ମୟୁର ପଙ୍ଖ- ଏହି 5 ଟି ଉପାୟ କଲେ, ଆପଣଙ୍କ ଭାଗ୍ୟ ବଦଳି ଯିବ

ପୌରାଣିକ କଥା ଅନୁସାରେ ମୟୂର ପଙ୍ଖର ବହୁତ ମହତ୍ଵ ରହିଛି । ମୟୁର ପଙ୍ଖକୁ ଭଗବାନ କୃଷ୍ଣଙ୍କର ମୁକୁଟରେ ସ୍ଥାନ ମିଳିଛି । ଆଉ ଇନ୍ଦ୍ରଦେବ ମୟୁର ସିଂହାସନ ଉପରେ ମଧ୍ୟ ବସଥିଲେ । ଆଉ ପୁରୁଣା କାଳରେ ଲେଖିବା ପାଇଁ ମଧ୍ୟ ମୟୂର ପଙ୍ଖର ମଧ୍ୟ ବ୍ୟବହାର ହେଉଥିଲା । ଆଉ ଏହି କାରଣରୁ ସମସ୍ତ ଶାସ୍ତ୍ର ଗ୍ରନ୍ଥରେ ବାସ୍ତୁ ଓ ଜ୍ଯୋତିଷରେ ମଧ୍ୟ ମୟୁର ପଙ୍ଖକୁ ମଧ୍ୟ ଖାସ ସ୍ଥାନ ଦିଆଯାଇଛି । ଆସନ୍ତୁ ଜାଣିବା ମୟୁର ପଙ୍ଖର ଚମତ୍କାରୀ ଗୁଣ ବିଷୟରେ ।

ଯଦି ଆପଣଙ୍କ ଭାଗ୍ୟ ବହୁତ ଅଧିକ ଖରାପ ଚାଲିଥାଏ ଏବଂ କିଛି କାମ ଅଟକି ରହିଥାଏ । ତେବେ ଗୋଟିଏ ମୟୁର ପଙ୍ଖ ରଖିବା ଦ୍ଵାରା ଜୀବନରେ ସବୁବେଳେ ସଫଳତା ମିଳିଥାଏ । ଧନ ପ୍ରାପ୍ତି ପାଇଁ ମଧ୍ୟ ମୟୁର ପଙ୍ଖକୁ ବହୁତ ଉପଯୋଗୀ ମନାଯାଇଥାଏ । ଗୋଟିଏ ମୟୁର ପଙ୍ଖ ଆପଣ ନିଅନ୍ତୁ ଆଉ କୌଣସି କୃଷ୍ଣ ଙ୍କ ମନ୍ଦିରକୁ ଯାଇ କୃଷ୍ଣଙ୍କ ମୁକୁଟରେ ଚାଳିଶି ଦିନ ପର୍ଯ୍ୟନ୍ତ ଲଗନ୍ତୁ । ତାହାକୁ ଲାଗାଇ ପ୍ରତିଦିନ ତାହାକୁ ପୂଜା କରି ଘରକୁ ନେଇ ଆସନ୍ତୁ । ଏବଂ ଚାଳିଶି ଦିନ ସେହି ମୟୁର ପଙ୍ଖକୁ ଆପଣ ନିଜର ଧନ ରଖିବା ସ୍ଥାନରେ ରଖନ୍ତୁ ।

ଆପଣଙ୍କୁ ଧନ ସମ୍ବନ୍ଧିୟ କୌଣସି ସମସ୍ଯା ହେବ ନାହିଁ । ଯେଉଁ ବ୍ୟାକୟୀ ନିଜ ଘରେ ଦୁଇଟି ମୟୁର ପଙ୍ଖ ରଖିଥାଏ ସେହି ବ୍ୟକ୍ତି ଘରେ କେବେ କେହି ଅଲଗା ହୋଇନଥାଏ । ଏହି ଦୁଇ ମୟୁର ପଙ୍ଖକୁ ରଖିବା ଦ୍ଵାରା ଘର ପରିବାର ଏକତ୍ର ରହିଥାନ୍ତି । ଯେଉଁ ବ୍ୟକ୍ତି ସବୁବେଳେ ନିଜ ଘରେ ମୟୁର ପଙ୍ଖ ରଖିଥାଏ । ସେହି ବ୍ୟକ୍ତି ଉପରେ କେବେ କୌଣସି ଅମଙ୍ଗଳ ହୋଇନଥାଏ । ସେ ସବୁବେଳେ କୌଣସି ବଡ ଘଟଣାରୁ ବଞ୍ଚି ଯାଇଥାଏ । ମୟୁର ପଙ୍ଖକୁ ସବୁବେଳେ ନିଜ ଘରେ ରଖିବା ଦ୍ଵାରା ଅଶୁଭ ଶକ୍ତିର ନାସ ହୋଇଥାଏ । ଆଉ ଶୁଭ ଶକ୍ତିର ବାସ ହୋଇଥାଏ ।

ଯଦି କାହାର ପାଠ ଭଲ ହୋଇନଥାଏ କିମ୍ବା ପାଠରେ ମାନ ଲାଗିନଥାଏ । ତେବେ ସେ ବ୍ଯାଗରେ ଗୋଟିଏ ମୟୁର ପଙ୍ଖ ରଖିବା ଦରକାର ହୋଇଥାଏ । ଏହା ଦ୍ଵାରା ସେ ବୁଦ୍ଧିମାନ ହୋଇଥାନ୍ତି । ନିଜ ପକେଟ କିମ୍ବା ଡାଇରୀରେ ମୟୁର ପଙ୍ଖ ରଖିବା ଦ୍ଵାରା ରାହୁ ଦୋଷ ମଧ୍ୟ ପ୍ରଭାବିତ କରିନଥାଏ । ମୟୁରର ସବୁଠୁ ପ୍ରିୟ ଆହାର ସାପ ହୋଇଥାଏ । ଶେଥି ପାଇଁ ସାପ ମୟୁରକୁ ଡଋ ଥାଏ । ଆଉ ସେହି ଜାଗାକୁ ସାପ ଯାଇନଥାଏ । ଯଦି ଆପଣଙ୍କୁ ସାପକୁ ଡର ଲାଗୁଥାଏ ତେବେ ସର୍ବଦା ନିଜ ପାଖରେ ମୟୁର ପଙ୍ଖ ରଖିଥାନ୍ତୁ ।

Leave a Reply

Your email address will not be published. Required fields are marked *