ମେଷ ରାଶି ବ୍ୟକ୍ତି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୁଚି ରହିଥିବା ଅକୁହା କଥା 

ମେଷ ରାଶିର ଲୋକଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲୁଚି ରହିଥିବା ରହସ୍ୟ ବିଷୟରେ । ଜ୍ଯୋତିଷ ବିତ ମାନଙ୍କ ଗଣନା ଅନୁସାରେ ମେଷ ରାଶିକୁ ତିନି ଭାଗରେ ବିଭକ୍ତ କରାଯାଇଛି । ୧/୧ ଅଶ୍ଵିନୀ ନଖେତ୍ର ମେଷ ରାସୀ । ଏମାନେ ହେଉଛନ୍ତି ଦେବଗଣ । ୨/୧ ଦ୍ଵାଜା ନଖେତ୍ର ମେଷ ରାସୀ ଏମାନେ ହେଉଛନ୍ତି ମାନବ ଗଣ । ୩/୧ କୃତିକ ନଖେତ୍ର ମେଷ ରାସୀ ଦାନବ ଗଣ । ଆସନ୍ତୁ ଜାଣିବା ଏହିଭଳି ଲୋକଙ୍କ ମନ୍ଦ ଗୁଣ ବିଷୟରେ । ଏମାନେ ପରିବାର ସହିତ ଖାପ ଖୁଆଇ ଭଲ ମନ୍ଦ ବିଚାର ନକରି ନିଜ ଇଛା ମୁତାବକ କାମ କରିବା ପାଇଁ ପସନ୍ଦ କରିଥାନ୍ତି । ଏହି ଭଳି ଲୋକଙ୍କୁ ଜୀବନରେ ତାଙ୍କୁ ବହୁତ ବଡ ରୋଗର ସାମ୍ନା କରିବାକୁ ପଡିଥାଏ ।

ଯଥା ଉଦର ରୋଗ ଦୁର୍ଘଟଣା, ଉଚ ସ୍ଥାନରୁ ପଡିବା, ଚର୍ମ ରୋଗ ଇତ୍ୟାଦି । ଏବେ ଜାଣିବା ଏହି ରାଶିର ଲୋକଙ୍କ ବ୍ୟବସାୟ ବିଷୟରେ । ଏହି ଲୋକ ମାନେ ଦେବା ଦେବୀ ଓ ପୂଜା ଉପରେ ବହୁତ ଆସ୍ଥା ରଖିଥାନ୍ତି । ସେମାନେ ସୁଭ ଅଶୁଭ ବିଷୟରେ ଜାଣି ପାରିଥାନ୍ତି ଆଉ ନିଜ ସତର୍କତାର ସହିତ ରହିଥାନ୍ତି । ଏହି ରାଶିର ଅଧିପତି ହେଉଛନ୍ତି ହେଉଛି ମଙ୍ଗଳ । ଆଶାନୁ ଜାଣିବା ଏହି ରାଶିର ବ୍ୟକ୍ତିଙ୍କ ଶୁଭ ଦିନ ବିଷୟରେ । ପ୍ରତି ମାସର ୧ ୬ ୧୧ ୨୧ ତାରିଖ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ । ପ୍ରତି ଶୁକ୍ରବାର ଓ ରବିବାର ଦିନଟି ଏମାନଙ୍କ ପାଇଁ କ୍ଷତି କାରକ ହୋଇଥାଏ ।

କର୍କଟ ବିଛା ମୀନ ଆପଣଙ୍କ ପାଇଁ ଶୁଭ ଅଟେ । କଳା ରଙ୍ଗର ବସ୍ତ୍ର ଓ କଳା ରଙ୍ଗର ପଦାର୍ଥ ଏମାନଙ୍କ ପାଇଁ ଅଶୁଭ ଅଟେ । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ପ୍ରକାର ଉଥାନ ପଥନ ହୋଇଥାଏ । ଯେବେବି ଜୀବନରେ କୌଣସି ମହତ୍ଵ ପୂର୍ଣ କାମ କରିବାକୁ ପସନ୍ଦ କରିଥାନ୍ତି ସେତେବେଳେ କେହି ନା କେହି ସେମାନଙ୍କୁ ଷପୋଟ କରିଥାନ୍ତି । ଏହି ରାଶିର ଲୋକଙ୍କ ଜୀବନରେ କୌଣସି ବଡ ଧୋକା ମଧ୍ୟ ହୋଇପାରେ । ତେଣୁ ସର୍ବଦା ସାବଧାନ ହୋଇ ରୁହନ୍ତୁ । ଏମାନଙ୍କ ପାଇଁ ଶୁଭ ଦିଗ ହେଉଛି ପୂର୍ବ ଦିଗ ଓ ଦକ୍ଷିଣ ଦିଗ ।

ଜୀବନରେ ଯେତେବୀ ଦୁଖ ଆସୁନା କାହିଁକି ଜୀବନର ଶେଷ ସମୟ ଆଡକୁ ଏମାନେ ସୁଖ ଭୋଗ କରିଥାନ୍ତି । ଆସନ୍ତୁ ଜାଣିବା ଏମାନଙ୍କ ବିବାହ ବିଷୟରେ । ଏମାନଙ୍କର ୧୪ ୨୧ ୨୩ ୨୪ ବର୍ଷ ବୟସ ମଧ୍ୟରେ ବିବାହରେ ଯୋଗ ରହିଥାଏ । ଆଉ ଲାଭ ବର୍ଷ ହେଉଛି ୬ ୧୩ ୨୪ ୪୮ ୪୨ ୬୧ ଏହି ସବୁ ଦିନରେ ଆପଣଙ୍କ ବ୍ୟବସାୟ ସଫଳ ହେବା ସହିତ ଲାଭ ମଧ୍ୟ ମିଳିଥାଏ । ଶୁଭ ରଙ୍ଗ ଲାଲ ହୋଇଥାଏ । ଏମାନଙ୍କ ପାଇଁ ଲକି ନମ୍ବର ହେଉଛି ୩ ୬ ୭ ।

Leave a Reply

Your email address will not be published. Required fields are marked *