆଜି ଯୁଗରେ ଯାହା ପାଖେ ପଇସା ନାହି ତା ପାଖେ କିଛି ନାହି । ଆପଣ ଜାଣିଥିବେ କି ଆମେ ନିଜ ଆମଦାନୀ ବଢାଇବା ପାଇଁ ଆମେ ସବୁ କିଛି କାମ କରୁ କିନ୍ତୁ ଏହା ପରେ ମଧ୍ୟ ଆମେ ନିଜକୁ ପ୍ରମାଣିତ କରି ପାରୁନା । ଏହା ପାଇଁ ଆମେକୁ କଠିନ ପରିଷ୍ଟମ କରିବା ପାଇଁ ପଡେ । ଆଜି ଆମେ ଆପଣଙ୍କୁ କହିବା ପାଇଁ ଯାଉଛୁ କି ଆପଣ କିଭଳି ଭାବେ ନିଜ ପଇସା କୁ ସଞ୍ଚୟ କରି ପାରିବେ ।

ଆପଣ ଜାଣି ଥିବେ କି ମୟୂର ପଙ୍ଖ କୁ ଆମେ ବ୍ୟବହାର କରୁ ନିଜର ପରିବାର କିମ୍ବା ନିଜକୁ ଖରାପ ଶକ୍ତି ମାନଙ୍କ ପାଖରୁ ଦୂରରେ ରଖିବା ପାଇଁ ତେଣୁ ଆମେ ଆଜି ଭି ଆପଣଙ୍କୁ ଏହାର ତିନି ପ୍ରକାର ବ୍ୟବହାର କହିବା ଯାହା ଦ୍ଵାରା ଆ[ଅଣ ନିଶ୍ଚିତ ଭାବେ ନିଜର ଧନ କୁ ଲାଭ କରି ପାରିବେ ।

ଆପଣ ଜାଣି ଥିବେ କି ମୟୂର ପୁଚ୍ଛ ଏକ ଜନ୍ତ୍ର ଭଳି କାମ କରେ । ଏହାକୁ ତନ୍ତ୍ର ଶାସ୍ତ୍ରରେ ପ୍ରୋୟୋଗ କରାଯାଏ । ଆପଣ ଜାଣିଥିବେ କି ମୟୂର ପଙ୍ଖା କୁ ମା ଲକ୍ଷ୍ମୀ ମା ସରସ୍ଵତୀ ଓ କୃଷ୍ଣ ଙ୍କ ପ୍ରିୟା ବୋଲି କୁହା ଯାଏ । ଆପଣ ଯଦି ଏହାକୁ ବଇଁଶି ସହ ରହିବେ ତେବେ ଆପଣଙ୍କ ସମ୍ପର୍କ ରେ ମଧୁରତା ଆସେ । ଆପଣ ଏହାକୁ ଯଦି ପିଲା ଙ୍କ ଶୋଇବା ଜାଗା ତଳେ ରାଖୀ ଦେବେ ତେବେ ପିଲା ମାନେ ଚମକିବା ଛାଡି ଦେଇ ଥାନ୍ତି ।

ଏହି ପଙ୍ଖ କୁ ପୂଜା ମଧ୍ୟ କରାଯାଏ । ଆପଣ ଯଦି ଘରେ ଶାନ୍ତି ଚାହୁଁ ଥିବେ ତେବେ ଆପଣ ଏହାକୁ ସଂଧ୍ୟା ଆରତୀ ପରେ ଏହାକୁ ସବୁ ଘରେ ଥରେ ଥରେ ବୁଲାଇ ଦେଇ ରଖନ୍ତୁ ଏହା ଦ୍ଵାରା ଘରୁ ସବୁ ଦୁଷ୍ଟ ଶକ୍ତି ଦୂର ହୋଇ ଯିବେ । ଏହି ସବୁ କୁ ଆଖି ଆଗରେ ରାଖୀ ଆମେ ଆଜି କହିବା ପାଇଁ ଯାଉଛୁ କି ଆପଣ ଏହାକୁ କେଉଁ ଜାଗାରେ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇ ଥାଏ । ଆପଣ କୌଣଶି ଏକ ଭଲ ଦିନରେ ଆପଣ ଏହାକୁ ପୂଜା କରି ସବୁ ଙ୍କ ଦୃଷ୍ଟିରେ ଆସୁଥିବା ଜାଗାରେ ରଖୀ ଦିଅନ୍ତୁ ।

ଏହା ପରେ ଆପଣ ଯଦି ବିଦ୍ୟାର୍ଥୀ ଅଟନ୍ତି ଏହାକୁ ଆପଣ ନିଜ ଖାତାରେ ରଖୀ ପାରନ୍ତି ଏହା ଆପଣଙ୍କୁ ରାମ ବାଣ ଭଳି କାମ ଦେବ । ଆପଣ ଯଦି ସବୁ ଘରେ ଏକ ଏକ ମୟୂର ପଙ୍ଖ ରଖିବେ ତାହେଲେ ଆପଣ ଜାଣି ପାରିବେ କି ଆପଣଙ୍କ ଘରେ ଥିବା ବାସ୍ତୁ ଦୋଷର ନିବାରଣ ହୋଇଯିବ । ଆପଣଙ୍କର ଯଦି କାଳ ସର୍ପ ଯୋଗ ଅଛି କିମ୍ବା ଅଧିକ ଗ୍ରହ ଖରାପ ଅଛି ତେବେ ଆପଣ ଏହାକୁ ନିଜ ପାଖରେ ରଖନ୍ତୁ ଦେଖିବେ ଏହା ଆପଣଙ୍କ ପାଇଁ ଭଲ ହେବ । ଯଦି କେହି ଜିଦିଆ ଅଚଚି ତେବେ ଆପଣ ଏହି ପଙ୍ଖ ର ପବନ ତାକୁ ସବୁ ଦିନ ଦିଅନ୍ତୁ ଦେଖିବେ ତାର ଜିଦି ଧୀରେ ଧୀରେ କଇ ଜୀବ । ଆପଣଙ୍କ ଅର୍ଜିତ ଧନ ଯଦି ସଞ୍ଚୟ ହୋଇ ପାରୁନି ତେବେ ଆପଣ ଏହି ମୟୂର ପଙ୍ଖ କୁ ଦକ୍ଷିଣ ଓ ପୂର୍ବ ଡ଼ିଆଇଜି କରି ରଖନ୍ତୁ ଦେଖିବେ ଆପଣ ନିଶ୍ଚିତ ଭଲ ପରିଣାମ ପାଇବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *